ଗଛ୍‌ ଜଗା

ସୀତର୍ ମାସେଁ ପାଏନ୍ ବର୍‌ସିଲେଁଲାଗୁଛେ ବଡା ଅଡୁଆ,ପର୍‌କୁତିକେ ସବୁ ଦୋସ୍ ଦେଉଛୁନିଜେଁ ଚଲେଇ ଟଙ୍ଗିଆ। ନିଲ୍‌ଜିଆ ମୁନୁସ୍ କେତେ କମାବୁପାଇଛୁ ଯେ ଫୁକ୍‌ଟିଆ,ଦେଇଥିଲେଁ ପାଇ ବୁନିଥିଲେଁ ଦାଇନାଇଁ’ହ ମାର୍‌କଣିଆ । ଯତ୍‌ଖତ୍ କରି ନାଇଁ ସରା ସବୁଟିକେ ରଁଚେ କର୍ ଆହା,ଏଭୁନୁ ରହୁ ତର୍‌କି ସମ୍‌ହିଲିଭଲ୍ ଦିଗେଁ ବଢ଼ା ପାହା। ଗଛ୍ ଆଏଁ ଆମର୍ ଅସଲ୍ ମାହାପୁରୁତାହାକେ କରୁଥା ପୂଜା,ଗଛର୍ ବିନେଁ ସବୁ ଛୁଛା ସୁଇନ୍ମନେଁ କର୍ ଘାଏଁ ହେଜା। ଜତନ୍ ପାତନ୍ କରି ଗଛ୍ ଜଗାଦେଖ୍‌ବୁ…

Read More

ଈଶ୍ୱର

ଈଶ୍ୱରଙ୍କୁ ମୁଁ କେବେ ବି ଖୋଜିନିକାହିଁକି ବା ଖୋଜିବି ?ସିଏ ତ ମୋ’ ଭିତରେ ଜନ୍ମରୁ ଅଛନ୍ତିଶେଷ ନିଃଶ୍ବାସ ପର୍ଯ୍ୟନ୍ତ ରହିବେ…! ମୁଁ ଦେଖିପାରେ ତାଙ୍କୁ :ଏଠି ସେଠି ସବୁଠି,ଛୁଆର ହସରେ,ଅଳିଆ ଗଦାରୁ ଜରି ଗୋଟାଉ ଥିବାଗନ୍ଧିଆ ହାତ ପାପୁଲିରେ…! ଈଶ୍ୱର ଅଛନ୍ତି ମୁଁ ଜାଣିଛିଅତ୍ର ତତ୍ର ସର୍ବତ୍ର,ଦେଖି ପାରୁନାହାଁନ୍ତି ଯେଉଁମାନେଥାଇପାରେ କିଛି ଚକ୍ଷୁ ଦୋଷସେମାନଙ୍କ ଦୃଶ୍ୟ ରେଟିନାରେ…! କାନ୍ଦୁଥିବାର ଦେଖିଛି ଈଶ୍ୱରଙ୍କୁଜରାଶ୍ରମରେ,ଧାଡ଼ିରେ ପଡିଥିବା ଖଟିଆ ଉପରେ,ଦିନରାତିର ହିସାବ ନଥାଏ ଯେଉଁଠିଈଶ୍ୱର ପରା ସେଇଠି ଥାଆନ୍ତି !…

Read More

ଇନ୍ଦୁ

ଅତି ଗେଲେହି ସରଲ୍‌ ସୁତର୍‌ନାଁ ଟା ତାର୍‌ ଇନ୍ଦୁ,ଅସୁଂଦର୍‌ ବଏଲେ କିଛି ନାଇଁଗାଲେ ଗୁଟେ କଲା ବିନ୍ଦୁ । ୧ ଅଝଟ୍‌ ନାଇଁ କରେ ଦରବ୍‌ ଲାଗିଜାଣା ଦେଲେ ନାଇଁ ମନା,ଅନାଥ୍‌ ଲେଖେ ଆଏ ତାର୍‌ ଜୀବନ୍‌ଠିକ୍‌ ଭାବେ ଅଛେ ଜନା। ୨ ଅର୍‌ଦଲି ଗୁହାରୀ ମାହାପୁରୁଠାନେମୁଡ଼ ପିଟି ଘାଏ କାନ୍ଦେ,ଅନ୍ଧାର୍‌ ଜୀବନେ ଉକିଆ କାହିଁଭାବଲେ ଜହଟେ ବାଧେ। ୩ ଅନ୍ତରୁ କିହେ ନାଇଁ ଚାହାନ୍‌ ମତେଉପରେ ଦେଖାସନ୍‌ ଭାବ୍‌,ଅଲଗ୍‌ ତୁନ୍‌ ସାଗ୍‌ ମତେ ମିଲ୍‌ସିଆଁଖି ଦେଖିଛେ…

