ମାଁ
କେଉଁ ମାଁ କଥା କହିବି ତୁମକୁ ଉଭୟେ କରୁଣାମୟୀ ଜଣ କ ଗର୍ଭରୁ ଜନମ ହୋଇଛି ଆଉ ଜଣେ ମହାମାୟୀ। ଶରତ ଋତୁର ପାର୍ବଣ ଉତ୍ସବ କାଶତଣ୍ଡି ସଜାଇଛି ନିର୍ମଳ ଗଗନ ନୀଳ ରଙ୍ଗ ନଭ ସବୁଜ ଧରା ଦିଶୁଛି। ଏହି ଋତୁ ମଧ୍ୟେ ଆସିଥାଏ ମାଆ ନବରାତ୍ର ଦୁର୍ଗା ପୂଜା ଆଲୋକ ସଜ୍ଜିତ କୋଳାହଳ ମୟେ ଉଡାଇ ବିଜୟ ଧ୍ଵଜା। ଗୃହେ ଥିବା ମାଆ ସର୍ବସ୍ବ ଦେଇଛି ନିଃସ୍ଵାର୍ଥପର ସେବାରେ ମିଛେଇ ମାଆଟି ମିଛ କହି…