ଭକ୍ତ ବତ୍ସଳ ଭାବ ଗ୍ରାହି
ହେ ଦିନ ବାନ୍ଧବ ଶ୍ରୀହରିବନ୍ଦଇ ଚରଣ ସୁମରି II ମାୟା କଳ୍ପ ତଳେ ଆସରାଜୀବନେ ଲୋଭର ପସରା II ବିକାର ଗ୍ରସ୍ତ ଏ ପରାଣପୂର୍ବ କର୍ମର ସେ ବିଧାନ II ମର୍ତ୍ତ୍ୟ ମଣ୍ଡଳରେ ଆସ୍ଥାନନର ଦେହ ଧରି ଜନମ II ଈଶ୍ୱର ସତ୍ତାର କଣିକାଭୁମଣ୍ଡଳେ ଆଲୋକ ଶିଖା II ପଦ୍ମ ପତ୍ରେ ଜଳ ଯେମିତିନିଃଶ୍ୱାସ ଚାଲିଛି ସେମିତି II ସୃଷ୍ଟି ଚଞ୍ଚଳ ତୁମ୍ଭ ଇଚ୍ଛାରେପ୍ରାଣୀ ପ୍ରାଣ ତୁମ୍ଭ ହସ୍ତରେ II ଅଦୃଶ୍ୟ କର୍ତ୍ତାଙ୍କ ଆଶିଷବିକାର ହୀନ ସେ…
ହେ ଈଶ୍ୱର ହୁସିଆର୍
ହେ ଈଶ୍ୱର ଶେଷ ବେଳ ଆସିଲାଣିହୁସିଆର୍ ହୋଇଥାଅଦେଖି ପାରିବନି ତୁମ ସୃଷ୍ଟିନାଶଏବେ ଅନ୍ଧ ହୋଇଯାଅ ll ୧ ମଣିଷ ମାତିଛି ସଭ୍ୟତା ନିଶାରେଗର୍ବରେ ଫୁଲେଇ ଛାତିଆକାଶ ପାତାଳ ପୁଣି ରସାତଳସବୁଠିଁ ତାର ରାଜୁତି ll ୨ ବିକାଶ ନାମରେ ବିନାଶ ପଥରେଚଳାଏ ସ୍ୟନ୍ଦନ ତାରବିଜ୍ଞାନ ବଳରେ ହୋଇ ବଳିଆନନମାନନ୍ତି ଧର୍ମାଚାର ll ୩ ଖଞ୍ଜିଲାଣି କେତେ ପରମାଣୁ ନାମେବୋମା ମହା ଭୟଙ୍କରନିୟୁକ୍ଲିଅର୍ ମହା ବିନାଶି ଶକ୍ତିକୁକରଗତ କରି ତାର ll ୪ ମହାଶୁନ୍ୟେ ଉପ- ଗ୍ରହ ମାଳମାଳକଳନା…
ମୃତ୍ୟୁ ତୁମେ ଆସ ନାହିଁ
ମୃତ୍ୟୁ ତୁମେ ଆସ ନାହିଁହୀମ ଶୀତଳ ସ୍ପର୍ଶରେମଥାପିଟା କ୍ରନ୍ଦନ ମଧ୍ୟରେବଞ୍ଚିବାର ଦୁର୍ବିସହଆଶା ଆଙ୍କାକ୍ଷାରେ । ମୃତ୍ୟୁ ତୁମେ ଆସ ନାହିଁକଳ୍ପନାରେ ଅବା ବାସ୍ତବରେଆସିଗଲେ ଫେରିଯିବ-ସମାଜର କଟୁକ୍ତି ଭିତରେ । ଗଗନ କୁମାର ଦାଶ ଶୁଭଙ୍କର ନିବାସମାଁ ମାଣିକେଶ୍ଵରୀ ମନ୍ଦିର ସାହିମୋହନା, ଗଜପତି-୭୬୧୦୧୫ବାର୍ତ୍ତାଳାପ = ୮୨୪୯୫୦୩୬୫୮ Post Views: 40
ଅଧାଲେଖା ଇତି
ମେଡିକାଲ କଲେଜର ଲାବୋରେଟରୀ ଟେବୁଲରେପଡିଥିଲା କଙ୍କାଳଟିଏ ।କ୍ୟାନସର ସ୍ପେସାଲିଷ୍ଟ ଅର୍ଣ୍ଣବପଏଣ୍ଟରରେ ସ୍ପର୍ଶକଲେ କଙ୍କାଳକୁ ହଠାତ୍ ଅନୁଭବକଲେ ଏକ ବିଜୁଳି କରେଣ୍ଟ ଖେଳିଗଲା ତାଙ୍କ ସମଗ୍ରଶରୀରରେ । କେହିଜଣେ ଛାତ୍ର କହିଲା–ସାର୍ କଙ୍କାଳକୁ ନେଇ ପାଠ ପଢିଲା ବେଳେ ମାଟିତଳୁ ସଦ୍ୟ ଏକଫସିଲ ଆବିଷ୍କାର କଲା ପରି ଲାଗୁଛି ।ଆଉ ଜଣେଛାତ୍ର କହିଲା– ନା ସାର୍ ଆଜି ଆଉ ପଢିବାନି ,ବରଂଏ କଙ୍କାଳଟି ଏକ ଅନୁଢା ଯୁବତୀର ନା କେଉଁପୁରୁଷର ତାହା ଆଲୋଚନା କରାଯାଉ ।ନିଜ ହୃଦୟରେ ମୁଣ୍ଡଟେକୁଥିବା…
ନାଇଁ କାଟ୍ ଗଛ୍
