ମାଟି
ଟି ଛୁଇଁଲେ ସୁନାହୃଦୟ ଛୁଇଁଲେ ହୀରାଏମିତି ଚମତ୍କାର ହୁଏଏଇ ମାଟିରେ…ଲୁହ କିଣି ,ହସର ପସରାଯାଚି ଦିଆଯାଏ ଏଇଠି ,ଦୂର ଦିଗବଳୟରେଝଟକୁଥିବା ସ୍ବପ୍ନକୁ ପୁଞ୍ଜି କରି ,ବିନିଯୋଗ କରାଯାଏଜୀବନ ପ୍ରକଳ୍ପରେ ,କେବଳ ଏଇ ମାଟିରେ …‘ମୁଁ ‘କୁ ଆଡ଼ କରି‘ଆମେ ‘ ସହିତସମ୍ପର୍କର ସାତ ଖିଅରେବନ୍ଧା ହୁଏ ଜୀବନ ,ଏଇ ଭୂସ୍ଵର୍ଗରେ …ଏଇଠି ପବନ ବହିଲେ ଗୀତପୁଣି ବରଷା ଝରିଲେ ନୃତ୍ୟ…ଆଶା,ଆଶ୍ୱାସନା ମଝିରେ ଜୀବନଗାଉଥାଏ ସୃଜନୀ ସଙ୍ଗୀତ ..ଏହାହିଁ ଏଇ ମାଟିର ମାହାତ୍ମ୍ୟ. ପ୍ରଣତି ମହାପାତ୍ର (ରୁବି )…