ମୋର ଗାଁ

ମୋର୍ ଗାଁ, ସବୁଥୁ ମିଠାମତେ ତାର ନା,
ତାର୍ ମାଟି ଧୂଲିଂ ଗଢ଼ା ମୋର୍ ଜୀବନ, ଯେନ୍ତା ଗଢିଛେ ମୋର୍ ମା,,
ଗାଁ ଟା ଲାଗସି ନିଜର୍ ରାଏଜ୍
ଘର୍ ଟା ନିଜର୍ ମହଲ୍,
ଗାଁ ର ଚାରିକୁତିର୍ ନିରମଲ୍ ପବନ୍
ନଦୀନାଏଲ ଗଢିଛେ କରି ସବଲ୍,,
ତାର୍ ଛାତି ଥି ପାହା ଦେଇ
ଶିଖିଛେ ମୁଇଁ ଚାଲି,
ସାଙ୍ଗ୍ ସାଥି ର୍ ମେଲେ ହୁମୗ ବୗଲି ଆରୁଲୁକଲୁକାନି ଖେଲିଛେ ଗାଁ ର୍ ଖୁଲି,,
ନିଜର୍ ଗାଁ ଟା ସରଗ୍ ପୁର୍ ଲାଗସି
ନିଜେ ଆଏ ଗୁଟେ ପରୀ,
ତାର୍ ସୁଖ୍ ନୁ ଆରୁ ସୁଖ୍ ନାଇଁନ
କେହି ନାଇଁ ହୁଅନ୍ ତାର୍ ସରି,,
ଯେନ୍ କେ ଗଲେ ଯେନ ରହେଲେ
ଗାଁ ଟା ମନ୍ ଭିତରେ ଥିସି,
ତାର୍ କଥା ସୗର ପଡିଗଲେ ଦୁଃଖ
ମନ୍ ଭିଲ ଶୀତଲ୍ ପାଏସି,,
ଗାଁର୍ ସେନହ ଗାଁ ର୍ ମମତା
ମା ର୍ ସାଙ୍ଗେ ସମାନ୍,
ହେଥିର ଲାଗି ମାଏଟ ମା କହେସନ୍
ଧୈନ ଧୈନ ତାର୍ ବଲିଦାନ୍,,
ସୁଖର୍ ମହଲେ ଗାଁ କେ ଭୁଲି ଗଲୁ
ଗାଁ ନାଇଁ ଭୁଲି ତତେ,
ତୋର୍ ଆଏବା ବାଟ୍ କେ ଟାକି ବସିଛେ ରେ ଢାପି ରଖବାକେ ସେନହ ର୍ ପନତେ,,

ସବିତା ଷଡ଼ଙ୍ଗୀ

ଧନୁପାଲି

Leave a Reply

Your email address will not be published. Required fields are marked *