ସୁନ୍ଦର୍ ଲାଗ୍ସି କାନେ ଶୁନ୍ଲେ
ଗୁଁଗୁଁ ନାଦିଆର୍ ବଜା
ଗାଁଆ ମଝାଖୁଲି ସର୍ ମଙ୍ଗଲା
ଯଦି ପାଉଥିବେ ପୂଜା ।
ବେଲ୍ ବୁଡ଼ିଗଲେ ମନ୍ଦିର୍ ଭିତ୍ରୁ
ବାଜିଗଲେ ଶଁଖ୍,ଘଁଟ୍
ଗିନି,ମୁର୍ଦୁଙ୍ଗ୍,ଖଞ୍ଜ୍ନିର୍ ତାଲେ
ମଁଜି ଥାଆନ୍ ଝଟ୍ପଟ୍
ଭାବେ ଅଭାବେ ଦିଆଥୁଆ ହେଇ
ହଁସି ପକଉଥିଲା ଦୁଖି..
ନାଇଁନ ଆରୁ ସେ ଆଗର୍ ଚଲନ୍
ସମିଆଁ ରହିଛେ ସାକ୍ଷୀ ।।
ସମିଆଁ ରହିଛେ ସାକ୍ଷୀ
