ଟିକେ ହସିକି ତ ଦେଖ
କେତେଥର କହିବି ହସିଲେ ତମ ମୁହଁ କୁ ଭଲ ମାନେ ବୋଲି !! ଲକ୍ଷେ ହୀରାଫୁଲ ସତେକି ଏକା ସଂଗେ ତଳକୁ ଖଡ଼ିପଡ଼େ ବୋଲି !! କେତେ କହିବି.. ସକାଳ ର ଅରୁଣିମାରେ ଶୀତଳ ପବନ ର ସ୍ପର୍ଶ ରେ ଖୋଲା ଆକାଶ ତଳେ ପକ୍ଷୀର ସଂଗୀତ ରେ ନଦୀର ଛଳ ଛଳ ପାଣି ଆଉ ଶ୍ରାବଣ ବର୍ଷା ରେ ହଜିଗଲେ କେତେ ଭଲ ଲାଗିବ ବୋଲି !! ସବୁବେଳେ କଣ ଜରୁରୀ ! ସୁର୍ୟୋଦୟ ବେଳେ…