ଭାଙ୍ଗି ପଡ଼ିଛୁ କି ତୁ

ଜୀବନର ଚଳାପଥେ ଝୁଣ୍ଟି ପଡ଼ି- ଲହୁଲୁହାଣ ହୋଇ  ଭାଙ୍ଗି ପଡ଼ିଛୁ କି ତୁ..? ଜୀବନ ଯୁଦ୍ଧରେ ସଂଗ୍ରାମ କରି- କ୍ଷତାକ୍ତ ହୋଇ ଥକି ପଡ଼ିଛୁ କି ତୁ..? ନା…ତତେ ଉଠିବାକୁ ହେବ; ଯୁଝିବାକୁ ହେବ- ଏ କଣ୍ଟକିତ ରାସ୍ତାରେ କ୍ଷତାକ୍ତ ହୋଇ ମଧ୍ୟ ପାଦ ବଢ଼ାଇ ଆଗେଇବାକୁ ହେବ..! ଉଚ୍ଚ ଲକ୍ଷ୍ୟପ୍ରାପ୍ତିର ପ୍ରତ୍ୟାଶାରେ ଶକ୍ତ ଚାପୁଡ଼ା ଖାଇ ମଉଳି ଯାଉଛୁ କି ତୁ….? ଅଜଣା ରାସ୍ତାରେ ଏକାକୀ ବୁଲି ବୁଲି ବାଟବଣା ହେବାର ଭୟ କରୁଛୁ କି…

Read More

ମୁଁ ଓ ତୁମେ

ମୋ ଜୀବନ ନାଟକେ ମୁଁ ଅଭିନେତା , ମୁଁ ଦର୍ଶକ  ନିର୍ଦ୍ଦେଶକ ଅଟେ ମୁହିଁ  ଚିତ୍ରପଟ ବଦଳେ ଚରିତ୍ର ବଦଳେ ବାରମ୍ବାର  କିନ୍ତୁ ମୁଁ ବଦଳି ପାରେନାହିଁ  କେବେ ଲୁହ ସର ସର କେବେ ହସର ବେପାର  କେବେ ଦେଉଛି ମଣିଷତ୍ବର ଦ୍ୱାହି  ସର୍ବଦା ଯାଗ୍ରତ ରହିଛି  ନୀରବେ କଥା କହୁଛି  ହେଲେ ଜଗତ ବୁଝି ପାରେନାହିଁ ଧାଉଁ ଥାଏ ଲମ୍ବା ପଟୁଆରରେ ଚାଲୁଥାଏ ତୀକ୍ଷ୍ଣ ଧାରରେ  ଶରୀର ରକ୍ତ ଜୁଡୁ ବୁଡୁ ଏଇଥି ପାଇଁ  ପ୍ରହେଳିକା…

Read More

ମା

 ମା’ ହାତ ରନ୍ଧା ସୁଆଦ ଭାରି ତା’ କଥାବାର୍ତ୍ତା ଅମୃତ ପରି । ମୋ’ ଓଦାହାତ ଶିଙ୍ଘାଣି ଝାଳ ମା’ ପୋଛି ଦିଏ ପଣତେ ତା’ର । ଆ’ ଧନମଣୀ ଡାକିଲେ ସିଏ ମୁଁ ଧାଇଁଗଲେ କୋଳକୁ ନିଏ । ସେ’ କାଖେ ଧରି ଦେଖାଏ ଶଶୀ ମୋ’ ଗାଲ ଚୁମି ଦିଅଇ ହସି । ଧୋ’ ନାନାବାୟା ଗୀତଟି ଗାଏ ତା’ କାନି ଢାଙ୍କି ଶୁଆଇ ଦିଏ ।। ମମତା ଡନସନା ନିଲାଥର, ବରଗଡ଼

