ଇଚ୍ଛା ପତ୍ର

ଅଳ୍ପ ଅଳ୍ପ ହୋଇମିଳେଇ ଚାଲିଛି ମୁଁତୁମ ହୃଦୟ ଦେଇଚକ୍ଷୁରୁ ଅଶ୍ରୁ ଧାରେଭାବନାର ମୂଲ ଏଠି କିଏ ବୁଝିଛି ?ଆଙ୍କି ଦିଅ ମୋ ସ୍ମୃତିକୁତୁମ କାନ୍ଥ ବାଡ଼େ ଅଲିଭା ଗାରେଳିନ ହେବ ଯେବେ ମୋ ଶରୀରଅଙ୍କୁରିତ ହେବି ମାଟିରୁଫୁଲ ଗଛଟିଏ ହୋଇତାରା ହୋଇ ଚମକି ନପାରେ ଆକାଶରେବିଶ୍ବାସ ଅଛି ଏତିକିବଞ୍ଚି ରହିଥିବି ସ୍ପନ୍ଦନ ହୋଇତୁମ ହୃଦୟରେ ।। ତଫିଜୁଲ ସମ୍ବଲପୁର

Read More

ତଥାପି ସେ ସତୀ

ପାଞ୍ଚ ନୁହେଁ ପଚାଶ ପୁରୁଷହୋଇ ପାରନ୍ତି ପ୍ରେମିକ, କେତେବେଳେ ସେ କେଉଁ ପୁରୁଷକୁପସନ୍ଦ ଆସେ ‘ଫୁଲ’ ପରି‘କଇଁ’ ପରି । ଚାରି ପଟେ ଭାରି ଭିଡ଼ଯୌବନ ର ଲାଳସା ରେଉନ୍ମତ୍ତ ହୁଅନ୍ତି ପାଗଳ ଭଅଁର । ଆଞ୍ଚୁଡି଼ ଯାଏ ଦେହ ମନସମଗ୍ର କୋମଳ ଶରୀର ଉଁ’ କି ଚୁଁ’ ର ଭାଷା ଟେ ଶୁଭେନିତା’ ନରମ ଓଠରୁ କିଏ ନିଜର ହେବ କିକାହାକୁ ନିଜର କରିବଅଡୁଆ କ୍ଷିଅର ନକ୍ସା ଠଉରେଇ ପାରେନି, କେବଳ ବାରଂବାର ଦେହ କୁ…

Read More

ଶୀତ୍

ସବୁ ଋତୁର୍ ଭିତରେଭଲ ଲାଗସି ମତେ ଶୀତ୍ଭଲ୍ ଲାଗସି ମତେ ଶୀତ୍ ତାର୍ ଲାଗି ମୋର୍ କେତେ କବିତାଆରୁ କେତନି କେତେ ଗୀତ୍ଆରୁ କେତନି କେତେ ଗୀତ୍ ଖରା ଥିଲେ ବରଷା ଅଛେଆରୁ ବରଷା ଥିଲେ ଶୀତ୍ଆରୁ ବରଷା ଥିଲେ ଶୀତ୍ ଗୁଟକର୍ ବିନା ଗୁଟେ ଅଧୁରାଯେନତା ମନର୍ ବିନା ମିତ୍ଯେନତା ମନର୍ ବିନା ମିତ୍ ଶୀତର୍ ଧୁକା ବାଜିଗଲେ ଥରେଫୁଟସି କେତେ ଫୁଲଫୁଟସି କେତେ ଫୁଲ୍ ଡାଲ୍ ପତର୍ ସବୁ ଝଟକୁ ଥିସନ୍ହସୁଥିସନ୍ ମୁଲ୍ ମୁଲ୍ହସୁଥିସନ୍…

Read More

बाबुल तेरा घर

याद आए बाबुल तेरा घर वो तेरा गांव,याद आती मlई तेरी पीपल की वो छांव।याद आए झूला मेरा याद आती गुड़िया,याद आती दादी अम्मा मीठी गोली पुड़िया।याद सताए बहना तेरी मीठी मीठी बातें,याद आए गर्मी के दिन बरसातों की रातें।याद आती नानी मेरी ममता की वो मूरत,याद आए भाई मेरा भोला भाला सूरत।आयेगी जब भाबी…

