ନୂଆଁଖାଇ ତିହାର
ଅଛରା ଅଛରା ବରଷା ପାନି ଖେତ ଖଲା ନ ଭରଲା ପାନି ଉଷତ ହେଇ ଚାଷୀ ଭାଇ ସୁନାର ଫସଲ ଆନଲା ଦାଇ ନୂଆ ଧାନ ଭୋଗ ଲଗେଇ ସମଲେଇ ମାଁ ର ଆଶିଷ ନେଇ ମାନମା ଆମେ ନୂଆଁଖାଇ ଏକଜୁଟ ହେଇ ନାଚି ଗାଇ । ପଛିମ ଉଡ଼ିଶାର ସିଂଘା ପରବ ଭାବ,ପିରତିର ବନ୍ଧନ ରାଗ , ରିଷମି ଭୁଲି କରି ଆମେ ଚିହ୍ନମା ସବକର ମନ୍ ନିଜେ ଖାଇ କରି ପରକେ ଖୁଆମା ଆମେ…