ସ୍ମୃତିରେ ପିତୃପ୍ରତିମ

ସୁମନ ସୌରଭ ଆଣିଲା ଗୌରବତୁମ କରସ୍ୱର୍ଶେ ଶିଳ୍ପୀଆଙ୍କିଗଲ କେତେ ନାନା ଜାତି ଚିତ୍ରହୁଏନାହିଁ ତାହା କଳ୍ପି ମରିଭୂମେ ମଧ୍ଯେ ଗୋଲାପ ଫୁଲରମେଳଣ ମଞ୍ଜୁଳ ଶୋଭାଘନ ତମିସ୍ରାରେ ଆଲୋକର ବହ୍ନିବିକାଶିଲା ତାର ଆଭା ଶିକ୍ଷାର ମନ୍ଦିରେ ଉନ୍ନତ ଶିରରେଉଡିଲା ବିଜୟ ଧ୍ୱଜାଭାଷା ସାହିତ୍ୟର ସୁଦୃଢ ସାରଥିରାଗ ଅଳଙ୍କାର ସଜା ଅବେଳେ ପଡିଲ କାଳଯମ ହାତେଝୁରେ ଏଠି ମନ୍ଦାକିନୀଝୁରେ ଗଂଗାଧର ମହା ବିଦ୍ୟାଳୟବୁଢାରଜା ସୁହାସିନୀ ଗୋଲକ ବାସିନୀ କୋଳେ ଧରିଥାନ୍ତୁଆତ୍ମା ପାଉ ସଦଗତିନିଳାଚଳ ନାଥ ଅନାଦି ପୁରୁଷଯାଚିଦେଉ ଗୋ ମୁକତି…

Read More

ମୁଠାଏ ସ୍ମୃତି

ସମୟ ର ସୁଏ ଜୀବନ କାହାଣୀବହିଯାଏ କେଡେ ବେଗେଆଜି ଚାଲିଯାଏ ନିଜକୁ ହଜାଇଅତୀତ ର ଫର୍ଦ୍ଦ ପରେ.ମଣିଷ ଜୀବନେ ଅତୀତ ଅଟଇସ୍ମୃତି ର ଅମାର ଘରନିଃସଙ୍ଗ ଜୀବନେ ପ୍ରବୋଧନା ଦିଏହୋଇ ଏକ ସହଚର.ସୁଖ ଦୁଃଖ ମିଶା ଅନେକ ସ୍ମୃତି ଯେମାନସେ ଥାଏ ସଞ୍ଚିତଭୁଲି ହୁଏ ନାହିଁ ଜୀବନ ରେ ତାକୁପାଉଁଶ ହେବା ପର୍ଯ୍ୟନ୍ତ.ଦରଦୀ ଜୀବନେ ଏଇ ସ୍ମୃତି ସତେଜୀବନରେ ହୁଏ ସାଥିସ୍ମୃତି କୁ ଅଣ୍ଡାଳି ସମୟ ସୁଅ ରେଚାଲେ ସେ, ନ ପଡି ଥକି.ମୁଠାଏ ସ୍ମୃତି ର…

Read More

ମାଆ ଓ ମମତା

ମାଆର ମମତା ସବୁଠୁ ମହାନକେହି ନୁହେଁ ତାହା ସରିସ୍ନେହ ଶରଧାର ଖଣିଟିଏ ମାଆସତେକି ସରଗ ପୁରୀ।ନଥାଏ ଛଳନା ଅବା ପ୍ରତାରଣାନିର୍ମଳ ମମତା ତା’ରସହେ ସେ କଷଣ ସନ୍ତାନ ପାଇଁ କିଆନ ଭାଵ କରି ଦୂର।ଦୁଃଖ ଭିତରେ ହିଁ ସୁଖ ପାଇଥାଏସନ୍ତାନ ମୁଖକୁ ଚାହିଁଅନାବିଳ ପ୍ରେମ ପରଷି ଦିଏ ସେତା ପରି କେହିତ ନାହିଁ।ପ୍ରାସାଦ ହେଉ ବା ନଡ଼ା ଛପରରେରହିଥାଉ ଯେଉଁଠାରେତା ସ୍ନେହ ମମତା ଊଣା ହୁଏ ନାହିଁକେବେହେଁ ସନ୍ତାନଠାରେ।ବଣ ବିଲ ନଈ ଯୁଆଡେ ଗଲେ ବିସାଙ୍ଗରେ ଛୁଆକୁ…

Read More

ଆମେ କ’ଣ ସ୍ବାଧୀନ….?

