ଗାଆଁ ର ମହକ

ଚାଉଦିଗେ ତା’ର ସବୁଜ କିଆରୀପାଚିଲା ଫସଲ ହସ ,ଦୂର ପାଟ ବିଲେ ଖଜୁରୀ ତାଳ ରଶୋଭା ତ କରେ ବିବସ ।।ତା ଆଗ ପଟକୁ ଅଙ୍କା ବଙ୍କା ନଈକାଚ କେନ୍ଦୁ ପାଣି ଧାର ,କୁଳୁକୁଳୁ ସୁରେ ଗୀତ ଗାଇ ଧାଏଁସତେ କି ରୂପେଲି ଗାର ।।ଗାଈଆଳ ଟୋକା ବଇଁଶୀ ଶବଦଗୋଠ ଆମ୍ବ ତୋଟା ତଳେ,ବାହୁଡନ୍ତି ଗୋରୁ ଗାଆଁ ଦାଣ୍ଡେ ଧୂଳିନୂଆଁଣିଆ ସଂଜ ବେଳେ ।।ଗାଆଁ ମଝି ଠିଆ ମନ୍ଦିର ଦୁଇଟାଜଗନ୍ନାଥ ବଡଦିଅଁ ,ଠାକୁରାଣୀଙ୍କର ଆଶୀଷ ମିଳଇସିନ୍ଦୂର ବେଳା…

Read More

ଆମ ଗାଁ

ଟିକି ଗାଁ ଆମ କେଡ଼େ ସୁନ୍ଦରହେଉ ପଛେ ଘର ଚାଳ ଛପର।ସକଳ ସୁଖ ତ’ ସେଇଠି ଅଛିଧନ୍ୟ ମୋ ଜୀବନ ସେଠି ଜନ୍ମିଛି। ପ୍ରାଚୀ ଦେଶେ ଯେବେ ସୁରୂଜ ଉଏଁନିତି ନୂଆ ନୂଆ କଥା ସେ କହେ।ମନ୍ଦିରର ଘଣ୍ଟ ଗ୍ରାମ ଦେଉଳଶ୍ଳୋକ ଆଉ ଶଙ୍ଖ ଶବ୍ଦର ତାଳ।ଭକତି ଚେତନା ଭରେ ମନରେଆପେ ମଥା ନୁଏଁ ବିଭୁ ପୟରେ। ପରସ୍ପର ସ୍ନେହେ ବନ୍ଧା ସଭିଏଁକୁଳୁ ଗୀତ ଗାଇ ନଈଟି ବହେ।କାଚ କେନ୍ଦୁ ପରି ତାହାର ପାଣିଗାଁ ଶିରୀ ନିଏ…

Read More

ମୋ’ ଗାଆଁ

ମୋ’ ଗାଆଁ,ମୋ’ ଗାଆଁ ପରିଆଉ ରହିନାହିଁ,ସହର ହୋଇଯାଇଛି…! ଗାଁ ରାସ୍ତାମାଟିରୁ ସିମେଣ୍ଟିଆ ପାଲଟିସାରିଛି,ସ୍ଥାନେ ସ୍ଥାନେଦାନ୍ତ ନେଫାଡି ଅକ୍ଷାସ କରୁଛି…! ଗାଁ ମାଟି ଘରକୋଠା ହୋଇସାରିଛି,କାନ୍ଥରେ ଲେଖାଥିବାଆବାସ ଯୋଜନାର ଇତିବୃତ୍ତିସ୍ଥିତାବସ୍ଥାର ଡିଣ୍ଡିମ ପିଟୁଛି…! ମୋ’ ଗାଆଁର ଭାଗବତ ଘର,କ୍ଲବ୍‌ ଘର ରୂପନେଇଯୁଆନଙ୍କ ଆଡ୍ଡା ପାଲଟିଛି,ବୁଢ଼ାବୁଢ଼ୀ ବାପାମାଆଙ୍କ ଅବସ୍ଥାକୀଟ ପାଲଟୁଛି…! ଝିଅବୋହୂଙ୍କ ସ୍କୁଟି ଚଲା ଦୃଶ୍ୟସିନେମା ପରି ଲାଗୁଛି,ଓଢ଼ଣା ବଦଳରେସାରା ମୁହଁ ଓଢଣୀ ଢାଙ୍କୁଛି…! ଗାଁ ଖେତ ଖଳା ଆମ୍ବତୋଟାଡଙ୍ଗର ନଲିଆଭୂଗୋଳ ପୋଥିପତ୍ରରୁକେଉଁ କାଳୁ ହଜିସାରିଛି,ପରିବେଶ ଖାଁ ଖାଁ ଲାଗୁଛି,ସବୁଆଡଆଇଁଷିଆ…

