
ନିଃଶବ୍ଦ ଅଭିସାର
ମୁଁ ତୁମ ପାଇଁ ଜନ୍ମ ଜୀବନୀରଖୋଜି ହେଉଥିବା ବହିତୁମେ ମୋ ପାଇଁ ସ୍ୱାଭିମାନ ଲିପିକଳ୍ପନାର କାବ୍ୟାକୃତି ମୁଁ ତୁମ ପାଇଁ ଭାବ ଆଶ୍ରାଟିଏତୁମେ ମୋ ବିଶ୍ୱାସ ସ୍ଥିତିର ଗତିମୁଁ ତୁମ ପାଇଁ ମଗ୍ନ ଭାବନାରହସୁଥିବା ନୀଳ କଇଁ ତୁମେ ମୋ ମନର ଆଶା କଳ୍ପବଟମୁଁ ତୁମ ଅପ୍ରାପ୍ତିର ପ୍ରାପ୍ତି ନିର୍ଝରିଣୀମୁଁ ତୁମ ପାଇଁ ମିଠା କାହାଣୀ ଟେତୁମେ ମୋ ମନର ବିଶାଳ ପରିଧି ତୁମେ ମୋ ସେହି କବିତାର ଛନ୍ଦମୁଁ ତୁମ ଭାବନାର କଳ୍ପ ମୋହତୁମେ ନଭଶ୍ଚୁମ୍ବୀ…