
ଦାଦନ ଖଟି
ଯୋଉଛନ ହାଇଦ୍ରାବାଦ୍,ଗୋଆ ଦାଦନ ଖଟିଅଲଗା ରାଇଜେ ଗଲେ ଛାଡି ଓଡ଼ିଶାର ମାଟି।ଇ ପାଖର୍ କୁଲି ଭୁତି କେ ମନ୍ ନେଇକରିଘର ଦ୍ୱାର ପିଲା ଛୁଆ ମନକେ ପାଶରି । ଟଁକା ପଇସା କାଏଁଟା ନେଇ କରୁଛେସବୁ ଜିନିଷ ତୋ ଟଁକା ଦେଲେ ମିଲୁଛେ।ଟଁକାର ଲାଗି ଜିବାକେ ପଢୁ ଅଛେନେଇ ଗଲେ ଟଁକା ନେଇ ମିଲୁଛେ। ଜାଉଛନ୍ ଖଟି ସାନ ବଡ ସଭେଁଜନା ନେଇ ଆସବେ ଘରକେ କେଭେଁ।କଲେଜ ପଢୁଆ ପିଲା ବି ଯାଉଛେଶ୍ରମିକ ହେଇ ଖଟି ଖଟି…