Read More

ମୋର ଗାଁ

ବୁଲିଯିବା ଆସ ମୋ ଜନମ ଭୂଇଁକୁମନଲାଖି ଗାଆଁଟିଏପରିବେଶ ତାର ଅତ୍ୟନ୍ତ ସୁନ୍ଦରହୃଦୟକୁ ମୋହିନିଏ। ସବୁଜ କ୍ଷେତରେ ସୁନାର ଫସଲମହମହ ହୋଇ ବାସେବନ ଉପଵନ ଫୁଲେ ଫଳେ ଭରାମନ ସହଜେ ହରଷେ। ଗାଆଁ ଦୁଇପାଖେ ଦୁଇଗୋଟି ନଈକଳ କଳ ନାଦେ ବହିଦୁଃଖ ସହି ନିଜେ ସୁଖ ବାଣ୍ଟିଥାନ୍ତିମିଠା ମିଠା କଥା କହି। ଗାଆଁର ମଝିରେ କାଳିଆ ଠାକୁରଶୋଭା ପାଆନ୍ତି ମନ୍ଦିରେସୁଖେ ଦୁଃଖେ ଅବା ବିପଦେ ସମ୍ପଦେରହନ୍ତି ପ୍ରଭୁ ସାଥିରେ। ଗୀତ ନାଚ ଖେଳ ଗାଆଁ ପଡ଼ିଆରେହୋଇଥାଏ ସଞ୍ଜବେଳେଛୋଟ ପିଲାଠାରୁ…

Read More

ମୋର ଗାଆଁ

ଏଇ ଗାଆଁଟିରେ ଜନମ ମୋର,ଆଖେପାଖେ ଖ୍ୟାତ ସିନ୍ଦୂରପୁର llମାତାପିତା ଭାଇଭଉଣୀ ସଂଗେ,ଆଈଅଜା ସାଥେ ବଡ଼ ସରାଗେ llସାଙ୍ଗସାଥୀ ସହ ହୋଇକି ମେଳି,ଖେଳ ଖେଳିଅଛି ଭଳିକିଭଳି llଦାଣ୍ଡ ଧୂଳି ସେତ ବାସ ଚନ୍ଦନ,କ୍ଷଣେ ଛାଡିବାକୁ ନହୁଏ ମନ llସ୍ୱଚ୍ଛ ବନ୍ଧପାଣି କରି ଗୋଳିଆ,ପାହାର ଖାଇଛି ପିଠି ଦେଖିଆ llଗାଆଁ ଲୋକ ଆମ ଭାରି ବଢିଆ,ଖୁଣ ଶୁନ୍ୟ ଗୁଣେ ଯଥା ନଡ଼ିଆ llବିପଦେ ଆପଦେ ହୁଅନ୍ତି ଠିଆ,ନୁହନ୍ତି ଚିଲମ ଥଣ୍ଡା ମାଠିଆ llଏକତାର ଉଣା ନାହିଁ ଗାଆଁରେ,ବତାସରେ ପାଲ ଯେହ୍ନେଁ…

Read More

ମୋ ଗାଁ

ଗାଁ ଟି ମୋର ଅତି ସୁନ୍ଦରଶାଗୁଆ କ୍ଷେତ ,ନଈସୌନ୍ଦର୍ଯ୍ୟ ରେ ତା’ ଠାରୁବଳି ଗାଁ ଟି ଆଉ ନାହିଁ।ସକାଳ ଆସେ ମୋ ଗାଁ ରେସୁନେଲି କର ବୁଣିକାକ,କୁକ୍କୁଟ ଦିଅନ୍ତି ଡାକଉନ୍ମେଷ ସର୍ବ ପ୍ରାଣୀ।ପତର ଫାଙ୍କେ ବାଳୁତରବି ମୁହଁ ଦେଖାଇ ଆସେଗୋଲାପ ରାଣୀ ଦେଖାଇଠାଣି ବାସ ଛୁଟାଇ ହସେ।,ଗୋଧୂଳି ବେଳ ଗାଈଙ୍କମେଳ ସାନ୍ଧ୍ୟ ସୁନ୍ଦର ଦୃଶ୍ୟବିଦାୟୀ ସୂର୍ଯ୍ୟ ବୀଦିର୍ଣ୍ଣକରେ ପ୍ରତୀଚି ନଭ ଦେଶ।ମୋ ଗାଁ ର ଦୋଳ ମେଳଣରଜ ଓ ଦଶହରାବାରମାସରେ ତେର ପରବଜଗାଏ ଭାଇଚାରା।ମୋ ଗାଁ ର…

Read More

ମୋ ଗାଁ ରେ ଯେବେ ସଞ୍ଜ ଆସେ

ସଞ୍ଜ ନଇଁଲେ,ପକ୍ଷୀ ଯେବେ ନିଜ ନୀଡେ ଫେରଇ,ଗାଁ ଦାଣ୍ଡେ ଗୋରୁ ପଲ ତେବେ ଗୋଠକୁ ଫେରଇ,ଗୋରୁ ପଲ ଦେଖି ବତ୍ସା ଡାକେ ଗୋଠେ ହମ୍ବା ରଡି,ଗାଁ ଚାଳୁ କୁଣ୍ଡଳିତ ଧୂମ ଆକାଶେ ଯାଏ ଯେ ମିଳାଇ।।