ତ୍ରିରଙ୍ଗା ତଳରେ ଦେଶବାସୀ ଭିଡ଼ଶୁଭେ ଜନ ଗଣ ମନ,ସଭିଙ୍କ ମନରେ ଉଠେ ପ୍ରଶ୍ନବାଚୀସତେକି ଆମେ ସ୍ବାଧୀନ…?ମତଦାତା ଏଠି ମତଦାନ କରିବାଛୁଛି ଯାହାକୁ ମୁଖିଆ,ସମ୍ପର୍କ ନୀତିରେ ସିଏ ବାଟବଣାଦେଖୁଅଛି ଏକ ପାଖିଆ ।କାଗଜରେ ଲେଖା ନୀତି ଧାଡ଼ି ଧାଡ଼ିସବୁ ହୁଏ ନାହିଁ ପାଳନ,ପାଳନ କରିଲେ କାଳେ ଚ‌ଉକିଟାଚାଲିଯିବ ହାତୁଁ ମେଲଣ ।ଅପରାଧୀ ପାଇଁ ଯେଉଁଠି ଓକିଲଯୁକ୍ତି ପାଇଁ ଅଣ୍ଟା ଭିଡୁଛି,ନ୍ୟାୟ ନିକିତି ଟା ଉପରୁ ତଳକୁଦୋହଲି ଦୋହଲି ଛିଡୁଛି ।ବାଘ, ଭାଲୁ ଠାରୁ ମଣିଷ ଟା ଏଠିମଣିଷ କୁ…

Read More

ମା

ହେତୁ ହେଲାଦିନୁ ଗୋଟିଏ ଶବ୍ଦର ପ୍ରତିଶବ୍ଦ ଏଯାଏଁ ଖୋଜି ଚାଲିଛି… ଶବ୍ଦଟି ହେଉଛି “ମା” କିନ୍ତୁ….ପ୍ରଦିଶବ୍ଦ ତମାମ୍ ଅଭିଧାନ ଖୋଜିଲା ପରେ’ବି ମୁଁ ଜମାରୁ ପାଉନି ତା ଛୁଆଁ…. ସିଏ ଜନ୍ମଧାତ୍ରୀ ସେବାକାରୀ ଧାତ୍ରୀ ପାଳନକର୍ତ୍ତୀ ବସୁଧା ଧରିତ୍ରୀ ଅବା କେଉଁ ଦେବୀର ପ୍ରତିମୂର୍ତ୍ତି…. ଯେବେ ଯେବେ ନିଜକୁ ଆସହାୟ ପାଇଛି… ଯାହାପାଖରେ ଟିକିଏ ରହିଯାଇଛି ନିଜର ସ୍ଥିତି ଜଣେଇ କିଛି ନା କିଛି ପାଇଛି,ପାଉଛି… ଆଶା… ପାଇ ଚାଲିଥିବି ନିଶ୍ଚୟ… ତେଣୁ… ସର୍ବଦା ମଥାନତ ସେଇ…

Read More

 ମାଁ

ଶୁଭ୍ର ଶରତ ରେ ମାଆ ମୋ ଆସିଛି ଦଶଭୁଜା ରୂପ ନେଇ। ନଈ ପଠା ଧାରେ କାଶତଣ୍ଡୀ ଝୁଲେ ଶୁଭ ସ୍ୱାଗତିକା ଗାଇ। ଗଙ୍ଗଶିଉଳି ଦିଗ ଚହଟାଇ ଗାଏ ମଧୁ ମୟୀ ଗୀତି । ଜହ୍ନ ରେ ଜୋଛନା ଝଲସାଇ ଦିଏ ଚନ୍ଦ୍ର ଉଦିଆ ରାତି। ସୁନେଲି ସଞ୍ଜ ରେ ଶିହରିତ ଜହ୍ନ ଜହ୍ନି ଫୁଲ ଓଠ ଫାଙ୍କେ। ବାହୁଡ଼ା ମେଘ ର ଅପୂର୍ବ ସମ୍ଭାର ମନୋହର ଛବି ଆଙ୍କେ। ଗାଁ ରୁ ସହର ସଜେଇ ହେଲାଣି…

Read More

ମାଁ

କେଉଁ ମାଁ କଥା କହିବି ତୁମକୁ ଉଭୟେ କରୁଣାମୟୀ ଜଣ କ ଗର୍ଭରୁ ଜନମ ହୋଇଛି ଆଉ ଜଣେ ମହାମାୟୀ। ଶରତ ଋତୁର ପାର୍ବଣ ଉତ୍ସବ କାଶତଣ୍ଡି ସଜାଇଛି ନିର୍ମଳ ଗଗନ ନୀଳ ରଙ୍ଗ ନଭ ସବୁଜ ଧରା ଦିଶୁଛି। ଏହି ଋତୁ ମଧ୍ୟେ ଆସିଥାଏ ମାଆ ନବରାତ୍ର ଦୁର୍ଗା ପୂଜା ଆଲୋକ ସଜ୍ଜିତ କୋଳାହଳ ମୟେ ଉଡାଇ ବିଜୟ ଧ୍ଵଜା। ଗୃହେ ଥିବା ମାଆ ସର୍ବସ୍ବ ଦେଇଛି ନିଃସ୍ଵାର୍ଥପର ସେବାରେ ମିଛେଇ ମାଆଟି ମିଛ କହି…

