ସ୍ମୃତି ସନ୍ତରଣ

ସ୍ମୃତିର ଦିଗବଳୟରେ ଝଲସି ଉଠେ ଦିଗନ୍ତର ପ୍ରତିଟି ସୂର୍ଯୋଦୟର ଆଗମନ ଆକାଶ ମୁହଁ ଫୁଲାଇ ଅଛି କେତେବେଳେ ଯେ ଢାଳିଦବ ତା ‘ ସାଇତା ଗୁମାନ । ପୁରୁଣା କାଠ ଆଲମିରା ଫାଙ୍କ ଦେଇ ରହି ରହି ଶୁଣାଯାଉଥିବା ନିରବ ପ୍ରତିଧ୍ୱନିରେ ମୋ ନିଦ ଭାଙ୍ଗେ ଅନେକ ଥର । ଜାଣିଛ ?  ଏବେବି ଭାଙ୍ଗ ଦିଆ ଜାମା ଅନ୍ତରାଳରେ ଲୁଚାଇ ରଖିଛି  ତୁମ କବିତା ସଙ୍କଳନ, ଗୋଲାପୀ ଚିଠି ମୟୁର ଚନ୍ଦ୍ରିକା ସହ ଅଧାଦେଖା ସ୍ୱପ୍ନ…

Read More

ବୁଢା

ଚାଳ ଛପର ଘର ଆଗରେ ବସିଛି ବୁଢାଟିଏ ପାଖରେ ତାର ବଙ୍କୁଳି ବାଡ଼ି ଏକା ସାହାରା ସିଏ  ବୟସ ତାର ହେବ ସତୁରି  ପଚାରିଲେ ସେ କୁହେ  କାନକୁ ଆଉ ଶୁଭୁନି ଜମା ଶକତି ନାହିଁ ଦେହେ  ଚାଷମା ଗୋଟି ପିନ୍ଧିଛି ବୋଲି  ଦିଶଇ ଟିକେ ଟିକେ ପାକୁଆ ପାଟି ମଝି ମଝିରେ  ଖଇନି ଟିକେ ଜାକେ  ଠିକଣା ବେଳେ ବୋହୁ ଆଣିଛି  ପାଇଛି ଭଲ ଜ୍ୱାଇଁ  ଘୁରି ବୁଲନ୍ତି ଚାରି ପାଖରେ  ନାତି ନାତୁଣୀ ଦୁଇ…

Read More

ମୋ କଳା ଗୋସାଇଁ

ହାତ ପତେଇ ତୋ     ଦୁଆରେ କାଳିଆ            ପୁଣ୍ୟ ମାଗୁଅଛି ମୁହିଁ  କୃପାନିଧି ହୋଇ        କୃପଣତା କାହିଁ           ବସିଛି ତୋ ଦୟା ଚାହିଁ , ନୟନୁ ଲୋତକ       ଯାଉଅଛି ବୋହି            ଦୁଃଖ ମୋର ସରୁ ନାହିଁ            ଦୟାରେ ଊଣା କି ପାଇଁ……………..

Read More

ନୂଆଁଖାଇ

ଆସିଛେ ଦେଖ ନୂଆଁଖାଇ ବାର ବଛର ର ଖୁସି ନେଇ, ଘର ଦ୍ବାର ସବୁ ହେଲା ନ ସଫା ଖାଏମା ବଳି ନୂଆଁଖାଇ ।। ନୂଆଁ ଧାନର ନୂଆଁ ଚିରା ଜୁହାର କରି ବୁଲମା ପରା କେ ପରା, ପହେଲା ଭୋଗ୍ ମା ସମଲେଇ କେ ଚଢ଼ାମା ଶାହା ହେବେ ଆମକୁ ଜୀଵନ ସାରା ।। ଛୁଆଁ ପିଲା ଠାନୁ ବୁଢ଼ା ବୁଢ଼ୀ ଯୁବା ଧଙ୍ଗରା କେ ଯୁବା ଧାଙ୍ଗରୀ, ନୂଆଁ ନୂଆଁ କପଟା ପିନ୍ଧି ବୁଲବେ…

Read More

ଟିକେ ହସିକି ତ ଦେଖ

କେତେଥର କହିବି ହସିଲେ ତମ ମୁହଁ କୁ ଭଲ ମାନେ ବୋଲି  !! ଲକ୍ଷେ ହୀରାଫୁଲ ସତେକି ଏକା ସଂଗେ ତଳକୁ ଖଡ଼ିପଡ଼େ ବୋଲି  !! କେତେ କହିବି.. ସକାଳ ର ଅରୁଣିମାରେ ଶୀତଳ ପବନ ର ସ୍ପର୍ଶ ରେ ଖୋଲା ଆକାଶ ତଳେ ପକ୍ଷୀର ସଂଗୀତ ରେ ନଦୀର ଛଳ ଛଳ ପାଣି ଆଉ ଶ୍ରାବଣ ବର୍ଷା ରେ ହଜିଗଲେ କେତେ ଭଲ ଲାଗିବ ବୋଲି  !! ସବୁବେଳେ କଣ ଜରୁରୀ  ! ସୁର୍ୟୋଦୟ ବେଳେ…