Read More

ଲଂଘିବି ଦୂର୍ଗ

ହୃଦୟକୁ କରିଛି ଦୂର୍ଗ ମୋହର, ଗଢିଛି ଉଚ୍ଚ ଉଚ୍ଚ ପ୍ରାଚୀର, ଜୀଇଁବି ବୋଲି ମୁଁ ଏକା, କେହି କାଳେ ପୁଣି ଲଗାଇ ନଜର ଭାଙ୍ଗିଦେବ ଛୋଟ ମନକୁ ମୋହର, ତେଣୁ କାନ୍ଥରେ ନାହିଁ ଝରକା…. ଡେଣା ଥାଇ ଆଉ ଉଡେନା ମୁହିଁ ଚଇତି ପବନକୁ ଭରଷା ନାହିଁ, ଭୟରେ ସପନ ଆଉ ନ ଦେଖେ, ଦେଖିଲେ ବି ପଲକ ପଛରେ ରଖେ… କାଚର ହୃଦୟ ଭାଙ୍ଗିଛି ଥରେ, ଭାବିଲେ ସେ କଥା ରକତ ଝରେ… କିନ୍ତୁ ଯଦି…

Read More

ଏଇତ ଖେଲ ଘର

  କ୍ଷଣ କେ ମରୁଭୂମି ଏଠି  ଜୀବନ ଯେ ତରୁ ଡାଳ  କେତେ ବେଳେ ସେ ପାଚି ଝଡି ଯାଏ ତ  ଆଉ  କେତେ ବେଳେ ସେ ଭିଜି ଭିଜି ସଢ଼ି ଯାଏ   ବିଚାରି ବି ବୋଲି କହେ ସେ ମିଠା ବାଣୀ  ବାଣୀ ସରି ଗଲେ ହା ହଃ କରନ୍ତି ଏଠି ଗଣେ ।। ଏଇତ ଖେଲ ଘର।।  କୁମ୍ଭ ନାଦ ପରି ରଡ଼ି  ଛାଡ଼ି ଯାଇ ଏଠି ଗର୍ବ  ଚୂନ ନାହିଁ କି ବନ୍ନ…

Read More

ତୁମେ ଯଦି ଥାଆନ୍ତ ପାଖରେ

ତୁମେ ଯଦି ଥାଆନ୍ତ ମୋ ପାଖରେ…. ଏକାଠି ହୋଇ ଖେଳନ୍ତିନି ହୋଲି-ସପ୍ତରଙ୍ଗରେ… ତୁମେ ଯଦି ଥାଆନ୍ତ ମୋ ପାଖରେ…. ରଙ୍ଗର ଅବିର ଢାଳନ୍ତିନି ମୋ ମୁହଁରେ… ତୁମେ ଯଦି ଥାଆନ୍ତ ମୋ ପାଖରେ…. ବେରଙ୍ଗ ଜୀବନକୁ ରଙ୍ଗୀନ କରନ୍ତିନି ରଙ୍ଗ-ପିଚିକାରୀରେ…. ତୁମେ ଯଦି ଥାଆନ୍ତ ମୋ ପାଖରେ…. ଭାଙ୍ଗ ଖାଇ ମାତନ୍ତିନି ରାଧାଶ୍ୟାମ ପ୍ରେମରେ… କେମିତି ବା ଥିବ ତମେ ମୋ ପାଖରେ… ଯେଉଁ ରଙ୍ଗଟିକ ପାଇଁ ମୁଁ ବଞ୍ଚିଥିଲି- ସେ ରଙ୍ଗକୁ ଗଲାବେଳେ ତମେ ଛଡେଇ…

Read More

ସେ ଚେହେରା

ଏତେ ଭିଡ଼ କୋଳାହଳ ଭିତରେ ଏକା ସେଇ ଚେହରା ବାରମ୍ବାର ମତେ କାହିଁକି କେଜାଣି ଘାଣ୍ଟି ଚକଟୁ ଥାଏ । ସତେ ଯେମିତି ମୋର  ଆଉ ଥୟ ନ ଥାଏ  ବର୍ତ୍ତିବାର ଉପାୟ ନ ଥାଏ  ମରୁଭୂମିର ମରିଚିକା ପ୍ରାୟେ  । ମନ ଭିତରକୁ ଖୁମ୍ପି  ପକାଉଥିବା ସେ ଚେହରା ଭିନ୍ନ ଏକ ସ୍ୱପ୍ନ କୁ ନେଇ ହଜି ଯାଇଛି ସେ ଶୂନ୍ୟରେ । ଶୂନ୍ୟତାର ସବୁଜିମା ରେ  ଚେହେରା ତାର ଘୁରିବୁଲେ ମୋର ଏକା ଜୀବନରେ …

