
ବହି ଟିଏ ମୁଁ
ମୁଁ କ୍ଲାନ୍ତ ପଥିକର ପାନ୍ଥଶାଳା ଟିଏଲିପ୍ତରୁ ନିର୍ଲିପ୍ତତାର ପଥ ଟିଏମୁଁ ଅପ୍ରାପ୍ତିରୁ ପ୍ରାପ୍ତିର ଗନ୍ତବ୍ୟ ଟିଏନାସ୍ତିକରୁ ଆସ୍ତିକର ବାଟ ଟିଏଶୂନ୍ୟତାରୁ ପୂର୍ଣ୍ଣତାର ଶିଖର ଟିଏମୁଁ ତମସାରୁ ଜ୍ୟୋତିର ମାଧ୍ୟମ ଟିଏଏନ୍ତୁଡିରୁ ଅଙ୍ଗାରର ରହସ୍ୟଆଉ ସୃଷ୍ଟି ସଂରଚନାର ଭେଦ ଟିଏଅହଂରୁ ଓଁକାରର ଶଙ୍ଖନାଦ ଟିଏଅଶିକ୍ଷାରୁ ଶିକ୍ଷାର ଦୀପଶିଖା ଟିଏଜୀବନ ଜିଇଁବାର କଳା ଟିଏ ମୁଁଜୀବନ ଡଙ୍ଗାକୁ ବୋହି ନେବାର ଗୁରୁ ଟିଏ ମୁଁ…ମୁଁ ବହି ଟିଏ….।। ମୁଁ ପ୍ରେମ ପରିଣୟର ଗୀତି ଟିଏମୁଁ ସାତ ସୂରର ମଧୂର ମୁର୍ଚ୍ଛନା…