Read More

*”प्रथम पूज्य आराध्य गजानन”*

    वक्रतुण्ड, हेरम्ब आपका,नित प्रति करते हम आराधन।  ‘श्रीगणेश’प्रभु तुमसे होता,प्रथम पूज्य आराध्य गजानन।। भद्रकारिणी आय चतुर्थी , मोद मिले जब आप पधारे। मोद संग मोदक मिलते हैं , संकटनाशक संकट टारे।। भक्तों की आशा पूरी हो,कोविड भागे करता क्रंदन। श्रीगणेश प्रभु तुमसे होता,प्रथम पूज्य आराध्य गजानन १।    कान बडे़, हम सबकी सुनते,आँखें…

Read More

ହଁ ଆଶ୍ ତ ଅଛେ

ଆଶ୍ ଅଛେ ବଲି ତ  ସଂସାର ଚାଲୁଛେ ଚାରହି କୁତି ବିଶ୍ବାସ କେ ନୁରି ହେଉଛେ ନିଶାସ୍  ମିଲବା ମିଲବା ଦିନେ କେନସି ଠାନେ ସେଭିଲ୍ ଅନ୍ ନିଶାସ୍ ହେଇକରି  ତୁମକୁ ଖୁଜୁଛେ ଦେଖୁଁ ମୁନୁଷ ଆର୍ କାଣା  ରଙ୍ଗ ସଜଉଛେ ଶରାବନ୍ ତ ଝଙ୍କେର୍ ଭୁଲଲାନ ହେ ଯେନ୍ ସପନ୍ ବୁଝିଥିଲେ ସେମାନେ  ଗଜା ମରଡିର୍ ଶିକାର୍ ହେଲାନ ଦୋଷ କାହାକେ ଦେମା ଦୁଃଖିର୍ ଦୁଃଖ୍ ଇହେଦେ ହୁରୁଦ୍ ଖୁଜୁଛେ  କେତେଯେ ସକାଲ ପାହିକରି ରାଏତ୍…

Read More

ତୁମେ

ମିଛ ଦୁନିଆଁ ରେ ଗୋଟିଏ ସତ ତୁମେ ମିତ ମୁଁ ତୁମ ପାଇଁ ପ୍ରେରିତ ପ୍ରାଣ ର କୋଇଲି ଗାଉଛି ଗୀତ.. ତୁମେ ସାଥେ ଥିଲେ  ଚୀର ବସନ୍ତ, ସବୁଋତୁ ଗାଏ ମଳୟେ ଗୀତ.. ଫୁଲ  ମୁଁ ତୁମେ ମୋ ମାନ ମହତ,, ଆସୁ ଝଡ଼ ଝଞ୍ଜା ତୁମେ ସିଦ୍ଧାନ୍ତ ହୃଦୟେ ଅଭୟ ବିଶ୍ୱାସ ନିତ୍ୟ କରି କରାଅ ଏ ଜାଣେ ମନ ତ ତେଣୁ ନିର୍ଭୟ ମୁଁ  ହୃଦୟ ନାଥ ଭଙ୍ଗା ଗଢ଼ା ସବୁ ତୁମ…

Read More

ନୁଆ ଖାଇ ତିହାର୍

                      ଦୁଃଖୁ ମୁଡେ ହାତ୍ ଦେଇ କରି ଆରୁ ଦୁଃଖୀ ଗାଲେ ହାତ ଦେଇ କିରି ବଇଛେ।ତିନ୍ ଦିନ୍ ହେଲାନ ଘରେ ଚୁଲ୍ହି ନାଇଁ ଜଲବାର୍।ଘରେ କାଣା ଅଛେ ଯେ ଚୁଲ୍ହି ଜାଲ୍ ବା। ଛୁଆ ଯୁଡାକ ଖାଇବାର୍ ଲାଗି ମାଗୁଛନ୍।ନାଇଁ ଦେଲେ କିରାଇ କିରି ଘର୍ ଦୁଆର୍ ଫଟାଇ ଦେଉଛନ୍। ତାକର୍ କନ୍ଦା ନାଇଁ ସମ୍ ଲାଇ ମାଖୁନୁର୍ ମାଁ ପଖାଲ୍…

Read More