ମୋ ଫାଜିଲ୍ ପ୍ରିୟାର ଦୁଷ୍ଟ ଇସାରା

ଛୋଟ ବୟସକୁ ଆଣ୍ଟ କରିଆଜି ଚେଇଁଥିଲା କଳ୍ପନାତୀତ ବ୍ୟଥାଅବ୍ୟକ୍ତ କୋହରେ ମୁଁ ଜୀଉଁଥିଲିପିଇ ପିଇ ରସାଳ ପ୍ରଣୟ ବିଥିକାଅମଡା ବାଟର ବାଟୋଇଟିଏ ତ ମୁଁ ହେଲେ ତୋ ଇସାରା ମୋ ଥୁଣ୍ଟା ମନରେସୃଜିଛି ପ୍ରେମର କଁଅଳିଆ ପତ୍ର ତୁ ତ ଅଭିପ୍ସାର ଅମୃତ ଫଳଟେଯାହା ଭାବର ମହୁଆ ବର୍ଷାରେ ମୁଁ ଭିଜୁଛିପ୍ରତି ସ୍ଵପ୍ନଭିଜା ନିର୍ଝୁମ୍ ରାତିରେ ତୋ ନିରିମାଖି ମନର ଅଭିସାରରେକିଏ ଜଣେ ମନର କାନ୍ଥରେ ଆଙ୍କିଲାଣିମାଣବସା ଗୁରୁବାରର ଝୋଟି ଚିତା ଉଜାଣି ଆଖିରେ ଗୋପନର କଣା…

Read More

ଲୁହ

ଲୁହ ତୁ ହିତାଙ୍କାକ୍ଷି ନାଁ ସ୍ୱାର୍ଥବାଦିଆଉ କି’ ନାଁ ତୋର,ରଙ୍ଗ ହିନ ବିନ୍ଦୁ ରୁ ହେଉ ଆରମ୍ଭପଥ ଟି ହୃଦ ଗଭିର ।। ଖୁସିରେ ସମୟେ ବହି ମୁକ୍ତସମଦୁଃଖ ରେ ଝରା ଶ୍ରାବଣ,ହୃଦୟରେ ଯେବେ ଉଠିଥାଏ କୋହବୋହି ଯାଉ ଅନର୍ଗଲ ।। ପୁଣି କେବେ ହଠାତ ଚାଳି ଆସୁଅମାନିଆ ଢେ଼ଉ ଟେ ସାଜି,ଅତୀତ ର ସେ ଅଭୁଲା ସ୍ମୃତି କୁଭିଜେଇ ଦେବ ବୋଲି ।। ଆନନ୍ଦ ଉଲ୍ଲାସେ ନାଚି ଉଠୁ ପୁଣିଯେମିତି ମନ୍ଦାକିନୀ ଜଳ,ତତେ ଚିହ୍ନିବା ଭାରି…

Read More

ରାସ୍ତାର ପଥର

ଅନେକ ଅସଫଳ କାହାଣୀର ନାୟକ ମଧ୍ୟଏଇ ରାସ୍ତାରେ ତାଙ୍କ ପାଦ ଚିହ୍ନ ଛାଡ଼ିଛନ୍ତିଯାହାକୁ ତୁମେ ସଫଳତାର ରାସ୍ତା ବୋଲି କହୁଛ ଭୋର୍ ରୁ ଅନ୍ନଦାତା ଟିଏ ଏହି ରାସ୍ତାରେ ଯାଇଥିଲାମରୁଡ଼ି ସହ ଯୁଝୁଥିବା ଫସଲ ନିକଟକୁଭିକ୍ଷୁକ ମଧ୍ୟ ବାରମ୍ବାର ଧାଏଁ ଏହି ରାସ୍ତାରେଏକ ଆଶା ନେଇ, ପେଟର ଭୋକ ମେଣ୍ଟେଇବାକୁ ଅପେକ୍ଷା କେତେ ଯେ ଦୀର୍ଘ ଜାଣିନଥିଲା ସେ ପ୍ରେମିକାଆକାଶର ବକ୍ଷକୁ ମାପିବା ପାଇଁ ବାହାରିଥିଲାଏଇ ଅବାହୁଡା଼ ପଥରେକମାର ଲୁହାକୁ ଗରମ କରି ଆକୃତି ପରିବର୍ତ୍ତନ କରୁଥିଲାତା…

Read More

ପ୍ରେମ ର ଭାଗ୍ୟ

ବଡ଼ ସହରଟିର ଛୋଟିଆ ପାର୍କ ଭିତରେ ଭାଲେଣ୍ଟାଇନ୍ସ ଡ଼େ ର ପ୍ରେମୀ ଯୁଗଳ ଙ୍କୁ ଠାଏ ଠାଏ ଦେଖିବାକୁ ମିଳୁଥିଲା ସେଦିନ l ଅନ୍ୟ କେତେଜଣ ଏମିତି ଉଦ୍ଦେଶ୍ୟ ବିହୀନ ହୋଇ ପଶି ଆସିଥିଲେ ଟିକେ ଘେରାଏ ବୁଲି ଆସିବା ପାଇଁ ନହେଲେ ଦିନ ଏଗାରଟା ରେ କାହାର କାମ ନାହିଁ ଯେ ପାର୍କ ବୁଲିବାକୁ ଯିବ, ଆଜିକାଲି ତ ରାତି ରେ ହିଁ ପାର୍ଟି କରିବା ପାଇଁ ଲୋକ ପସନ୍ଦ କରୁଛନ୍ତି l ଝିଅଟିଏ ଅଳ୍ପ…

