ମନର ହାଟ
ଗ୍ରୀଷ୍ମର ସୁନେଲି ରଙ୍ଗ ରୂପକୁ ହୃଦୟ ବାଢ଼ି ଦେଳି, ନିଦାଘ ଗ୍ରୀଷ୍ମ ମୋ ମନ ଭାବନା କୁ ଝାଞ୍ଜି ଖରା ଦିଏ ଜାଳି ।। ପଲାସ ରୂପେ ଆକର୍ଷିତ ହେଲି ହାରିଗଲା ମନ ସେଇଠି, ପ୍ରେମର ମହକ ଖୋଜିବୁଲେ ମନ ବାସ ହିନ ଯେଉଁଠି ।। ମଳୟ ଶାନ୍ତ ଶୀତଳ ସ୍ପର୍ଶରେ ମନ ଗଲା ସତେ ଉଡ଼ି, କ୍ଷଣିକ ସୁଖରେ ଦଗା ଦେଇଗଲା ଝାଉଁ ବଣେ ଦେଲା ଛାଡି ।। ଗଙ୍ଗ ଶିଉଳିର ମହକରେ ସତେ ରାତି…