ବିସ୍ଥାପନ: ମଟର୍ ଆଏଲାନ କେଁ
ଉଠ୍ , ଉଠ୍ ବଡି ଉଠ୍ଦେଖ୍ ତ ମଟର୍ ଆଏଲାନ ରେଘରକେ ଯିବୁ ପରେଉଠ୍ ଗାସବୁଦିନ ରଡୁଥିଲୁଆଏଜ୍ ତୁନ୍ କାଏଁଯେ ହେଇଗଲୁଏ ବଡ଼ି ଉଠ୍ ନ ଗା….. । (ଫ୍ଲାସ୍ ବେକ୍) ଏ ହଁତାକାଣା ବଲସନ ଯେ ତତେଏ ମଙ୍ଗଲୁକାହିଁ ଗଲୁରେଦେଖ୍ ତ ପୁତାମଟର୍ ଅମିରଲା ନ କେଁଚାଲ ତ ଯିମା … ଖୋ, ମହାନଦୀର୍ ବଏଡ଼୍ ନୁହେଁ କମେଭୂଆସେନ୍ ହେଇକରି ଆସିଥିଲିବଏଡ଼୍ ଆସିଥିଲାମୁଡ଼ର୍ ବାଲ୍ ପଁର୍ରା ହେଇଗଲା ନତହବିଲ୍ ନୁହେଁ କମେ?ବାଉରି ଭାବଲ କେଁ ମତେ…