Read More

ସ୍ୱାର୍ଥୀ ବ୍ୟକ୍ତି କାହାରି ନୁହନ୍ତି

ସ୍ୱାର୍ଥୀ ଅର୍ଥୀ ବ୍ୟକ୍ତି ମାନଙ୍କୁମୋ ଦୂରୁ ଜୁହାରନିଜ ସ୍ବାର୍ଥ ପାଇଁ କରିଥାନ୍ତି କାର୍ଯ୍ୟସେମାନେ ନୁହନ୍ତି କାହାର । ସ୍ବାର୍ଥ ରଖି ମିଳା ମିଶା କରନ୍ତିସ୍ବାର୍ଥ ସରିଗଲେ ଆଉ ନ ଚିହ୍ନନ୍ତିବନ୍ଧୁତା ର ମୂଲ୍ୟ ସେ କି ବୁଝନ୍ତିସ୍ବାର୍ଥ ପାଇଁ ତ ସମ୍ପର୍କ ରଖନ୍ତି । ଅର୍ଥ ଅଛି ବୋଲି ଦେଖାଇ ହୁଅନ୍ତିମୋଉଜ୍ ମସ୍ତି ରେ ବ୍ୟସ୍ତ ରୁହନ୍ତିପ୍ରତି ଦିନ ନିଶା ସେବାନ କରନ୍ତିନିଜ ଆୟୁଷ ନିଜେ ଘଟାନ୍ତି। ବ୍ୟସ୍ତ ବହୁଳ ରେ ଜୀବନ ବିତାନ୍ତିକାମ ପଡ଼ିଲେ ବନ୍ଧୁ…

Read More

ଶୁଭକାମନା

ଅତୀତର ଯେତେ ନୈରାଶ୍ୟ ତମିସ୍ରାନୂତନ ଆଲୋକେ ଯାଉ ଉଭେଇ….ନବ ଉଚ୍ଛ୍ବାସେ ନବନୀତ ଉଷାସ୍ଵାଗତିକା ଗାଉ ହସ୍ତ ବଢେଇ  । ଫୁଲଫୁଟା ସଞ୍ଜ ମହକ ସାଥୀରେତୋଳିଦେଉ ସ୍ନେହ, ପ୍ରୀତି ଗୁଞ୍ଜନ …….ରାତ୍ରିର ପଣତ ତଳେ ଶୋଇଶୋଇଚକ୍ଷୁ ଦେଖୁ ଥାଉ ନୂଆ ସପନ। ହସୁ ଉପବନ ବହୁବର୍ଣା ପୁଷ୍ପେନବ କିଶଳୟେ କୁସୁମଲତା….ସୁଖ କଲ୍ଲୋଳିନୀ ଛୁଇଁ ଯାଉ ଦେହଜହ୍ନ ବାଣ୍ଟୁ ଥାଉ ଖୁସି ବାରତା  । ଚବିଶ ସରିଛି ପଚିଶ ଆସିଛିଚାଲ ସର୍ବେ କିଛି ନୂଆ କରିବା ..ନିଜେ ହସି ହସି…

Read More

ଦୀପ ଜଳୁଛି

ଅନତି ଦୂରରେ ପ୍ରଦୀପ ଜଳୁଛିମନ୍ଦ ମଳୟ ମଧ୍ଯେଅମୃତ ସୃଷ୍ଟି ସୁନ୍ଦର ଦିଶୁଛିଅନ୍ଧକାର କୁକ୍ଷୀ ରନ୍ଧ୍ରେ। ଆଲୋକବର୍ଣ୍ଣାଳୀଦିଶିତଯାଉଛିମାୟା ମରିଚିକା ଭେଦିଅଖଣ୍ଡ ବିଶ୍ବାସ ଜାଗ୍ରତ ହେଉଛିଲଭି ସାଧନାରେ ସିଦ୍ଧି।ଚେତନାରପୁରେ ତୂର୍ଯ୍ଯନାଦ ଶୁଭେଅଜ୍ଞାନ ତିମିର ତଳେଜ୍ଞାନ ଗାରିମାରେ ଗରୀୟାନ ମହିସନାତନ ସୃଷ୍ଟି ପରେ ।ଭୁଲିଯାଅନାହିଁ ସ୍ବକର୍ତ୍ତବ୍ଯ ଯେତେଆପଣାକୁ କରି ପରଅବସାଦ ଗ୍ରସ୍ତ ହୁଅନାହିଁ ସର୍ବେଏ ଜଗତ ସଦିଚ୍ଛାର।ସତ ସ୍ନେହ ଯହିଁ ମରି ମରିଯାଏଛଳନାର ଛଳଭାରେମିଛ ଅହଙ୍କାର ପିନ୍ଧିସୁନାପାଗଜୁଲମ କରେ ସେଠାରେ ।ରାତି ପାହିଯିବ ସକାଳ ଆସିବଶୁଭିବ କାକଳି ତାନଭେଦାଭେଦ ଛାଡି ଦିଅ…

Read More