श्रेणी: Blog
Your blog category
ଫଗୁନ୍ ରାତିର ଆକାଶ୍
ଥରେ ରାତି ଦୁଇଘଡି ସମିଆଥିଁଟିକେବି ବାଦଲନେ ଛାଇ ହଇଥିବାରହେ ଆକାଶ କେ ପଚାରାଲିଁଆଏଜ୍ ତ ତୁଇଁ ଭଲ ଅଛୁଭଲ କରି ଜହ୍ନର ଉକିଆଟେ ପାଉଛୁ।ରଗଁ ରଗିଁଆ ତାରା ମନକର୍ ସଂଗେଚକମକ୍ ତୁଇଁ କରୁଛୁରଜା ଘରର ଫୁଲବଗିଚା ବାଗିର୍ଫଗୁନରାତିର ଆକାଶସତେ କେତେ ଭଲଦିଶୁଛୁ ।ନିଲିଆ ଆକାଶେଁ ସଫେଦ ଶାଢ଼ୀଟେସଥେ ତ ଢାପିହଇଛେଉକିଆ ଆକାଶେ ଜନ୍ ବିତାର୍ କରାମତି ଦେଖେଇଛେଫଗୁନ ରାତିର ଆକାଶସଥେତ ଭଲ୍ ଦିଶୁଛେ। ବୃନ୍ଦାବନ ପ୍ରଧାନ
ସାଧବ ବୋହୁ
ବରଷା ର ଧାରାଦେଖି ଦିଏ ଯେବେଉଲୁସି ଉଠଇ ସାଧବ ବୋହୁ ର ମନତା ଦେହେ ଗୁଡାଇ ନାଲିଆ ପାଟଟିହରି ସଭିଙ୍କ ମନ ।ତା ଆଖି ସଜଳ ମୁହଁଟି ସୁନ୍ଦରଚାହାଣି ରେ ମନ ଜିଣେତା ଚାଲିରେ ସତେ ଫୁଲ ଝଡି ପଡେଓଠରେ ଗୋଲାପୀ ବୁଣେଚାରି ଆଡେ ଯେବେମେଘ ଘୋଟି ଯାଏଚଉଦିଗେ ଯାଏ ଭରିଅତି ଖୁସି ମନେ ସାଧବ ବୋହୁଟିଚାଲୁ ଥାଏ ଥିରିଥିରିଘାସ ଗାଲିଚାରେ କଅଁଳ ପତରେମୋତି ସମ ପାଣି ଝରେଲାଲ ଟୁକୁ ଟୁକୁ ସାଧବ ବୋହୁରନାଲିଆ ପାଖକୁ ଧରେବାଡି…
ତମେ ଗଲା ପରେ
ଚାଲେ ଯେବେ ଆଜିସ୍ମୃତି ସିନ୍ଧୁ ତୀରେପାଦଚିହ୍ନ ମୋରମୁଁ ଖୋଜିବୁଲେ ।ମିଶିଛି କେତେ ଯେଲୋତକର ନଈଢେଉ ବି ଖୁସିରଯାଇଛି ଭିଜାଇ ,କଳନା ମୁଁ କରିଚାଲେ। ପାଦେ ଫୁଟେ ଯେବେତୀକ୍ଷ୍ଣ ପଥରମନେ ପଡିଯାଏଗ୍ଳାନି ଅତୀତର ।ପାଦତଳୁ ଯେବେବାଲି ଖସିଯାଏକୋକୁଆ ଭୟରେଛାତି ଥରିଯାଏ,ଖୋଜେ ମୁଁ ହାତ ତୁମର । କାହିଁ ଇନ୍ଦ୍ରଧନୁସପ୍ତରଙ୍ଗ ବିଭାକାହିଁ ସେ ମଳୟଆତ୍ମସ୍ପର୍ଶୀ ବାଆ ।କଳୁଷିତ ଆଜିସ୍ମୃତିର ସାଗରମିଶି ମିଶି ତହିଁବିଷାଦ ଜହର,ଜୀଇଁବାକୁ ଖୋଜେ ରାହା । ତଥାପି ତୁମରସ୍ମୃତିକୁ ସେମିତିସୁନା ଶାମୁକାରେରଖିଛି ସାଇତି ।ହୃଦୟ କାନ୍ଥରେଆଙ୍କି ତାର…