ମୁନୁଷ୍ ପନ୍

ତୁଲିଆ ଚିରି କରି
ଦେଉଛୁ କାହାକେ
ଖାଏଲେଁ ବୁହିଲେ
ସରେ ନାଇଁ।

ଦେଖେଇ ହେସି
କେଡେ ଆଁଟେଁ
ସେତ ମୁହେଁ
ଟିକେ ଲାଜ୍
ନାଇଁ।

ନାଇଁ ହେଜେ
ଲୁକୁଁ ରଁଚେ ବି
ସଥେଁ ଆନ୍
ପୋକ୍ କିର୍ ଙ୍ଗା।

ସୁଖର୍ ସପନ୍
ଆଏ ସାତ୍ ସପନ୍
ସଥେଁ ନୁହେ
ଖୁଜା ନୁରା।

ମାଏଟ୍ ଚାବି କରି
ମାଟି ରଙ୍ଗୁଥିସି
ନାଇଁ ଥାଏ
ତାର୍ ଥିତି।

କାହୁଁ ପାଏବା
ଦିହି ଢାପ୍ ବା
ବର୍ ଷା,ଶୀତ୍
ଖରା ତାତି।

ପେଟର୍ କଥା
କିଏ ଗୁଚରେ
ମାଗୁଥିସି
ହାତ୍ ପାତି।

ମୁନୁଷ୍ ପନିଆଁ
ହଜି ଗଲାନ
ନାଇଁନ ଦୟା
ଧରମ୍।

ହାତ୍ ଟେକିକରି
ସାଉଁଲି ଦେବେ
ଭାବି କରି
ଭଲ୍ କରମ୍।

ମୁନୁଷ୍ ପନର୍
ଗଛ୍ ଜଗେଇ ଦିଅ
ଦୟା ଧରମ୍
କରୁ ବାସ୍।

ମୁନୁଷ୍ ପୁତ୍ ଲା
ସଭେ ଆଉଁଗା
ଦୁଇ ଦିନିଆଁ
ଧର୍ ତି ନ ବାସ୍।

ଭାରତୀ ପଣ୍ଡା,

ବୁର୍ଲା,ସମ୍ବଲପୁର୯୪୩୮୬୪୪୧୫୩

Leave a Reply

Your email address will not be published. Required fields are marked *