Read More

ମାଟି

ସକାଳ ପହରୁ ଗୁମ୍ ହୋଇ ରହିଥିବା ମେଘୁଆ ପାଗଟା ବର୍ଷିବ ବର୍ଷିବ ହୋଇ ଏବେ ସଂଧ୍ୟାରେ ବର୍ଷିବା ଆରମ୍ଭ କରିଛି। ବାପ,ପୁଅଙ୍କୁ ଆଳୁ ପକୁଡି ଦେଇ ମୁଁ ରୋଷେଇ ଘରେ ଚା ଛାଣୁଥିଲି, ଶୁଣାଯାଉଛି ରୁରୁ ଓଡିଆ ପଢୁଛି ।କାନ ଡେରିଲି।ସେ ତା’ବାପାଙ୍କୁ ପଚାରୁଛି, ବାପା ତଳକୁ ହାଫ୍ ସର୍କଲ କରି ୱାନ୍ ଦଣ୍ଡା ଦେଲେ ‘ଅ’ ଟୁ’ ଟା ଦଣ୍ଡା ଦେଲେ ‘ଆ’ ତ? ବାପା’ତ ନିଜେ ଲାପଟପ୍ ରେ ବ୍ୟସ୍ତ।ପକୁଡିରୁ ଖଣ୍ଡେ ପାଟିରେ ପକାଇ…

Read More

କନ୍ୟା ରତ୍ନ

କନ୍ୟାଟିଏ ପରା ଦୁଇ କୁଳ ହିତାନାଆଁଟି ତାର ଦୁହିତାଦୁନିଆ କୁ ଧରି ଚଳି ପାରିଲେସେ ହୁଏ ଜଗତ ଜିତାତା ଚଲା ପଥରେ ପଡିଥାଏ କଣ୍ଟାତାକୁ ଦେଖିବାକୁ ହୁଏଭାଗ୍ୟହୀନ ଥିଲେ ଯଦି କିଛି ଘଟେଅପଦସ୍ତ ସିଏ ହୁଏକନ୍ୟାଟିଏ ହୁଏ ଜାୟା ଓ ଜନନୀଭଗିନୀ ବି ହୋଇ ଥାଏଜନନୀ ରୂପରେ କେତେ ଖୁସିରେସମସ୍ତଙ୍କ ଯତ୍ନ ନିଏସୀତା ଓ ସାବିତ୍ରୀ ଅହଲ୍ୟା ଦ୍ରୌପଦୀତାଙ୍କରି ଆଦର୍ଶ ସିଏନିଜ ସୁଖ ଭୂଲି କଷ୍ଟକୁ ଆବୋରିସଂସାରେ ନାଆଟି ବାହେତାର ଅବଦାନ ସ୍ବର୍ଗଠୁ ବଡସବୁଠି ପ୍ରଶଂସନୀୟସ୍ନେହ, ପ୍ରେମ,…

Read More

ନୁଆ ବରଷ

ବରଷକେ ଥରେ ଆସିଛି ଧରାପୃଷ୍ଠକୁଆମ ଏ ନୁଆ ବରଷ ନୂଆ ସ୍ପର୍ଶଭୁଲିଯାଇ ରାଗ ରୁଷା ଆପଣାର କରିମନରେ ଆଣ ଯେ ଅଶେଷ ହରଷ ll ହେ ପ୍ରଭୂ ଜଗତ ନାଥ ଆହେ ଜଗନ୍ନାଥଅଜାଡି ଦିଅ ତୁମ ସ୍ନେହ କରୁଣାବନ୍ଧୁ ବାନ୍ଧବଙ୍କୁ ମୋର ଭଲରେ ଯେ ରଖବିପଦେ ନ ହେବେ କେବେ ବାଟବଣା ll ନୂଆ ବରଷର ନୂଆ ଆଶା ଉନ୍ମାଦନାନୂଆ ଚେତନା ନୂଆ ଜାଗୃତି ଆଣେଓଡ଼ିଆ ପରବ ଓଡିଶା ମାଟି ଗୌରବକୋଟି ଜନତାଙ୍କ ଯହିଁ ମନ କିଣେ…