Read More

ଆସିଛି ବସନ୍ତ ମୃଦୁ ମଳୟ

ଆସିଛି ବସନ୍ତ ମୃଦୁ ମଳୟ ରେ ଚୋରେଇ ନେଇଛି ମନସଜେଇ ହୋଇଛି ଧରଣୀ ରାଣୀ ଲୋ ମୋହେ ମନଉପବନ, ନେଇଛି ବିଦାୟ ମରତ ରୁ ଶୀତ ଆସିବେ ତ ଋତୁ ରାଜନବ ପଲ୍ଲଵ ରେ ଶୋଭେ ତରୁଡାଳ ପ୍ରକୃତି ହୋଇଛି ସଜ,, ପୁଷ୍ପ ସମ୍ଭାର ର ସୁମହକ ମୋହେ ଛୁଇଁ ଛୁଇଁ ସବୁ ପ୍ରାଣସବୁଜିମା ମୟ ଧରା ଉପବନ ଆସିଛି ବସନ୍ତ ଲଗ୍ନ,, ହଳଦୀ ବସନ୍ତ ମତୁଆଲା ହୋଇ ଗାଏ ମଧୁର ସଂଗୀତକଅଁଳ ସୁରୁଜ କିରଣ ରେ…

Read More

ଇଲେକ୍ସନ

ଆଏଲେ ଇଲେକ୍ସନ୍ କେତେ ଟେନ୍ ସନ୍ନେତା ମନ୍ତ୍ରୀ ମାନ୍ କର୍,ଘର୍ ଘର୍ ଯାଇ କହେସନ୍ ସବ୍ କେ,ଦେମୁ ଇନ୍ଦ୍ରା ବାସ୍ ଘର୍।। ନାଇଁ ଥାଉ ପଛେ ଚିହ୍ନା କି ଜନା,ବେଭାର ଦେଖ୍ ବ କେତେ,ଜେନ୍ ତା ମିତ୍ରି ଡାକ୍ ସନ୍ ସବ୍ କେ,ମାଆ ର୍ ପେଟ ର୍ ଭାଇ ସତେ।। ଗୁଟେ ଥାଳି ରେ ଭାତ୍ ଖାଇ ଦେବେ,ପିବେ ଅଁଏଠା ପାନି,କାମ୍ ସରିଗଲେ କିଏ ଆର୍ ପଚାରେ,ନାଇଁ ପାରନ୍ କାହାକେ ଚିହ୍ନି।। ଦେବେ ପଏସା ପିଆବେ ପାଉଚ୍ଖୁଆବେ…

Read More

ବିନା ଦୋଷେ ମୋତେ କଲୁ କଳଙ୍କିନି

ନ ବୁଝି ନ ସୁଝି ପର କରି ଦେଲୁଭାବିଲୁନି ମନେ ଥରେ ,କେତେ ଭଲ ତୋତେ ପାଉଛି ରେ ସାଥିହୃଦୟ କୁ ଥରେ ପଚାରେ |(୧)ସମୟ ମୋହରି ଭଲ ନାହିଁ ବୋଲିପରିସ୍ଥିତି କଲା ବାଟ ବଣା,ଆଖି ତୋର ଆଜି ଧୋକା ଖାଇଗଲାହୋଇଗଲା ଭୁଲ ବୁଝାମଣା | (୨)ମା ବାପା ଇଚ୍ଛା ସ୍ବପ୍ନ କୁ ତୁଟାଇଦୌଡ଼ି ଯାଇଥିଲି ତୋ ପାଖେ,ଆସା ଭରସା କୁ ତୁଟାଇ ଦେଇ ମୋଛାଡି ଦେଲୁ ହାତ ଅଧା ବାଟେ | (୩)ବୋଝ ବୋଲି ଯଦି…

Read More

ପ୍ରିୟତମା

ଘରେ ତେଳ ଲୁଣର ବଜେଟ୍ ସମ୍ଭାଳୁଥିବା ଘରଣୀ ହଠାତ୍ ଚେତାବନୀ ଦେଲେ, ବହୁତ ହୋଇଗଲା। ଏଥର କବିତା ଲେଖା ବନ୍ଦ କର। ଦେଖ ଦୁନିଆଁ କେବେଠୁ ବଦଳିଗଲାଣି। ଆଉ ତୁମେ ଭଙ୍ଗା ଚେୟାର୍ ଭଳି ସେମିତି ଗୋଟିଏ କଣରେ ପଡ଼ିଥାଅ। କ’ଣ ମିଳୁଛି ସେଥିରୁ ଯେ।ଘରଣୀଙ୍କ ମଥା ହଠାତ୍ କାହିଁକି ଘୁରିଲା କିଛି ବୁଝିବା ଆଗରୁ ଆଉ ଏକ ବିସ୍ପୋରଣ। ଦରଦାମ୍ କେବେଠୁ ଆକାଶ ଛୁଆଁ ହେଲାଣି। କିଛି ଜାଣିପାରୁଛ ନା ନାହିଁ। ଏଥର ତ ଆଉ…

Read More