ମୁଁ ନାରୀ

 ମୁଁ ନାରୀ ମାଗିନେବି  ଈଶ୍ୱରଙ୍କ ପାଖେ ମହଣ ମହଣ ଆଶିଷ   ବିଶ୍ଵ ସ୍ଵାର୍ଥ ଲାଗି।    ଯୋଡ଼ ହସ୍ତେ  ନେହୁରା ହୋଇ  ଡାକିବି ଈଶ୍ୱରଙ୍କୁ  ହେ ଈଶ୍ୱର !  ମୋର ସମସ୍ତ ଆୟୁଷ କୁ  ଚେନାଏ ଚେନାଏ କରି     ବାଣ୍ଟିଦିଅ ଆବଶ୍ୟକ ଥିବା ମଣିଷ ମାନଙ୍କ ଭିତରେ,  ନାରୀ ରୂପେ ଜନ୍ମ ମୋ  ଏ ଧରା ବୁକୁରେ ‘ମୁଁ ‘ମୋ ପାଇଁ ନୁହେଁ  ତୁମେ କ’ଣ ଏକଥା ଜାଣିନ!  ନାରୀ…..  ଜାୟା, ଜନନୀ,ଭଗିନୀ ଭୋଗିବାକୁ ଆସି…

Read More

ସତ୍‌ କଥା ଆଜ୍ଞା

ଶରାବନର୍‌ ପାଏନ୍‌ ଉହୁଲି ଯାଏସି ହେଇଥିଲେଁ ଶୁଖା ଭଠା  ଅଛ୍‌ରେ ପାଏନ୍‌ ଭି କାଫି ଆଏ ବୁଆ ଥିବା ଯଦି ବଂଧ୍‌ କଁଟା । କେତେ ଅଁଟାବୁ ଯେ ଅଁଟା ॥ ଶିଖ୍‌ବାକେ ମନ୍‌ ଛିନ୍‌ବାକେ ଖୁରି  ମେଲା ରଖିଥିଲେଁ ସିନେ ହରେକ୍‌ ନିମ୍‌ଷେଁ ଜ୍ଞାନ୍‌ ଥିପୁଥିସି ଈ ବିଶ୍ବର୍‌ କନେଁ କନେଁ । ଶିଖ୍‌ବାକେ ଥିଲେଁ ମନେ॥ ମୁଇଁ ନ ଜାନିଛେଁ ବଲୁଥିସି ଯେଏ ନାଇଁ ଶିଖିପାରେ କିଛି ମହା ବିଜ୍ଞାନୀ ହେଇକରି କିଏ ବଲ୍‌ସି…

Read More

ନିଃସ୍ଵାର୍ଥପର ମଣିଷ

ନିଃସ୍ଵାର୍ଥପର ମଣିଷ ଟେ ସିଏ କରେ ସଂଘର୍ଷ ଝଡକୁ ସାମ୍ନା, କା ସହିତ ତୁଳନା କରି ହେବ ନି ସେଇ ପରା ଖାଣ୍ଟି ସୁନା। ନିଃସ୍ଵାର୍ଥପର ମଣିଷ ଟେ ସିଏ ଖୁସିକୁ କରେ ବିଚରଣ, ଦୁନିଆ ଲୋକେ ଉଲ୍ଲାସେ ଥିଲେ ଝଲସୁ୍ ଥାଏ ତା ମନ। ନିଃସ୍ଵାର୍ଥପର ମଣିଷ ଟେ ସିଏ ବେଦନାକୁ ଚାପି ରଖେ, ନିଜର ଯନ୍ତ୍ରଣାକୁ ସେ ଭୁଲି ଅନ୍ୟର ଯାଇ ଦେଖେ। ନିଃସ୍ଵାର୍ଥପର ମଣିଷ ଟେ ସିଏ ସଭିଙ୍କୁ କରେ ସମ୍ମାନ, ଅନ୍ୟ…

Read More

मंजिल

तेरा मुझे सिर्फ चाहना मुझे गवारा नहीं मेरा नाम है मंजिल मुझे पाने के लिए मेहनत कर तेरा मुझ पर हक होना चाहिए पाने की तेरा मुझे सिर्फ चाहना मुझे गवारा नहीं तू बिना कोशिश किए मुझे पाने की तमन्ना रखता है  तू किस बेबुनियाद की आस लगाए बैठा है तुझे लगा मुझे पाना इतना…

Read More

ନାରୀ’ ଆଉ ‘ପ୍ରେମ

ନାରୀ ଆଉ ପୁରୁଷ….ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ସତ…କିନ୍ତୁ …ଜୀବନରେ.. ସ୍ୱାମୀ ସ୍ତ୍ରୀ ର ଭୂମିକା ରେ ଅଭିନୟ କଲା ବେଳେ.. ନାରୀ ର ମାନ ଅଭିମାନ ଭାରି ପଡ଼ିଯାଏ..,, ନାରୀ ସ୍ନେହମୟୀ..,, ପ୍ରେମ ନିର୍ଝରିଣୀ.. ,,ସହନଶୀଳା..,, ହେଲେ.. ନାରୀ ‘ମାନ ମୟୀ’  ସମ୍ମାନ ପ୍ରିୟା…,, ଦୁନିଆଁ ଆଖିରେ .. ନିଜର ମାନ ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ.. ସେ ପୁରୁଷ ର ହାତ ଧରେ…,, ସେ ଦୁର୍ବଳା ନୁହେଁ ,,କିନ୍ତୁ ‘ଲତା’ ଟିଏ…

Read More

ଅଙ୍ଗୁଳିମାଳ

ମୁଁ ଅଙ୍ଗୁଳିମାଳ… ଶହେସାତ ମୃତ୍ୟୁକୁ ଗଳାରେ ଲମ୍ବାଇ ଅନ୍ଧକାରେ ଖୋଜୁଛି ସ୍ୱର୍ଣାଭ ସକାଳ। ଅନ୍ୟର ଇଚ୍ଛାକୁ ହତ୍ୟାକରି ସ୍ୱଇଚ୍ଛାକୁ କରିଛି ଗଳାହାର ମାତ୍ର ଅଙ୍ଗୁଳିମାଳ ଲାଗେ ଏବେ,  ସତେ ସହସ୍ରଭାର ବିଷୟ କଙ୍କାଳ। ଇଚ୍ଛା ମୋର ରକ୍ତାଭ ପଳାଶ  ପୁଣି ରୌଦ୍ରଠାରୁ ଉଷ୍ମ ରକ୍ତମୁଖା ମୁଁ ନିଜ କାଳ ଖୋଜିବୁଲେ ନୂତନ ଅଗୁଂଳି ହତ୍ୟାକରି ମୁଣ୍ଡ ମାଳମାଳ। କାହାର ଏ କୁହୁକ ପରଶ ବନଭୂମି ଲଭୁଛି ଉଶ୍ୱାସ  ଓଠରେ ଧାରେ ଦିବ୍ୟ ମଲ୍ଲୀହସ ସତେ ଶତ ଦେବଙ୍କ…

Read More