ସତ୍ କରମ୍ , ଭଲ୍ ଗୁନ୍ ସବୁନେ ଆର୍ ସବୁବେଲେ ପରଶଂସା ପାଏସି । ସମିଆଁ ପଲାଲେ ବି ଲୋକ୍ ପୂରନା କଥା କେ ସୁରତା କରି କରି ଅଲଗା ମାନକୁ ଉଦାହରନ୍ ଦେସନ୍ । ଆଜିକାଲିର୍ ଦୁନିଆଁରେ ସଉକି, ଗହକି ବଡ୍ କଥା ଆଏ। ସଭେ ନିଜର। ଜୀବନ୍ ଜଞ୍ଜାଲେ ଘାଁଟି ହେସନ୍ ବାକି ହେ ସବୁ ଭିତରେ ବି ଅଲଗା ମାନକର୍ ଲାଗି ଟିକେ ସମିଆଁ ବହରାସନ୍ ଆର୍ ସେ ଦିନ୍ କେ ଭାବ୍,…