ବାତ୍ୟା ଦାନା
ଆହେ ଦୟାମୟ ଈଶ୍ୱର ତନୟକରୁଛି ନିତି ପ୍ରାର୍ଥନାପ୍ରକୃତି ତାଡନା ବିପଦର ଭୟନଦିଅ ଦୁଃଖ ଯାତନା ।ନରକୁ ଗଢ଼ିଲ ଶ୍ରେଷ୍ଠ ରୂପ ଦେଇକେ କରି ପାରେ ବର୍ଣ୍ଣନାନର ପଶୁପକ୍ଷୀ କୀଟ ତରୁ ଲତାକରନ୍ତି ତୁମ ମହିମା ।ତୁମ ହାତଗଢା ମଣିଷ ଜୀବନଅସ୍ଥିର ତାହାର ଗତିସେଥିପାଇଁ ବୋଧେ ଏହି ବିଡ଼ମ୍ବନାଲଭୁଛୁ କଷଣ ନିତି ।ଦୁଶ୍ଚିନ୍ତା ଆତଙ୍କ ପ୍ରକୃତି ଲାଞ୍ଛନାଆସୁଅଛି ବାତ୍ୟା ଦାନାତଥାପି ମଣିଷ ହୃଦୟେ ଚେତନାକାହିଁକି କେବେ ଆସେନା ।ବୁଦ୍ଧି ଜ୍ଞାନ ହଜି ହୁଏ ବାଟବଣାବୁଝି ଅବୁଝା ଭାବନାସୁବିବେକୀ ପଣେ…