
ମୋର ଗାଁ
ମୋର୍ ଗାଁ ମୋତେ ନୁଆଁ ଦିସୁଛେଯୁନ୍ହା ଦିନ ସବୁ ବଦଲି ଯାଇଛେ।ବଲଦ ନାଇଁ କି ଗୁହାଲ ନାଇଁଲଙ୍ଗଲ୍ ନାଇଁ କି ହଲିଆ ନାଇଁ।(1) ସବୁ କବାର୍ ବୁତା ମିସିନ୍ କରୁଛେମୋର ଗାଁ ମୋତେ ନୁଆଁ ଦିସୁଛେ।ଖଲାଟେ ଗାଁନ ନାଇଁ ନ ଏଭେପୁରା, ପୁଆଲ ବେଟିଆ ଖପି ଗଲାନ।(2) କୁଆ, ଚଟିଆ, ପାରା ନାଇଁ ଦିଖବାରବିଲ୍ଡିଗଂ ଘର ଆଉ ଟାୱାରର୍ ଅଵତାର୍ପଖାଳ ଖାଏଲେ ଦିହେଁ ନାଇଁ ଯିବାରମେଗି,ପିଜା, ବର୍ଗର୍ ସବୁଆଡେ ପର୍ଚାର୍।(3) ପାଠପଢି ଛୁଏ ସହର୍ ଗଲେନପଢିସାରି କରି…