Read More

ତୁମ ପାଇଁ

ଝୁରାମନ ଝୁରି ହୁଏ, ପିଲା ଦିନ କଥା ମାଁ-ବାପାଙ୍କ ଗେଲ-ଆଦର ମନେ ପଡ଼େ ଖେଳବେଳ ସାଙ୍ଗସାଥୀ ,ଭାଇଭଉଣୀଙ୍କ ମେଳ ଆଚାର ଚୋରି ଆଉ କଞ୍ଚା ଆମ୍ବ,କୋଳି ଖିଆ କଥା ଖୁବ୍ ବେଶୀ ମନେ ପଡ଼ ତୁମେମାନେ ଖିଆଳି ମନକୁ ମୋର ବାନ୍ଧିଛ , ବନ୍ଧୁ ପଣେ କରିଛ ତୁମରି ବସା । ସମୟର ଚୋରା ବାଲି, ସବୁ ଚୋରି କରି ନେବ ହେଲେ ତା’ ପାଖରେ ଚାବି କାହିଁ ଖୋଲିବାକୁ ତାଲା ପକା ମୋ ମନର ଗୋପନ…

Read More

ଅରଣ୍ୟ ଅଭେଦ୍ୟ

ଏଇଠି ; ପାହାଡ଼ ତୀଖରୁ ଓହ୍ଲାଇ ଆସନ୍ତି ? ଭାରୁଏ’ ଭାରୁଏ’  ବାଟ‌ହୁଡା’ ଭୋକ ? ଜଙ୍ଗଲ’ ଫେରନ୍ତା’ ଅନେକ’ ଅନିଦ୍ୟ’ ଅଶିଣ ? ପାହୁଲାଏ’ ପାହୁଲାଏ’ ପରାସ୍ତ’ ପ୍ରତିଵେଦନ ? ଲୋଚା’କୋଚା ଲୁହ’ ମାନଙ୍କ  ଲହ’ ଲହ’ ନିମନ୍ତ୍ରଣ ? କୁରୁଳା’ କୋହ ମାନଙ୍କ କାକୁସ୍ଥ’ କାହାଣୀ ? ଜଙ୍ଗଲ ଜଂଘସନ୍ଧି’ର କ୍ଷତାକ୍ତ’ କ୍ଷତ ? ଉଲଗ୍ନ’ ଅରଣ୍ୟର  ଅଗନା’ ଅଗନି’  ଅନ୍ତଃସତ୍ତ୍ବା’ ଲୁହ ? କେବେ’ କେମିତି; ଚୁପ୍ ଚାପ୍’ ନିଗିଡ଼ି’ପଡନ୍ତି ? ପାହାଡ଼ୀ’…

Read More

ବନ୍ଧୁ ତୁମେ

ଦୀନ ଜନ ବନ୍ଧୁ ଗୋପବନ୍ଧୁ ତୁମେ  ଅଟ ଯେ ପ୍ରକୃତ ବନ୍ଧୁ  ଦେବ ଦୂତ ପରି ସାହା ହେଉଥାଅ  ଦୁଃଖୀ ପ୍ରାଣେ କୃପାସିନ୍ଧୁ ।। ପିତା ଦୈତାରି  ମାତା ସ୍ୱର୍ଣ୍ଣମୟୀ  ଅଟନ୍ତି ଧନ୍ୟ ଦମ୍ପତି  ଦୁଃଖୀ ଜନ ସେବା ଜୀବନେ ତୁମର  ଅଟେ ଅମୂଲ୍ୟ ସମ୍ପତ୍ତି ।। ପିଲା ବେଳୁ ତୁମ ସୁଗୁଣ ଦେଖିଛି  ସୁଆଣ୍ଡୋ ଗ୍ରାମର ଲୋକେ  ପରିବାର ଭୁଲି ଦୁଃଖୀ ସେବା କଲ  ନ କରିଲ ଚିନ୍ତା ଟିକେ  ।। ଅନ୍ୟାୟକୁ ଯେବେ ନ…

Read More