ବିସ୍ଥାପନ୍

  ଗଅଁତିଆର୍ ବାକସ୍ ଥି ସମକର୍ ନିଘା ଭାଜୁର୍ କୁଟୁର୍ କେତେ କଥା ଚାଲିଛେ ହେତାର୍ ଭିତରେ କାଣା ଅଛେ ବଲି  ଗଅଁତିଆ ଆଏଁଖ ମୁଜବାର୍ ଆଘୋନୁ  ସଭେ ଭାବୁଛନ୍ ଗୁମର୍ ଯାଉ ଖୁଲି । ଖଟ୍‌ ତଲେ ଯତନ୍ କରି  ରହିଛେ ହେ ବାକସ୍ ବିସ୍ଥାପନ ବେଲୁ କେଭେ କିଏ ନାଇଁ ଦେଖି ତାର ପାଖକେ ନାଇଁ ଯାଇ କେନ୍‌ କାଲୁ ପୋ ଝି ବହ ଭିଲ୍ ନିଘା ରଖିଛନ୍ ହେ ବନ୍ଦ ବାକସ୍ ଦିନେ…

Read More

ଦୁଃଖର୍ ରାଏଜ୍

ଦୁଃଖର୍ ରାଇଜେ ମୋର୍ ସୁଖର୍ ନଗରୀ ସୁଖ୍ ଛଡା ସବୁ ଜାଉଛେ ଉଛୁରୀ  ହଁସି ଟା ମୋର୍ ଆଶା – କରୁଛେ ନିରାଶା  ଅନ୍ଧାକାରର୍ ତ ମୁଇଁ ନାଗରୀ । ଫୁଲ୍ ଲେଖେନ୍ କାହିଁ ପାର୍’ବୁ କହଁରି  ଯେତେ ପ୍ରେମ୍ ହେଲେ ବି ସୁଖା ଚାଉଁରୀ  ବେଦି ଟା ଖାଲି – ନାଇଁ ହଉଛେ ତ ଭୁଲି ଏକ୍’ଲା ବାଜି କାଣା କର୍’ବା ମୁହୁରି । ବେଦନାର୍ ଲହରୀ ମାରୁଛେ ଭଅଁରୀ କରମର୍ ଢେଉରେ ନାଇଁ ପାରୁଛେଁ…

Read More

ଭାଏ ଜିଇଁତିଆ

ଦଶରା ମାସର ଉଜଲ ପଖର  ଆଇଛେ ଅଷ୍ଟମୀ ତିଥି  ଆନିଛେଁ ସିନ୍ଦୁର ଲିଆର ଜୁଗାର ମନ୍ଦାର ଫୁଲ୍  କେ ଗୁଥିଁ ଖୁଜି ନୁରି କରିଁ ଦନା ଟାକେଁ  ଟିପି  ରଖିଛେଁ ମାଁ ଦୁବ୍ ଲଟା ମୋର୍ ଭାଏ ଲାଗିଁ କରୁଛେଁ ବରତ ଉପାଷ ଗୋ ଦିନ୍ ଗୁଟା ଗୁଟେ ମାଁର୍  ଛୁଆ ଆମେଁ ଦୁହିଁ ଜନ  ରକତ ଆମର ଗୁଟେ  ଜନକର୍ ଗୁଡେଁ କଁଟାଟେ ଗଡ୍ ଲେ ଦୁସ୍ ରା ଜନ୍ କେ କାଟେ ଶୈଲ୍ ତା…

