
ମହୁ ନୁ ମିଠା ଆମର ଭାଷା ସଂସ୍କୃତି
ଆମର ଭାଷା ସଂସ୍କୃତିଆଏ ଆମର ଗରବମଧୁର ଭାଷା କଥା ଆମରମହୁ ନୁ ମିଠା ଆମର ପରବ l ସୁନର ଆମର ସପଟା ପରିଶାଢ଼ୀ ରେ ପକା ଦେଉଳିପିନ୍ଧିକରି ଟାଣ ବାହା ସୁତାଆରୁ ପତରି ମାଲି l ସାରା ପୁରୁଥିର ମନ ଘିନି ନେସିଆମର ରଙ୍ଗବତୀରସରକେଳି ମାଇଲାଜଡ଼ଡାଲଖାଇ ରସବତୀ l ମଧୁର ଆମର ପଖାଳ ଭାତକରଡ଼ି ହେଣୁଆ ସର ସରମନ କେ ରଚେ ଧନୁଯାତ୍ରାଶୀତଲସଷ୍ଟି ଆମର l ମଧୁର ଆମର ଅଏର୍ଷା ଶୁଆଁଳିଗଠିଆ ମିଠା ଖଜାକାନ କେ ଶୁଭେ…