କଥା ପଦେ

ମୁଇଁ ମୁଇଁ ବୋଲି କହୁଥିସୁ ଯେ,
କିଏ ଆଉ ତୁଇ?ମୁନୁଷ ଗୁଟେ ତ?
ମୁଇଁ ଇଟା କଲି, ମୁଇଁ ସେଟା କଲି,
ମୁଇଁ ନାଇଁ ହେଲେ ନାଇଁ ଚଲେ,
ମୁଇଁ ନାଇଁ ଥିଲେ ନାଇଁ ଚଲେ,
କେନସି କବାର୍ ବୁତା ।
ଆଏଜ୍ ସିନା ଜିଇଁ ଖାଇ କରି ଅଛୁ,
ମରିଗଲେ କିଏ କରବା ତୋତେ ସୁରତା?
ଦୁଇ ଦିନ ଉତାରୁ ସଭେ ପାଶରି ନେବେ,
ସଖାଲ ହେଉଥିବା,ସ°ଜ୍ ହେଉଥିବା,
ଆଜିର୍ କଥା କାଲକେ ନାଇଁ ଥିବା,
ନାଇଁ କରନ କିହେ ସୁରତା?
ପରର୍ ଲାଗି କରୁଛୁ ଯଦି କରୁଥା,
ହେଲେ ମନ ତୋର୍ ରଖିଥା ସଫା,
ପରର୍ ଦୁଃଖ,ସୁଖ ଯେ ବୁଝସି,
ଦୁଖର୍ ବେଲେ ତାର୍ ଦୁଃଖ ବୁଝସି,
ଆପଦ,ବିପଦ ନ ତାର୍ ପାଶେ ଯେ ଥିସି,
ହେଟା ତ ଆଏ ଧରମ କରମ ର କାମ,
ମନେ ରଖିଥିବୁ ହେ କଥା।।

କଲ୍ୟାଣୀ ନନ୍ଦ, ସମ୍ବଲପୁର

Leave a Reply

Your email address will not be published. Required fields are marked *