ଇଟା
ମୁଇଁ ସିନେ ପେଟର୍ ଭୋକ୍ ସହି ନି ପାର୍ଲି ଯେ ତୋର୍ ସହର୍ କେ ଆସଲି, ଇଟା ବୁହି କେଁ ଜାନିଥିଲି ଇନୁ ଇଟା ବୁହିଲେ ପଏସା ନାଇଁ ମିଲେ ପଏସା ଦରକାର୍ ହେଲେ ବୁହିବାର୍ କେ ପଡସି ତୋର ମଦ୍’ଗନ୍ଧିଆ ଦିହିକେ ଛାତିର୍ ଉପରେ, ତୋର୍ ବିଷ ଚରା ଦାଁତ୍ ଖୁଁପାକେ ବେଞ୍ଜାଟି ଲେଖେନ୍ ରଚାବାର୍ ହେସି ବେକ୍ ତଳେ, ଜଙ୍ଘ ଉପରେ ନାହି ବୁଡକି ନୁ ମୋର୍ ଲାଗି ତୁଇ ବି ଗୁଟେ ଇଟା…