ସମିୟାଁ

ସମିୟାଁ କାଏଁ ଗାଡିଥି ଆଏସି ଯେ ଜୁଗିଛୁସମିୟାଁ ତ ଗୁଟେ ମାୟା ୟେକାଲି ବି ଥିଲାଆଜି ବି ଅଛେକାଲି ବି ଥିବାଯଉଥିବା- ଆସୁଥିବାଇଟାତୋ ପର୍ କୁତିର ଦୟା ୟେ।ସମିୟାଁ କେନ୍ ଗାଡିଥି ଆଏସି ଭାଏଲ୍ଯେ, ପଞ୍ଚର୍ ହେଲେ କେନ ରହିଯିବାଯାନିଥା, ଘଡିର କଣ୍ଟା ଥେବି ଦେଲେବିସମିୟାଁ ଚାଳିବାର ଟା ଚାଲୁଥିବା।ତୁଇ ସିନା ଜାନସୁ ଦିନ୍, ବାର୍, ମାସ୍ ,ବଛର ତିଥିସମିୟାଁ କେଁ ଜାନସି ଖରା, ବର୍ଷା, ଶିତ୍ ରାତି।ସମିଆଁର ଗୁଡ଼ ନାଇନ ବି ଆକ୍ କେ ଯଉଛେ…

Read More

ଗଙ୍ଗାଧର ମେହେର

ଭାଷା ସାହିତ୍ୟ ର ଯିଏଆନ୍ ଗନ୍ତାଘରପ୍ରକୃତି କବି ସ୍ଵଭାଵ କବିନାଁ ଟା ଗଙ୍ଗାଧର l ଜିଲ୍ଲା ହେଲା ବରଗଡ଼ଗାଁ ଟା ବରପାଲିକଲମ୍ ଧରି ଲେଖିଦେଲେପ୍ରଣୟ ବଲ୍ଳରୀ ଅର୍ଘ୍ୟଥାଳି l ବାପା ହେଲେ ଚୈତନ୍ୟମାଁ ର ନାଁ ଟା ସେବତୀତାକର ଟୁଣେ ବାସ କରୁଥିଲେଦେବୀ ସରସ୍ବତୀ l କଲମ୍ ଧରି ଲେଖିଦେଲେଇନ୍ଦୁମତୀ ତପସ୍ୱିନୀଉତ୍କଳ ଲକ୍ଷ୍ମୀ କିଚକବଧଅଯୋଧ୍ୟା ଦୃଶ୍ୟ ପଦ୍ମିନୀ l ଅମର ହେଇ ରହିଗଲାତୁମର କାବ୍ୟ କବିତାଫିରିଆସ ହେ ଗଙ୍ଗାଧରଖୁଜୁଛେ ଇ ଧରତୀ ମାତା l

Read More

ଶୁଖାଗଛ

ଗାଁ ମୁଡ଼ର୍ ଢଡ଼ୋ ବରଗଛ୍‌କେତେ ଉଭାଗର ହେଇଥିଲାବଁକ୍ ନୁ କୂଆ ତକ୍ କୁଇଲି ନୁ ଭମରା ତକ୍‌ସମ୍‌କର୍ ବାସ୍ ହେଇଥିଲା ।ବା’ର ମାସି ଝମ୍‌ କଲା ହେଇବାହି ପଖ୍‌ରା ମେଲେଇଥିଲାଇ ମୁଡ଼୍ ସେ ମୁଡ଼୍‌ ଚାପି ଯାଇକରିବଡ଼ା ସୁନ୍ଦର ଦିଶୁଥିଲା ।ଘଡ଼ିର୍ ଟିକ୍ ଟିକି ବଦଲି ନାଇଁଜମାନା ବଦଲି ଗଲାଢଡ଼ୋ ବରଗଛ ଶୁଖ୍‌ଲା ଯେନ୍ତାଚେରେ ବି ଠିକ୍‌ନା ବଦଲେଇ ଦେଲା । ପ୍ରଭୂଦତ୍ତ ପୂଜାରୀ

Read More

ଅଷାଡ

ନୂଆ ନୂଆ ପହେଲା କଲେଜର ଜେନ୍ ଖୁସି ସେଟା  କେହିନି ପାର୍କ ଆରୁ ବୁଲିଯିବାରର ନୂଆ ଜାଗା ମାଙ୍କେ ଯାଇ କିନା ମଜା କରିଲେ ଭି  ନାଇ ମିଲେ । ନୂଆ ନୂଆ ସାଙ୍ଗ ମାନଙ୍କର ସାଙ୍ଗେ ଖୁଲମଖୁଲା ମଜା ନା ଇସକୁଳ ଲେଖେ ମାଷ୍ଟର ଜୁଗି ରହିବେ ନା ମା ବୁଆର କେନଶି ରୋକଟୋକ । କଲେଜରେ ଆଉ ଗୁଟେ କାମରୁ ନିସ୍ତାର ମିଲ୍ଳଶି ଯେ ପୁରା ୫-୧୦ କେଜୀୟା ସ୍କୁଲ ବେଗ ବୁହି ନେବା…

Read More

ନୂଆଁଖାଇ

 ନୂଆଁଖାଇ ପରବ ପାଲନ କରବାରଟା  ଆଧ୍ୟାତ୍ମିକ ,ପାରମ୍ପାରିକ ,ସାମାଜିକ  ଭାବଧାରାର ଗୁଟେ ସମନ୍ନିତ ପରିପ୍ରକାଶ ଆଏ ।କେନ ପୁରାତନ ସମିଆନୂ ଚଲି ଆସୁଥିବା ଆମ୍ହର ପରମ୍ପରା କହୁଛେ ଘରର ବାଏର ବଗିଚା କି ଖେତ ଖଲାନେ ଫଲଟେ ଫଲଲେ ଫୁଲଟେ ଫୁଟଲେ ପହେଲା ତାକେ ମାତୃଶକ୍ତି ନ ଅରପନ୍ କରାହେସି , ନାଇଁହେଲେ ମୁନୁଷ ର ମନ ଟା ନାଇଁବୁଝେ  । ନୂଆଁଖାଇ କୃଷିଭିତ୍ତିକ ପରବ ହେଇଥିବାର ଲାଗି ଚାଷଜମି ନେ ଚାଷୀ  ଲଗନଅନସାରେ ତାର ଖେତେ…

Read More