ତମେ ଗଲା ପରେ
ଚାଲେ ଯେବେ ଆଜିସ୍ମୃତି ସିନ୍ଧୁ ତୀରେପାଦଚିହ୍ନ ମୋରମୁଁ ଖୋଜିବୁଲେ ।ମିଶିଛି କେତେ ଯେଲୋତକର ନଈଢେଉ ବି ଖୁସିରଯାଇଛି ଭିଜାଇ ,କଳନା ମୁଁ କରିଚାଲେ। ପାଦେ ଫୁଟେ ଯେବେତୀକ୍ଷ୍ଣ ପଥରମନେ ପଡିଯାଏଗ୍ଳାନି ଅତୀତର ।ପାଦତଳୁ ଯେବେବାଲି ଖସିଯାଏକୋକୁଆ ଭୟରେଛାତି ଥରିଯାଏ,ଖୋଜେ ମୁଁ ହାତ ତୁମର । କାହିଁ ଇନ୍ଦ୍ରଧନୁସପ୍ତରଙ୍ଗ ବିଭାକାହିଁ ସେ ମଳୟଆତ୍ମସ୍ପର୍ଶୀ ବାଆ ।କଳୁଷିତ ଆଜିସ୍ମୃତିର ସାଗରମିଶି ମିଶି ତହିଁବିଷାଦ ଜହର,ଜୀଇଁବାକୁ ଖୋଜେ ରାହା । ତଥାପି ତୁମରସ୍ମୃତିକୁ ସେମିତିସୁନା ଶାମୁକାରେରଖିଛି ସାଇତି ।ହୃଦୟ କାନ୍ଥରେଆଙ୍କି ତାର…