
ପୋ’ ଜିଉଁତିଆ
ଦଶ୍ ମାସ୍ ଆଉ ଦଶ୍ ଦିନ୍ ଯିଏପେଟେ ଧରିଥିଲା ଦୁଖେ,ସେ ଫେର୍ ଆଏଜ୍ ଉପାସ୍ କରିଛେପୁଓ ରହୁ ବଲି ସୁଖେ । ପେଟ୍କେ ବୁଝାଇ ଟୁଁଣ୍ ଭୁର୍ତେଇନିଲ୍ଜେଇ କରି ତନ୍ପାଏନ୍ ବୁନ୍ଦେ ଘଲେ ଆସ୍ରା ନାଇଁତ’ବି ହକ୍ହକ୍ ମନ୍ । ସୁମରନା କରି ଦୁତି ବାହାନ୍କେଭଲେ ରଖିଥିବ ପର୍ଭୁତୁମର୍ ଦୟାନେ ପୁଓଟେ ପାଇଛେଁଜନମ୍ ଦେଇଛେଁ ଗର୍ଭୁ। ଅଲୁଆ ହେନ୍ତା ପୁଓଟା ମୋର୍ ହୋସବୁବେଲେ ଥାଉ ସଫାଖଁଡିଆ ନିହେଉ ଶହେ ଆଠ୍ ତକ୍ମଫା ହେଉ ସବୁ ଦଫା ।…