Read More

ମାଁ

ତୁମ ପରି ମାଁ ଥାଉଁ ଥାଉଁ କାହିଁକି ଡରିବି ଏଇ ଦୁନିଆ କୁ, ଯିଏ ପଛେ ଯେତେ କଷ୍ଟ ଦେଉ ତୁମ ପରି ମାଁ ଥାଉଁ ଥାଉଁ। ଜାଣିଛି ମାଆ ମୁଁ ଅମାବାସ୍ୟା ପରେ ପୁନେଇଁ ଆସିବା ସତ , ପଣତ ତଳେ ମାଁ ଶକ୍ତି ଦେଉଥିବୁ କରିବୁନି ତାକୁ ଛୋଟ। ପୁଅ ଝିଅ ଦୁଃଖ ଦେଖିଲେ ମାଆର ଆଖିରେ ଆସ‌ଇ ଲୁହ, ତୁମେ ସବୁ ଦେଖି ସହି ପାରିବକି ସତ କରି ତୁମେ କୁହ ।…

Read More

ମା

ମା.. କେବଳ ମାଆ!ଯେତେ ଚାହିଁଲେ ବି ଲେଖି ହେବନାହିଁତା’ ଜାଗାରେଆଉ କାହାର ନାଆଁ। ତାର ଗାଳିବଡ଼ ଦାଣ୍ଡର ଧୂଳିକାନି ପଣତଶିରୀମନ୍ଦିର ର ନେତ। ତା’ର ଭଲ ପାଇବା ଆଉ ସ୍ନେହକେଉଁ ଗୁଣରେ ବିକୈବଲ୍ୟ କଣିକା ଠୁ କମ୍ ନୁହଁ । ସାକ୍ଷାତ କଳ୍ପବଟନିଜେ ଜଳିଜଳି ପୁରା କରୁଥାଏପ୍ରତିଟି ମୁହୂର୍ତ୍ତେଆମ ଅସରନ୍ତି ଅଳି ଅଝଟ। ମୁକ୍ତି ମଣ୍ଡପରମୁକ୍ତ ସଂସ୍କାର ଟିଏ ମାଆଜୀବନ ନଈରେପାର ହେବା ପାଇଁ ଏକମାତ୍ର ରାହା। କହିପାର ତାକୁସେବା ଓ ମମତାର ପ୍ରତିମୂର୍ତ୍ତିଅନାସକ୍ତ ସନ୍ଥଟିଏମୁଁ କିନ୍ତୁ…

Read More

“ମାଁ”

ନମସ୍ତେ ନମସ୍ତେ ମାଗୋ ଦୁର୍ଗତିନାଶିନୀନମସ୍ତେ ନମସ୍ତେ ମାଗୋ ସଙ୍କଟହାରିଣୀ।।ମହାମାୟୀ, କାତ୍ୟାୟିନୀ ମାଗୋ ଦଶଭୁଜାଧରାଧାମେ ନାନା ରୂପେ ମାଗୋ ପାଉ ପୂଜା।।ଶିବଙ୍କ ଘରଣୀ ମାଗୋ ଉମା ହୈମବତୀମହାଶକ୍ତି ଯୋଗମାୟା ମାଗୋ ଶୈଳପୁତ୍ରୀ।।ନମସ୍ତେ ନମସ୍ତେ ମାଗୋ ମହିଷାମର୍ଦ୍ଦିନୀନମସ୍ତେ ନମସ୍ତେ ମାଗୋ ଜଗତ ଜନନୀ।।ସତ୍ୟ ଯୁଗେ ମହିଷାର ଅତ୍ୟାଚାର ପାଇଁଅଗ୍ନିସମ୍ଭୁତା ରୂପରେ ମରତେ ଓହ୍ଲାଇ।।ହୀନମତି ପାପିଷ୍ଠକୁ କରିଲ ନିଧନପାପ ନାଶି କରିଥିଲ ଜଗତ କଲ୍ୟାଣ।।ଦ୍ୱାପରରେ ଶ୍ରୀରାମ ଯେ ତୁମ ପୂଜା କରିଉଦ୍ଧରିଲେ ମାତା ସୀତା ଦଶାନନ ମାରି।।ଖଣ୍ଡା ଖର୍ପରଧାରିଣୀ କାଳୀ ମହାକାଳୀଭୈରବୀ…

Read More