ତୁମେ ବୁଦ୍ଧ ବଲି କାଏନ
ତୁମେ ବୁଦ୍ଧ ହେବାର୍ଆଘୋନୁ କାମନା , ବାସନାଦୁଃଖ ର କାରଣ ବଲି ନାଇଁ ଜାନିଥାଇ !କି ଜାନ୍ବାର ଚାହିଁ ନାଇଁବାକି ନାରୀ ନର୍କ ଆଏଇଟା ବୁଦ୍ଧ ମାନେ ହିଁ ବୋଧେ ବୁଝ୍ସନ ପାପ ପୁଣ୍ୟର ହିସାବମୁଇଁ ତ କେଭେ ନାଇଁ କରିପୂର୍ଣ୍ଣ ସମର୍ପଣ ହିଁ ତଇଶ୍ଵର ପ୍ରାପ୍ତିମୁଇଁ ହେଟା ହିଁ ତ କରିଥିଲି।ତୁମେ ବି ତ ହେଟା ନ କରିଛପୂର୍ଣ୍ଣ ସମର୍ପଣ ସବୁ କେ ଛାଡ଼ି ନିଜ୍କେସଁଅପି ପାରଲ ବଲି ତୁମେ ବୁଦ୍ଧଆଉ ତୁମେ ଛାଡି ଯାଇଥିବାରସୁରତା…