
ପଛେ ନାଇଁ ହେବ ଧନ୍ଦି
ଗର୍ଭୁ ଛୁଆକେ ଦେଇ ଥ ସଂସ୍କାର୍ ,ମାବୁଆ କରି ବନେ କରମ୍ଖତର୍ ଶାଗ୍ ଆର୍ ସାର୍ ଦିଆ ଶାଗ୍ଯେ ପାଲେ ତାର୍ ଧରମ୍। ଜନମ୍ ହେଲେ ଫେର୍ ଗଢ୍ବ ତାହାକେଦେଇକରି ନୁକୋ ଛାଞ୍ଚ୍ବରକସ୍ ଉଧା ଥି ଲହ ନାଇଁ ଢଲେହେଇ ହେନ୍ତା ଗୁଟେ ରାଞ୍ଜ୍। ଚାଲ୍ ଚଲନ୍ ତାର୍ ନିଘା ରଖିଥିବନିଜେ ହେଇ ଉଦାହରନ୍ଅସତ୍ ଅଧରମ୍ ରଙ୍ଗେ ରଙ୍ଗି ହେଲେଧରି ନେବା ସେ ବରନ୍। କିଛି ଶିଖେ ଛୁଆ ସଁସାର୍ ମଏଧୁକିଛି ଗୁନ୍ ମା ବୁଆର୍ଲଗାମ୍ ଢିଲି…