ଶକ୍ତି ସ୍ଵରୁପିଣୀ ମା
ମା ବୋଲି ତୋତେ ଡାକି ଦେଲେ ଥରେ ଦୂରେଇ ଯାଏ ବିପଦ ଶକ୍ତି ସ୍ୱରୁପିଣୀ ଅଭୟ ଦାୟିନୀ ତୁହିମା ଦୁର୍ଗତି ନାଶିନୀ ରକ୍ଷ କାହିଁ କେତେଦୂର ଚାଲି ମୁଁ ଆସୁଚି ଭକ୍ତି…
ମା ବୋଲି ତୋତେ ଡାକି ଦେଲେ ଥରେ ଦୂରେଇ ଯାଏ ବିପଦ ଶକ୍ତି ସ୍ୱରୁପିଣୀ ଅଭୟ ଦାୟିନୀ ତୁହିମା ଦୁର୍ଗତି ନାଶିନୀ ରକ୍ଷ କାହିଁ କେତେଦୂର ଚାଲି ମୁଁ ଆସୁଚି ଭକ୍ତି…
ଆସନ୍ତେ ଶରତ କାଳ ଆକାଶ ଦିଶେ ନିର୍ମଳ, ଗଗନ ପାଣ୍ଡୁର ବର୍ଣ୍ଣ ଶୋଭା ପ୍ରକାଶେ, ଗଭୀର ଗର୍ଜନ କାରୀ ବାରିଦ ପଟଳ ଲୁଚି, ଖଣ୍ଡ ଖଣ୍ଡ ମେଘମାଳ ନୀଳ ଆକାଶେ, ଶାନ୍ତ କୋମଳ ନିଳୋତ୍ପଳ, ପ୍ରକାଶଇ ଦିବ୍ୟ ଶୋଭା ହୋଇ ନିର୍ମଳ (1) କେତକୀ ଟଗର ମଲ୍ଲୀ ରଜନୀ ଗନ୍ଧା ନିଆଁଳି, ଧଳା ପଟରେ ସଜ୍ଜିତା ଧରଣୀ ମାତ, କୁଟଜ ଅର୍ଜୁନ ବୃକ୍ଷ ଗନ୍ଧହୀନ ବହେ ବାତ ଅତିବେଗର ଗତି ହେଲାଣି ବିରତ, ପ୍ରଖରତା ଶୁନ୍ୟ ସମୀର,…
ବୈକୁଣ୍ଠ ସମାନ ଆହାଃ ଅଟେ ସେହି ଘର ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର, ଗୁରୁ ଗୁରୁଜନେ ଭକ୍ତି ଶ୍ରଦ୍ଧା ର ସମ୍ମାନ ଥାଏ ଯହିଁ ଗୃହେ ତାହା ଦେବ ମନ୍ଦିର ସମ, ପିତା ପୁତ୍ର ସ୍ନେହ ଥାଏ ଅତୁଟ ନିବିଡ଼ ଭାଇ ଭାଇ ର ବନ୍ଧନ ଶ୍ରୀ ରାମ ଭରତ,, ମାତୃ ଭଗ୍ନୀ ଶ୍ରଦ୍ଧା ଥାଏ ନିବିଡ଼ ଅବାଧେ ଜିଣି ହୁଏ ଜଗତ କୁ ଆସୁ ଝଡ଼ ଯେତେ, ପରିବାର ବନ୍ଧନ ର ଅମୃତ ଆସ୍ଵାଦନ…
ସମ୍ପର୍କର ଖିଅରେ ବନ୍ଧା ଏ ମଣିଷ ଜୀବନ ମା ଆ ବାପା ଭାଇଭଉଣୀ ସଖା ପରିଜନଙ୍କ ସ୍ନେହରେ ପଡିଛି ବନ୍ଧନ!ଏଇ ସମ୍ପର୍କ ଯେ ଦିନେ ଛିନ୍ନ ହୁଏ କେଇ ଟଙ୍କା ଓ ବିଳାସମୟ ଜୀଵର ମୋହରେ ! ଏଇ କେଇ ମୁହୂର୍ତ୍ତର କ୍ଷଣିକ ସୁଖ ପାଇଁ ମଣିଷ ଭୁଲିଯାଏ ନିଜ ରକ୍ତର ସମ୍ପର୍କ ଆପଣାର କରିବସେ ଟଙ୍କା ବିଳାସ ବ୍ୟସନର ସେଇ କେଇ ମୁହୂର୍ତ୍ତର ସୁଖ ସନ୍ତକ ! ଏଇ ସୁଖ ସନ୍ତକ ସେଇ ଦିନ ଯାଏ…
ମୁଁ ବୋଧେ କିଛି କହୁଥିଲି କିଛି ତ କହୁଥିଲି ହଁ ଆପଣ କିଛି କହି ପାରିବେ ମୁଁ କ’ଣ କହୁଥିଲି କ’ଣ କହିଲେ ମୁଁ ଜମାରୁ କିଛି କହିନି ଓ ହୋ ବୁଝିଲି, ବୁଝିଲି ଏମିତି ମୋ ସହିତ ଅନେକ ଥର ହୁଏ କଥା କ’ଣ କି ….., ହେ ଭଗବାନ୍ ଦେଖିଲ ମୁଁ ଯେଉଁ କଥା କହିବା ପାଇଁ ଆସିଥିଲି ହଁ ମୃତ୍ୟୁ ର ଜନ୍ମ ଉପାଖ୍ୟାନ । ସେ କେମିତି ଆସିବ ? ମୃତ୍ୟୁ…