Read More

ସମୟର ଗତି

ସଭ୍ୟତା ସହିତ ସଂସ୍କୃତିକୁ ମଣିଷ ଯେବେ ନ ମାନଇପରିବେଶ ସହିତ ପ୍ରକୃତି ମଧ୍ୟ ବିପରୀତ ମୁଖି ହୁଅଇ ସମୟର ଗତି ଆଗକୁ ବଢିବାନିତି ତାହା ଆଗକୁ ବଢଇ ସମୟ ସହିତ ଓତଃପ୍ରୋତ ଭାବେଆଧୁନିକତା ହୋଇଛି ଯୋଡେଇ ଖାଦ୍ୟ ପାନୀୟ ସହିତ ବଦଳି ଗଲାଣି ମଣିଷର ରହଣି ସହଣିଆଧୁନିକତାର ଛାପ ଏମିତି ପଡିଛି ପରମ୍ପରାକୁ ଭୁଲି ସେ ଆପଣେଇଛିନୂତନ ଚାଲି ଚଳଣି ସବୁ ଠିକ୍ ହେଲେ ସୀମାରେଖା ଭିତରେଆଧୁନିକତା କେବେଠୁ ହେଲାଣି ସାମାଜିକ ଲଜ୍ଜ୍ୟା ଆଉ ମାନସମ୍ମାନର ଉର୍ଦ୍ଧରେ…

Read More

ଅଧାଲେଖା କବିତା

ଶବ୍ଦସବୁ ହଜିଯାଏ ଧୂମାୟିତ ହୋଇଆସୁ ଆସୁ ମାନସ ପଟରେରଙ୍ଗ ସବୁ ଉଡ଼ି ଯାଏ ଶୂନ୍ଯରେସାଦା କାଗଜଟା ଭରା ଶୂନ୍ଯତାରେ।।ମୋମନର ବିକ୍ଷିପ୍ତ ଇଲାକାରେଆଧିପତ୍ୟ ଅନଧିକାରରେହେ କୃଷ୍ଣ, କଳାମୋର ହରିନେଲଗାଣ୍ଡିବ ଉଠୁନିଆଜି ଏ ହାତରେ।।ଅଧାଲେଖା କବିତା ମୋ ଆଜିଶୂନ୍ୟ ଏକସଫେଦ କାଗଜପୂର୍ଣ୍ଣତାର ପ୍ରତୀକ୍ଷିତ ମୂହୁର୍ତ୍ତରେହୃତଶବ୍ଦ ସମ୍ଭାର ରଖୋଜ।। ମୋହିନୀ ହୋତାଶିକ୍ଷୟିତ୍ରୀ, ବସନ୍ତପୁର,ସମ୍ବଲପୁର Post Views: 32

Read More

ଗାଁ କେ ଫିରିଛେ ଜହ୍ନ

ଫଲସା ପତରର ଦନା ଥି ଛତି ଦନେ ପିଡାନେ ରଖି ଜହ୍ନ ବଏଲା ମାଁ, ଜଙ୍ଗଲ ତ ସଫା ହେଇଗଲାନ ଆଉ ଛତି ଜହ ନି ମିଲବାର ଜଙ୍ଗଲ ସାରା ବୁଲି ବୁଲି ଏତିକି ବେଟି ଆନିଛେ ଖାଲି ତୋର ଲାଗି।ଦନାର ଛତି କେ ଦେଖି ଵଏଲି ଇ ଦନାକ କେତେ ନେବୁ ?ସେ ବଏଲା କୁଡେ ଟଙ୍କା।କୁଡେ ଟଙ୍କା !ତୁଇ କେତନି ଠକଲୁନ ର ଆଗ ତ ଏତିକି କେ ଦଶ ଟଙ୍କା ଥି ଦେଉଥିଲୁ…

Read More

ହଜିଗଲା… ଆଉ ଫେରିବନି

ମିଛ କହିବା ପାଇଁ ଡରୁଥିବା ମନଟାସତ କହିବାକୁ ଡରିଲାଣି…ବୋଧେ ପିଲାଦିନଟା ହଠାତ୍ ହଜିଗଲାଣି…! ବାପାଙ୍କ ସାର୍ଟ ମାଆର ଶାଢ଼ୀ ପିନ୍ଧି ଦର୍ପଣ ଆଗରେ ନିଜକୁ ଦେଖିବା ଆଖିନିଶ ଲିପଷ୍ଟିକ୍ ସଜାଡିବାକୁ ଦର୍ପଣ ଦେଖିଲାଣି…ଏହେଃ…ପିଲାଦିନ ହଜିଗଲାଣି…! ବର୍ଷାରେ ଭିଜି ଦୁଇହାତ ଟେକି ନାଚିବା ମନସର୍ଦ୍ଦି ଭୟରେ ମୁଣ୍ଡକୁ ଦୁଇହାତରେ ଘୋଡେ଼ଇ ଦେଲାଣିଆଃ…ପିଲାଦିନ ସତରେ ହଜିଗଲାଣି…!! ଦିନରାତି ଗପିଲେ ସରୁ ନଥିବା କଥାବାହାନା ଖୋଜି ଖଣ୍ଡିକାଶ ଦେଇ ଗଳା ଖଙ୍କାରିଲାଣି…ସତରେ…ପିଲାଦିନ ହଜି ଗଲାଣି…? ଧୂଳିରେ ଗଡ଼ାଗଡି ହେଇ ଖେଳୁଥିବା ଦେହଟା…