Read More

ମହାମାୟା

ଚାରିଆଡେ କେତେ ଆନନ୍ଦ ଉତ୍ସବ ବାଜି ଉଠୁଛେ ବଜାଗଜା , ଶରତ ମାସର ଦଶହରା ଦିନେ  ମାଁ ମହାମାୟା ଉଡ଼ିବା ଧ୍ଵଜା।। ଚାଏର ଦିନୁ ଚାଳିଛେ ସଜାବଜା ମା’ର ପରବ ଆସବା ବଲି, ଢୋଲ ନିଶାନ ତାସା ବାଜି ଉଠିବା  ମାଁ ଆସିବା ଝୁଲି ଝୁଲି ।।  ଲାଲ ଲାଲ ଶାଢ଼ୀ ନେ କପାଳେ ସିନ୍ଦୂର  ଗଲା ନେ ତୋର ମନ୍ଦାର ମାଲ, ପାଦେ ମାଁ ତୋର ଅଏଲତା ଗାର୍  ଧଏନ୍ ଧଏନ୍ ତୋର ଲୀଳା ଖେଲା…

Read More

ମନ୍ଦାରମାଲି

କେତେ ସରାଗେ ମାଁ ଗୋ ଦଉଡ଼ି ଆସିଛେଁ, ସଜେଇ କରି ପୂଜାଥାଲି…. ଲାଲ୍ ରଙ୍ଗର୍ ଫୁଲେ ଫେର୍ ଗୁଁଥି ମୁଇଁ ଆନିଛେଁ, ଭାବର୍ ମନ୍ଦାରମାଲି l ଧୂପ୍’କାଠି ସାଁଗେ ନଡ଼ିଆ ସିନ୍ଦୂର୍ ଆନିଛେଁ ମାଁ ଗୋ ଧରି, ଲାଲ୍ ସିନ୍ଦୂର-ମନ୍ଦାର ମଖେଇଦେଲେ ମାଁ ହେଇଯିବୁ ତୁଇ ବାରି l କଁହଁରି ଯିବୁ ତୁଇ ମହକି ଯିବୁ ଗୋ ଧୂପଦୀପ ଦେମି ଜାଲି, ଆର୍ ଘଣ୍ଟ ଶଙ୍ଖ ବଜାର୍ ତାଲେ ଗୋ ତତେ ପିନ୍ଧାମି ମନ୍ଦାରମାଲି  ।। ଦିପ୍ତି…

Read More

ପାଶାନ୍ କଲ ମତେ

ଥିଲି ପଖନ୍ ଚିକନ୍ ଚାକନ୍,  ଖଦ୍ ଡା କଲ ମତେ,  କିଏ ବାଟ୍ ଲ ପିଠି ବେସର୍ କିଏ ଯଁତ୍ଲ ପେଟେ।।  କିଏ ବନାଲ ଚନ୍ଦନ୍ ପେରି ମୋର୍ ଦିହେଁ ଚନ୍ଦନ ଘୁରି,  ନାଁ ଟେ ଦେଲ ରୁବେନ୍ ବଲି,  ପିସି ମୁଗ୍ ବିରି।।  ରେତି ଦଉଛ ଜିରା ସୁର୍ ଷୋ ସିଲ୍ ସିଲ୍ପା କରି,  ଯଁତା ବଲି ଦଲି ଦଉଛ ମୁଗ୍ ,କାନ୍ଦୁଲ୍ ,ବିରି।।  ପିସି ଦଉଛ ରୁବେନ୍ କରି ଅଦା ଲେସୁନ୍ କେତେ,  କାଏଁ…

Read More

ଦଗା

ନିଝିରି ପଡୁଛେ ଦିହଁର୍ ଝାଲ ଦିନ୍ ଦୁଇ ପହର୍ ସାରା ଇ ବତରେ ବଢଲେ ଖରା ପୁର୍ ଥୀ ତର୍ ଲିବା ପୁରା  ବେଲ୍ ଥାଉଥାଉ ଇତାର୍ ଉପରେ ବନେ କରି ଟିକେ ଭାବ୍ ବନ୍ୟା ବାତ୍ୟା ଖରାର୍ ଦାଉନୁ କେନ୍ତା ପାଏମା ଥାବ୍ ହେତେଇ ଚେତେଇ କହୁଛି ପ୍ରକୃତି ମାନ୍ ପ୍ରକୃତିର ଦଗା ଖରା ଯାଇ ବର୍ଷା ଆଏଲେ ବାବୁ ଗଛ୍ ଗୁଟେ ଗୁଟେ ଜଗା ।। ରାଧାକାନ୍ତ ସୁନା ଲରମ୍ଭା ମାର୍କେଟ୍ ପଡା ବରଗଡ, …

