
ଜିଁତି ମାଁ କେ ଲାତ୍, ମଲେ ଭୁଜି ଭାତ
ଅକ୍ଲିଆ ଗାଁର ଅକେଲ ପରାଥିଥିଲା ଗୁଟେ ମାଁ ବୁଢି,ଦୁଇ ପୁଓ ସାଙ୍ଗେ ଦୁଇ ଵହ ତା’ରଥିଲା ସେତ ଘର୍ କରି ।। ଫଠା କପାଲ୍ ନେଇ ଜନମି ଥିଲାବାଲୁତ ଥିଲା ସେ’ ରାଆଁଣୀ,ବଡ଼ା ଦୁଃଖେ ପାଲି ଥିଲା ଛୁଆ ସେତଫେର୍ ବାପର୍ ସୁଖ ବାଢ଼ି ।। ପନ୍’ତେ ପିନ୍ଧି ପନ୍’ତେ ସୁଖେ ଆହାଛୁଆ ଖୁଏ, ପେଟ୍ ମାରି,ମଜରି ବୁତା ସଙ୍ଗେ ବଢୁଁନ ଗଥାଧରି ଗଲେ ଆନେ ମାରି ।। ତାର ସସେଁ ସର୍’ଧା ସେବା ଜତନେକରି ନାଇଁ…