Read More

ଦୁଇଟି ସମାଜ

ଦେଖିଛକି କିଏ ରାସ୍ତା କଡ଼ର ସେ ଭୋକିଲା ପିଲାର ମୁହଁ,ତା ମନ ବେଦନା ଭୋକର ଜ୍ୱଳନାଲିଭାଇଛ କିଏ କୁହ |(୧)ଛଳ ଛଳ ଆଖି ଚାହିଁ ରହିଥାଏକାହା ହାତ ଟେକା ଦାନ,କ୍ଷୀଣ ଶରୀରଟା ଏପାଖ ସେପାଖକିବା ରାତି କିବା ଦିନ l(୨)ଖରାରେ ଉତପ୍ତ ତାହାର ଶରୀରବରଷାରେ ଯାଏ ଭିଜି,ଅସହ୍ୟ ଶୀତଟା କାମୁଡ଼ି ଗୋଡ଼ାଏତାକୁ ପରା ଖୋଜି ଖୋଜି ।(୩)ଜାଣି ନାହିଁ ସେଇ ବ୍ୟଞ୍ଜନର ନାମଖାଲି ଗଣ୍ଡେ ତାକୁ ଲୋଡ଼ା,ଆବର୍ଜନା ଘେରା କର୍ମ ଯେ ତାହାରଭାଗ୍ୟ ତାର ଦରପୋଡ଼ା ।(୪)ନିରିଖି…

Read More

ଯୌବନର ଚଞ୍ଚଳ ମନ

ଆଜି ଅଛି ମନ ଚଳଚଞ୍ଚଳଏ ମନ ଚାହୁଁଛି ତତେ ପାଇବାକୁ ଭଲ।ଆଖି ଝଳୁ ନାହିଁ ମନ ବାଳୁ ନାହିଁଚେହେରାକୁ ତୋର ଯେତେ ଦେଖୁଥାଇ।ଯୌବନରେ ଏହି ମନଟିଏ ମୋରତୋ ମନ ମୋ ମନ ମିଶାଇବାକୁ ଇଚ୍ଛା ହୁଏ ମୋର ।ତତେ ଚାହିଁଦେଲେ ମୁହଁ ଫେରି ଦେଉତତେ ନ ଚାହିଁଲେ ମତେ ଚାହୁଁଥାଉ।ହେ ଯଉବନ ଚଞ୍ଚଳ ମନକାହିଁକି ହେଉଛି ଆଜି ଏତେ ଆନମାନ।କ୍ଷଣିକେ ନ ଦେଖିଲେ ତତେ ଯେମନ ଖୋଜୁଥାଏ କେତେ ଯେ।ଯେ କ୍ଷଣ ତତେ ଦେଖିଦେଲେ ମୁହିଁଭାବ ବିହ୍ବଳ…

Read More

ଚରିତ୍ର ନଥିଲେ ସବୁ ଅସାର

ଅସରନ୍ତି ଧନ ଇନ୍ଦ୍ର ପଦ ମାନଅଛି ବୋଲି କେହି ଭାବେ,ଚରିତ୍ର ନଥିଲେ ଲୋକଯେ ବୋଲନ୍ତିମଣିଷ ନୁହେଁ ସେ କେବେ । କାର୍ଯ୍ୟରେ କୁଶଳ ଅପ୍ରମିତ ବଳବିଚକ୍ଷଣ ବୁଦ୍ଧିମାନ,ନୟନ ରଞ୍ଜିତ ରୂପ ରେ ଭୂଷିତବିଶ୍ବାସୀ ନ ହୁଏ ଜନ । ଥିଲା ଏକ ଯୁବ ରୂପେ କାମ ଦେବନାମ ତା’ର ବଂଶୀଧର ,କୃଷ୍ଣକଳା ଲଭି ଭାବୁଥିଲା ହେବିମରତେ ଦ୍ବିଗୋପୀଚୋର । ଚାରୁ ଚନ୍ଦ୍ରାନନୀ ନବ ଯଉବନୀଦେଖିଲେ ପଛରେ ଧାଇଁ,ମଧୁର ବଚନ କହି ମୋହେ ମନମିଛେ ବାହା ହେବି କହି…

Read More