ବନ୍ଦେ ଉତ୍କଳ ଜନନୀ
ସୁନ୍ଦର ମୋ ମାଆ ଉତ୍କଳ ଜନନୀ ଗାରିମା ମୟୀ ମୋ ମାଟିଭାରି ମିଠା ଲାଗେ ମୋ ମାଟି ର ଭାଷା ପ୍ରିୟ ଓଡ଼ିଆ ଭାଷା ଟି,ସବୁଜିମା ଭରା ରତ୍ନ ଗର୍ଭା ମାଆ ହସଇ ବଣ ପାହାଡ଼ମନ୍ଦିର ମାଳିନୀ ଉତ୍କଳ ଜନନୀ ସାଜଇ ମଠ ମନ୍ଦିର,ବାର ମାସେ ତେର ପରବ ପାଳଉ ଉତ୍କଳୀୟ ପରମ୍ପରାମହ ମହ ବାସେ ଗାଁ ଠୁ ସହର ପର୍ବ ପର୍ବାଣୀ ରେ ବାସ୍ନା,କୃଷି ର ସମୃଦ୍ଧ ଉତ୍କଳ ର ମାଟି କ୍ଷେତ ରେ ହସଇ…