Read More

ସମୟର ସାନ୍ତ୍ଵନା

କେଡେ ବିଶ୍ୱାସ ତୋରକେବେ ବି ତୋ ପ୍ରଶ୍ନର ଉତ୍ତର ଦେଉନଥିବାପାଷାଣ ଈଶ୍ୱର ଉପରେବିଶ୍ୱାସ ଥିଲା ଦିନେ ନା ଦିନେସମୟ କଡ ଲେଉଟାଇ କହିବଏବେ ପାହି ଆସୁଛି ରାତିକ୍ରମଶଃ ଫର୍ଚ୍ଚା ହୋଇ ଆସୁଛି ଦୂର ଦିଗ୍ବଳୟଧୀରେ ଧୀରେ ଅନ୍ଧାରକୁ ଏଡେଇ ଏଡେଇଆଲୋକ କରୁଛି ପ୍ରତ୍ୟାଗମନସମୟର ସାନ୍ତ୍ଵନାରେ ତୁ ପୋଛି ଦେଉଥିବୁଆଜୀବନ ଝରୁଥିବା ତୋ ଆଖି ଲୁହକୁତୋ ଓଠରେ ଧାରେ ହସ ଦେଖିବାକୁଶେଷ ହେଉଥିବ ଆମ ଯୁଗ ଯୁଗର ଅପେକ୍ଷା। ହେଲେ ଆଜିବି ସେହି ଲୁହ ଛଳ ଛଳ ଆଖିତୋ…

Read More

କୋଣ୍ଡାକାମ୍ବେରୁ: ଖୁଆଡ

ଛାତିରେ ! ଛାତିଏ ଅତିକ୍ରାନ୍ତ’ ଅତିତ ! ଇତିହାସରେ ବନ୍ଦୀମହଣେ ମହଣେ ବୀରବୀର୍ଯର ଵହ୍ନିକା ! ପଥର ପିଠିରେ ଲେସା,ଅଗ୍ନିଵୀରର ଆଞୁଳେ ସମର୍ପିତ ରକ୍ତାଞଳି ! କୋୟା “କ୍ରାନ୍ତି”ର ଗର୍ଜିତ’ ଘର୍ଘର ଘୋଷଣା !ସ୍ତବ୍ଦ କରିଦିଏ’ ସମଗ୍ର ବିଶ୍ଵବ୍ରହ୍ମାଣ୍ଡ । ମାଟି, ତତେଇଦିଏ ମଞକୁ !ପାଣି, ମତେଇଦିଏ ଧୈର୍ଯ୍ୟକୁ !ପବନ ଫୁଙ୍କେ, ବୀରବୀର୍ଯର କାହାଳୀ !ମାଳୁଆ ମଗଜ କାଟିଚାଲେଫିରିଙ୍ଗି ଫରମାନ୍ ର ବେକମୁଣ୍ଡ !ଟକ୍ ମକ୍ ଫୁଟୁଥାଏସିଂହ ଶାବକର ରକ୍ତସ୍ରୋତ !ବାହୁଡୁଥାନ୍ତି,ବେଣ୍ଟ ଡଙ୍ଗରିଆ କୋୟାଐର !ଆଟବିକ ଅଗଣାରଅକ୍ଷୌହଣୀ…

Read More

ମଣିଷ ରଚୁଛି ମହାଭାରତ

ଏ ଜଗତ ଅଟେ ବଡ଼ ବିଚିତ୍ରଜାଣି ପାରୁଛ କେମିତି ଚରିତ୍ର।ମଣିଷ କରେ ଭୁଳ,ମୋହ,ମାୟାତାପାଖେ ନଥାଏ ଟିକିଏ ଦୟା । ପଶୁକୁ ମାରି ଖାଉଛି ତାକୁଦୁଃଖ ନାହିଁ ଟିକିଏ ଆମକୁ ।ଧନ ଉପରେ ଅଧିକ ଲୋଭଧନ କଣ ସବୁ ଦିନ ଥିବ ? ମଣିଷ ଜୀବନ ଦୁଇ ଦିନିଆଗୋଟିଏ ଜନ୍ମ ଓ ମୃତ୍ୟୁର ନିଆଁ ।ଭାଇ ଭାଇ ମଧ୍ୟରେ କୋଳାହଳଏମିତି ଅଟେ ଏ ମର୍ତ୍ତ ମଣ୍ଡଳ। ପ୍ରଭୁ ଯୋଡୁଛି ତୁମକୁ ଦି ହାତ!ମଣିଷ ରଚୁଛି ମହାଭାରତ ।ବାପାକୁ ବୁଢା…

Read More