ଅଷାଡ
ନୂଆ ନୂଆ ପହେଲା କଲେଜର ଜେନ୍ ଖୁସି ସେଟା କେହିନି ପାର୍କ ଆରୁ ବୁଲିଯିବାରର ନୂଆ ଜାଗା ମାଙ୍କେ ଯାଇ କିନା ମଜା କରିଲେ ଭି ନାଇ ମିଲେ । ନୂଆ ନୂଆ ସାଙ୍ଗ ମାନଙ୍କର ସାଙ୍ଗେ ଖୁଲମଖୁଲା ମଜା ନା ଇସକୁଳ ଲେଖେ ମାଷ୍ଟର ଜୁଗି ରହିବେ ନା ମା ବୁଆର କେନଶି ରୋକଟୋକ । କଲେଜରେ ଆଉ ଗୁଟେ କାମରୁ ନିସ୍ତାର ମିଲ୍ଳଶି ଯେ ପୁରା ୫-୧୦ କେଜୀୟା ସ୍କୁଲ ବେଗ ବୁହି ନେବା…