ହାତ୍ ଯୁଡି ବିନ୍ ତି କରେ ନାଇଁ କାଟ୍ ଗଛ୍ ରେ ଗଛେ ଅଛେ ଦାରୁ ଆରୁ ଜିବନ୍ ଅଛେ ଗଛେ ରେ ।। ଗଛ୍ ଥିଲେ ଅରନ୍ ଅଛେ ଗଛ୍ ବିନେ ମରନ୍ ଗଛୁ ମିଲ୍ ସି ପାଏନ୍ ପବନ୍ ଗଛୁ ମିଲ୍ ସି ପିନ୍ଧନ୍ ରେ…… ।। ହାତ୍ ଯୁଡି ବିନ୍ ତି କରେ ନାଇଁ କାଟ୍ ଗଛ୍ ରେ…… ଫଲ୍, ଫୁଲ୍, ଡାହି, ପତର୍ ଚେର୍, ମୂଲ୍, ଛାଲି, କହଁର୍ କାମେ ଆଏସି…
ରୂପସୀ ପଦୁଅଁ
ସୂରୁଜ ଉଇଁଲେ ରୂପସୀ ପଦୁଅଁହୋଇଥାଉ ପ୍ରଷ୍ପୁଟିତଅନନ୍ତ ତୁମର. ପ୍ରେମ ପୀୟୁଷକୁଦେଖି ହୁଅନ୍ତି ଚକିତ !! ପ୍ରତ୍ୟୁଷରୁ ଝରେ କେତେ ଅନୁରାଗହସ ହସ କାନ୍ତି ଝରେଭକ୍ତି ଭାବ ଲୟ ମୁଦ୍ରିତ ନୟନେଚାହିଁଥାଏ ପ୍ରତିକ୍ଷାରେ !! ପାଇବାର ନୁହେଁ ଭକ୍ତିରେ ସୁନ୍ଦରଢଳ ଢଳ ଦିଶୁଥିଲଗୋଟାଇ ନେବେନି ପଥିକ ତୁମକୁପୁଲକିତ ମନେଥିଲ !! ଏହି ସଂସାରଟା ବିଶାଳ ସାଗରପ୍ରେମବି ଅଧୁରା ନୁହେଁତୃଷ୍ଣା ବିନା ଜୀବ ଚଳେ ନାହିଁ ବୋଲିଏ କଥା ହୃଦୟ କହେ !! ପଦ୍ମିନୀ ପ୍ରେମରେ ଗଗନେ ତପନଚିର ଶାଶ୍ଵତତା…
मोहब्बत की राह पर
चुननी है राह कोई गर तो चुन लो राह मोहब्बत की। चलना है दूर गर, बहुत दूर तलक तो साथ लेके चलो उन्हें, जो पग पग साथ चले; सफ़र को मुकम्मल करें साथ मिल कर तुम्हारे। नफ़रत को चुना है जो कोई कभी उसे हासिल भी हुआ क्या है? कभी खुशी उससे दूर भागी तो…
କଳିଯୁଗ
ମୋବାଇଲ କଲା ବାଇ ରେ ଭାଇନାଶୁଣ ହେଲା କଳିଯୁଗବାପ ପୁଅ କଥା ହେଉନାହିଁ ଆଉପଚାରିଲେ ଭାରି ରାଗ ।।ଭାଇ ଭଉଣୀ ର ନାହିଁ ଆଉ ସ୍ନେହକଥାରେ କଥାରେ କଳି ,ଆଉ ଆଗ ଭଳି ନାହିଁ ସେ ସରାଗ,ଯୁଗ ଆଜି ପରା କଳି ।।ବାପା ମାଆ କୁ ପୁଅ ଚିନ୍ନହେ ନାହିଁଭରିଯା କୁ ପାଏ ଭଲ,ମାଆ ବାପା ଆଜି ଲାଗୁ ଅଛି ବୋଝ,ଏକି ଦଶ। ପ୍ରଭୁ ଦେଲ ।।ବନ୍ଧୁ ପରିଜନ ସୁଖରେ ନିଜରଦୁଃଖ ବେଳେ ଦେଖା ନାହିଁ,ମଣିଷ ପଣିଆ…
ଏମିତି ହୁଅନ୍ତାନି
ଏମିତି ହୁଅନ୍ତାନିରାତାରାତି ସବୁ ଭାଙ୍ଗି ଯାଆନ୍ତାଗଢ଼ିଉଠିଥିବା ଯେତେସବୁ ଅନାଥ ଏବଂ ବୃଦ୍ଧାଶ୍ରମ। ସବୁ ପୁଅବୋହୂଙ୍କହୃଦୟରେ ଲହଡ଼ି ଭାଙ୍ଗନ୍ତା ଦୟାର ଗଙ୍ଗାମାନ ଅଭିମାନରାଗ ଅହଂକାରସବୁକିଛି ଧୋଇ ହୋଇ ବହିଯାନ୍ତା ବୟାଅଶୀର ବଢ଼ୀପରି ସମୟ ସୁଅରେ ଏମିତି ହୁଅନ୍ତାନିଘୃଣାସବୁକରୁଣାର ଫୁଲ ହୋଇ ଫୁଟନ୍ତେମରି ଯାଇଥିବା ସେଇ ମନ ଅଗଣାରେମହମହ ବାସି ଉଠନ୍ତା ଘରଯେମିତି ବାସି ଉଠୁଚି ଶ୍ରୀମନ୍ଦିର। ରିତିନୀତି ସଂସ୍କୃତି କୁ ନେଇହସଖୁସିରେ ଫାଟି ପଡ଼ନ୍ତା ସମୟଇର୍ଷାରେ ବି କୁହନ୍ତେ ଜଗନ୍ନାଥମୋରଛତିଆ ଯିବାର ନାହିଁ,କି ଲୋଡ଼ା ନାହିଁ ମନ୍ଦିରରଖିବାର ଅଛି…