କିଛି ନିଷ୍ପାପ ଦଗ୍ଧିଭୂତ ନିର୍ଭୟା ମାନଙ୍କ ସ୍ଵୀକାରୋକ୍ତି ..!!

ହଁ.. ମୁଁ ବଞ୍ଚିଛି..ଦୁଃଖ ସମୁଦ୍ରରେ ଭାସିସୁଖର କୁଳ ଲଙ୍ଘିବାକୁ..!! କିମ୍ବା କୁହ..ନିଆଁରେ ପୋଡ଼ି ହୋଇ..ପୁନଃ ଜୀବନ୍ତ ହେବାକୁ..!! ଅଥବା କୁହ..ନିଜଠାରୁ ନିଜକୁ ଦୂରେଇ ନେଇ..ସମସ୍ତଙ୍କ ପାଖରେ ରହି..ପୁଣି ଥରେ ନିଜ ପାଖକୁ ଫେରି ଯିବାକୁ..!! ନା..ସତରେ..ମରିବା ଆଗରୁ..ବିକଳ ହୋଇ..କେବଳ ଥରେ..ଥରେ ମାତ୍ର..ନିଃଶ୍ୱାସ ନେବାକୁ..ବଞ୍ଚି ଯିବାକୁ..!!?? ହଁ..ବଞ୍ଚିଛି..କାରଣ..ବଞ୍ଚିବାକୁ ପଡୁଛି..ବାରମ୍ବାର ମରି..ବାରମ୍ବାର ହାରି..ବାରମ୍ବାର..ବଞ୍ଚିବାକୁ ହିଁ ହେଉଛି..!!?? କାରଣ ମୃତ୍ୟୁ..ଆହୁରି ମୋତେ ନିଜର କରିନି..କେଜାଣି..ଆହୁରି କେତେ ନିଃଶ୍ୱାସ ବାକି..ସେହି ଶେଷ ଶାନ୍ତିର ନିଃଶ୍ୱାସ ନେବାକୁ..!! ମଧୁମିତା ମିଶ୍ରଭୁବନେଶ୍ୱର୯୪୩୮୪୭୦୮୦୭

Read More

ମୁଇଁ

କବି ଖଗେନ୍ଦ୍ର ଦାସ୍, ଭୁବନେଶର୍ ଅନୁରୋଧ୍ ରକ୍ଷା କରି ସମଲପୁରି ଅନୁବାଦ୍,ତାଙ୍କର୍ କବିତା “ମୁଁ” ମୁଇଁ ଯେନ୍ତା ଆଏଁ କି ଅଛେଁଭାବି ନେସିଁ ସଭେ ଯାକିର୍ ହେନ୍ତା ବଲିହେଥୁର୍ ଲାଗି ତ ଖାଇଗଲି ଧୋଖାଥରେ ନୁହେ କି ଦୁଇ ଥର୍ ନୁହେକେତିନି କେତେ ଥର୍,ଥର୍ କେ ଥର୍ କରିବାଧି ଯାଏସି ଜିବନ୍ଛାତି ଭିତର୍ ଚିଆସି ପରେନିଜେ ନିଜ୍ କେ ଧିକାର୍ କର୍ସିଁକହେସିଁ”ନାଇଁ ନାଇଁ ଆରୁ ନାଇଁ”ମପା ଜୁଖା କରି ଦିନାଦୁ ବାଁଚି ଯିସିଁ ସିନେମିସିନ୍ ମୁନୁଷ୍ ବାଗିର୍…

Read More

ମୋତେ ପାରି କର

ମୂଳ ହିନ୍ଦୀ- ଡକ୍ଟର ଗୀତାଞ୍ଜଳି ରେଣୁ ଦାଶଅନୁସୃଜନ- ଦିବାକର ନାୟକ ମୋତେ ପାରି କର, ମୋତେ ପାରି କରହେ ବନ୍ଧୁ, ମୋତେ ନେଇଯାଅ ସେହି ପାରି କିଯେଉଁ ସ୍ଥାନକୁ କୌଣସି ରଙ୍ଗୀନ ସୁଖଦ ସ୍ଵପ୍ନହୁଏ ନାହିଁ ଆତଯାତ ।ତୁମେ ହିଁ କେବଳ ନିରହଙ୍କାରୀ ସାଧ୍ବୀ ଭଳିସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ତୁମେ ହିଁ ତ ଜଣେ ଭରସା ହୋଇ ଆସିଛଜୀବନର ଦୂତ ଭଳି !ମୋହ ମାୟା ପୂର୍ଣ୍ଣ ଏହି ସଂସାରରେଜଣେ ପ୍ରିୟ ବନ୍ଧୁ କାହିଁ ତୁମ ସରି !ତୁମେ ମୋର…

Read More