Read More

ଖଜା

ବଢେ ଆଧିକର୍,    ଦରବ୍ ଗୁଟ୍’କ,         ନାଆଁ ଟାକ ତାର୍ ଖଜା, ରଜା ନୁ ପର୍’ଜା ,    ସବ୍’କର୍ ମନେ,         ତାହାର୍ ଦର୍’ଜା ଉଁଚା । ଶାଶ୍ ଘର୍ ଖଟି,  ଗଲେ ସୁନା ନାକି        ସଁଗେ ତ ଯାଏସି ଧରି , ଅଏର୍’ସା ,ମୁଗିଆ,  ଦାଁତ୍’ରି ଖଜା ,        ଚଂଘ୍’ରା ଭୁଗ୍’ଲି ଭରି  ।    …

Read More

ପୁଓ ଜିଉଁତିଆ

ସଖାଲୁ ସଂଜ୍‌ ତକ୍‌  ନିହତ୍‌ ନିଚୁକ୍‌ ଭାବେ ରହୁଥିଲା ନିର୍‌ଜଲା ଉପାସ୍‌  ମାଗୁଥିଲା ପୁଓ ଝି ଲାଗି ଅଖେ ଅମର୍‌ ଆଏଁସ ମା’ ତ କରୁଥିଲା କେତେ ଉଷା ବର୍‌ତ।  ଦଦା ଭାଏ ଲାଗି  ତାର୍‌ କେତେ ଚିଂତା ଭାଏ ଜିଉଁତିଆ ଉପାସ୍‌ କରି ଶୁଭେସାଏତେ ରଖିଥିବୁ ହମେଶା ବଲି ମାର୍‌ ଠାନେ କରୁଥିଲା ଅର୍‌ଦଲି ଦୁର୍‌ଗା ମା ଠାନେ ମଂତ୍‌ରିଲା ଜିଇଁତା  ପିନ୍ଧେଇ ଦେଉଥିଲା  ଦଦା ଭାଏକେ ଫି ବଛର୍‌।  ପହପହନୁ ବେଲ୍‌ବୁଡ଼ା ପତେ ରହୁଥିଲା…

Read More

ସତ୍‌ କଥା ଆଜ୍ଞା

ଶରାବନର୍‌ ପାଏନ୍‌ ଉହୁଲି ଯାଏସି ହେଇଥିଲେଁ ଶୁଖା ଭଠା  ଅଛ୍‌ରେ ପାଏନ୍‌ ଭି କାଫି ଆଏ ବୁଆ ଥିବା ଯଦି ବଂଧ୍‌ କଁଟା । କେତେ ଅଁଟାବୁ ଯେ ଅଁଟା ॥ ଶିଖ୍‌ବାକେ ମନ୍‌ ଛିନ୍‌ବାକେ ଖୁରି  ମେଲା ରଖିଥିଲେଁ ସିନେ ହରେକ୍‌ ନିମ୍‌ଷେଁ ଜ୍ଞାନ୍‌ ଥିପୁଥିସି ଈ ବିଶ୍ବର୍‌ କନେଁ କନେଁ । ଶିଖ୍‌ବାକେ ଥିଲେଁ ମନେ॥ ମୁଇଁ ନ ଜାନିଛେଁ ବଲୁଥିସି ଯେଏ ନାଇଁ ଶିଖିପାରେ କିଛି ମହା ବିଜ୍ଞାନୀ ହେଇକରି କିଏ ବଲ୍‌ସି…

Read More