କେହି ଜଣେ ଆଙ୍କିଦେଲା ଧାରେ କଜଳ ଲଗେଇଦେଲା ସିନ୍ଦୂର ପିନ୍ଧାଇଦେଲା ଶାଢ଼ୀ ଡାକି ଦେଲା ‘ଦେଵୀ ‘। ଯାଚିଲି ଅମର ବର ଐଶ୍ୱର୍ଯ୍ୟ ଆହୁରି ଅନେକ କିଛି.. କେହି ମାଗିଲେ ନାହିଁ ନେଲେ ନାହିଁ କିଛି ନା କିଛି । କେହି ଡରିଲେ ନାହିଁ ଖରାକୁ ବର୍ଷାକୁ ବିଜୁଳିକୁ ଶୀତକୁ । ଫେରି ଦେଖିଲି ସେଦିନର ଛେଉଣ୍ଡ ଛୁଆ ବନି ଯାଇଛି ବାପା ଜୋର୍ କରି କେହି ଜଣେ ଭିଡ଼ି ଧରିଛି ଭାଙ୍ଗି ଯାଇଥିବା ହୃଦୟ ସମୟ…
ଏ ପଟେ ଗରାଖ ଙ୍କ ଭିଡ଼ ସେ ପଟେ କଅଁଳା ଶିଶୁ ର ଭୋକିଲା ଚିତ୍କାର ଇଏ ସନ୍ଧ୍ୟା ର ଆବର୍ତ୍ତମାନ ରେ ବଦନାମ ଗଳି ରେ ଥିବା ଝୁମ୍ପୁଡ଼ି ଘରର ନିତିଦିନିଆ ଘଟଣା, ବେଳେ ବେଳେ ମନ କୁ ଖୁବ ଉଦବେଳିତ କରେ, କିନ୍ତୁ ପେଟର ଭୋକ ଯେ ଅସହ୍ୟ, ଧନବାନ ପ୍ରେମିକ ଙ୍କ କଅଁଳ କଥା ରେ ଦିନେ ଝରି ପଡିଥିଲା ଗାଉଁଲି କନ୍ୟା ବିକି ଦେଇ ବଦନାମ ଗଳି ରେ ଚାଲିଯାଇଥିଲା ଧୋକାବାଜ…
ବିରହ ମାନେ ପଚାର ମୋହନ ବଇଁଶି କୁ କେତେ ବା ହେଉଛି ବାଧା, ରାଧା ବିରହ ରେ ବାଜୁନି କି ସଖା ଶୁଭୁନି ରାଧା ରାଧା ।। ବିରହ ମାନେ ପଚାର ରାଧା ପାଉଜି କୁ ପଡ଼ିଛି କି ମୁହଁ ମାଡ଼ି,? ଶୁଭୁନି ରୁଣୁ ଝୁଣୁ ଶବ୍ଦ ସ୍ୱର ଯାଇଛି ଅବା ଛିଡ଼ି ।। ବିରହ ବେଦନା ପଚାର ରୁକୁଣୀ ଗଭା କୁ ନାନା ପୁଷ୍ପେ ହେଇଛି ସଜା, ଚାହୁନି ବାଙ୍କ ଚାହାଣି ଟେ ଚକାଆଖି କେତେ…
ହୃଦୟ ଜିଣିବାର କଳା ଟିକିଏ ଯଦି ଜଣାଥାଆନ୍ତା ତା’ ହେଲେ କେତେ ଦିନରୁ ତୁମ ହୃଦୟ ଜିଣି ନେଇଥାଆନ୍ତି ହଁ ମୁଁ ତ’ମୋ ହୃଦୟ ଭିତରେ କବର ଦେଇ ରଖିଛି ମୋର ସମସ୍ତ ଇଛ୍ଛା ଆଉ ଆକାଂକ୍ଷାକୁ ନିଜକୁ ଅଭିଶପ୍ତ ଅହଲ୍ୟା ଭାବିନେଇଛି କେବେ ତୁମର ସ୍ପର୍ଶ ଟିକେ ପାଇବି ସେ ପ୍ରତୀକ୍ଷାରେ ମୁଁ ନିଶ୍ଚଳ ପ୍ରତିମାଟିଏ ପାଲଟିଯାଇଛି ମୁଁ ଜାଣେ ମୋର କୌଣସି ଅଧିକାର ନାହିଁ ତୁମ ଉପରେ ତଥାପି କାହିଁକି ଖାଲି ତୁମରି ସ୍ୱପ୍ନ …