ଗାଁ କେ ଫିରିଛେ ଜହ୍ନ

ଫଲସା ପତରର ଦନା ଥି ଛତି ଦନେ ପିଡାନେ ରଖି ଜହ୍ନ ବଏଲା ମାଁ, ଜଙ୍ଗଲ ତ ସଫା ହେଇଗଲାନ ଆଉ ଛତି ଜହ ନି ମିଲବାର ଜଙ୍ଗଲ ସାରା ବୁଲି ବୁଲି ଏତିକି ବେଟି ଆନିଛେ ଖାଲି ତୋର ଲାଗି।ଦନାର ଛତି କେ ଦେଖି ଵଏଲି ଇ ଦନାକ କେତେ ନେବୁ ?ସେ ବଏଲା କୁଡେ ଟଙ୍କା।କୁଡେ ଟଙ୍କା !ତୁଇ କେତନି ଠକଲୁନ ର ଆଗ ତ ଏତିକି କେ ଦଶ ଟଙ୍କା ଥି ଦେଉଥିଲୁ…

Read More

ସୁନାରି ଆରୁ ସୁନା

ବୈଶାଖ ମାସର ଖରା, ଆର ବାଘ ନାଇଁ ଖାଏ ଚରା।ଏଗାର ବଜେ ବେଲା ର ତିରପଟ ଖରା , କଇଁଲି ଝାଉ ମାରୁଛେ ଫୁର ଫୁର୍। ବଲାଙ୍ଗୀରୁ ସାଢେ ଆଠ କେ ଡାଇରେକ୍ଟ କଣ୍ଟାବାଞ୍ଜି ବସ ବସଲି ଯେ, ଦସ ବଜେ କେ ପାଟଣାଗଡ ପହଚି ଗଲା। ଦୁଇ ମିନିଟ ରାମଜୀ ଛକେ, ଦସ୍ ମିନିଟ ବସ ଷ୍ଟାଣ୍ଡ ନେ ଆର୍ ଦୁଇ ମିନିଟ କଲେଜ ଛକେ ଅଟକିଲା କେ ସିଧା ଛାଡଲା ଜେ ସାଢେ ଏଗାର…

Read More

ନିଏ ମାଗୁଛେ ସରଗ୍ ପରୀ

ଆଏଜ୍ ବି ତ କେତନି ସୋର୍ ଲାଗୁଛେ ସେ ଗାଁ କେ ମୋର୍ । ଯେନ ସରି ଯାଇଥିଲା ଜୀବନର୍ ଅଭୁଲା ଇତିହାସ ସବୁ । ଛୋଟ୍ ଦିନର୍ ଛିଲୋଲାଇ ନୁ ବହଚୁରି ଆରୁ ରେସ୍ ଲୁକାନି । ସତେ ଫେର୍ ଘାଏ ଯାଏତି ସେ ଵରଗଛର୍ ଦୁଲି ଥି ଖେଲୁଥିତି । ସେ ଛୁଆ ଦିନର୍ ସପନ୍ ସବୁ ସାଆଟି ଆନତି । ସେ ବରଷା ପାନି ଭିଜି ଭିଜି ଯାଏତି ଜାମ ଗଛ୍ ତଲକେ…

Read More

ନୁଆ ଖାଇ ତିହାର୍

                      ଦୁଃଖୁ ମୁଡେ ହାତ୍ ଦେଇ କରି ଆରୁ ଦୁଃଖୀ ଗାଲେ ହାତ ଦେଇ କିରି ବଇଛେ।ତିନ୍ ଦିନ୍ ହେଲାନ ଘରେ ଚୁଲ୍ହି ନାଇଁ ଜଲବାର୍।ଘରେ କାଣା ଅଛେ ଯେ ଚୁଲ୍ହି ଜାଲ୍ ବା। ଛୁଆ ଯୁଡାକ ଖାଇବାର୍ ଲାଗି ମାଗୁଛନ୍।ନାଇଁ ଦେଲେ କିରାଇ କିରି ଘର୍ ଦୁଆର୍ ଫଟାଇ ଦେଉଛନ୍। ତାକର୍ କନ୍ଦା ନାଇଁ ସମ୍ ଲାଇ ମାଖୁନୁର୍ ମାଁ ପଖାଲ୍…

Read More