
ଜଗନ୍ନାଥ ଖଣ୍ଡିଆ ହାତ
ତୁମ ଇଚ୍ଛାରେ ଚାଲଇ ଜଗତଜଗନ୍ନାଥ ଖଣ୍ଡିଆ ହାତତୁମ ଆଦେଶେ ଅରୁଣ ଉଦୟଆତଯାତ ଯାମିନୀକାନ୍ତ ତୁମରି ଛୁଆଁ ରେ କଢି ହୁଏ ଫୁଲଆମ୍ବ ଡାଳେ ଧରେ ବଉଳକେବେ ଧିର ଖର ବହଇ ସମୀରବସନ୍ତେ ରାବଇ କୋକିଳତୁମ ଆଜ୍ଞାରେ ପାଦପେ କଅଁଳେପତ୍ରଜଗନ୍ନାଥ ଖଣ୍ଡିଆ ହାତ ଋତୁ ପରେ ଋତୁ ବଦଲଇ ଋତୁସଞ୍ଜ ଯାଇ ଆସେ ସକାଳନୀଳ ଦରିଆରେ ଉଠଇ ଜୁଆରଧୂଆଁ ପୁଣିହୁଏ ଅନଳମିଛ ଦୁନିଆରେ ଏକା ତୁମେ ହିଁ ସତଜଗନ୍ନାଥ ଖଣ୍ଡିଆ ହାତ ଇଙ୍ଗିତେ ଯାହାର ଝରଇ ନିର୍ଝରଜଳ ବରଷାଏ…