ଟୁକୁନା ର ସ୍ଵପ୍ନ

ଥରେ ଟୁକୁନା ଓ ତା ମା ଖରାଛୁଟି ରେ ତା ମାମୁଁ ଗାଁ କୁ ଯାଉଥିଲେ l ହାରାହାରି ଗୋଟିଏ କିଲୋମିଟର ଯାଏଁ ଗାଡି ର ସୁବିଧା ନଥିବାରୁ ମା ପୁଅ ଚାଲିଚାଲି ଯାଉଥିଲେ l ଟୁକୁନା କହିଲା ମା ଏତେ ଖରା ପୁଣି ଗରମ ଲାଗୁଛି ଚାଲି କି ଯାଇ ହେଉନି, ମା କହିଲେ ପୁଅ ରେ ଆଗ ରାସ୍ତାର ଦୁଇ କଡ଼ରେ ବହୁତ ଗୁଡ଼ାଏ ଗଛ ଥିଲା ସେତେବେଳେ ନା ଏତେ ଖରା କାଟୁ…

Read More

ଶୂନ ର ଜୀବନ

ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫

Read More

ପ୍ରିୟାଗୋ…

ସ୍ବପ୍ନ ଦେଖିବାକୁ ଇଚ୍ଛା ହୁଏ ହେଲେରାତି ଅନୁମତି ଦିଏନିତମ ବାହୁ ର ତଳ୍ପେଶୋଇବା ଚାହେଁ ଗୋସେତକ ଟିକିଏପାଏନି….(୧)ତମ କେଶ ଗଭା ତଳବାସ୍ନାରୁ ଟିକେ ଆଘ୍ରାଣ ରୁ ଟିକେ ଭାବେସେତକ ମିଳେନିନିରାଶ ରହେପାଇବି ଆଉ କେବେ?….(୨)ଆଖିରେ ଦେଖେ ମୁଁଆକାଶକୁ ସିନାମୁଦିଦେଲେଆସେ ଅନ୍ଧାର ରାତିରଛାୟାମୋ ଶରୀର କଥାଭାବେନି ମୁଁ ଜମାତମେ ମୋର ଛାୟା…(୩)ପାଦରେ ତମର କବିତା ଛନ୍ଦଚାଲିଗଲାବେଳେଧୂଳି ଲେଖିଛି ଅନେକପଢି ମୁଁ ଅପଢା ରହିଲିତମେ ପରା ମୋରସକାଳେ ଫୁଟିବଅପେକ୍ଷାର ଫୁଲ କଢି…(.୪) Pratap RathBoudh

Read More

ନିତ୍ୟକର୍ମ

ନିତି ବେଗି ମୁହିଁ ଉଠିବିହେଳା କରିବି ନାହିଁ ,ଉଠି ମୁଖ ସଦା ଧୋଇବିକେବେ ଭୁଲିବି ନାହିଁ ।। ପେଟ ପରି ଷ୍କାର କରିବିଡ଼େରି କରିବି ନାହିଁ ,ହାତ ରେ ସାବୁନୁ ମାରିବିମଳି ରହିବ ନାହିଁ ।। ଦାନ୍ତ ଭଲ କରି ଘଷିବିଗନ୍ଧତ ହେବ ନାହିଁ ,ସକାଳ ଖାଦ୍ୟ ମୁଁ ଖାଇବିବେଳ କରିବି ନାହିଁ ।। ମୁଁ ବୁଝିକି ପାଠ ପଢିବିଜମା ଘୋଷିବି ନାହିିଁ ,ଘୋଷିଲେ ମନୁ ଭୁଲି ଯିବିମନେ ରହିବ ନାହିଁ ।। ତୈଳ ମାରି ସ୍ନାନ…

Read More

ସ୍ମୃତିରେ ପିତୃପ୍ରତିମ

ସୁମନ ସୌରଭ ଆଣିଲା ଗୌରବତୁମ କରସ୍ୱର୍ଶେ ଶିଳ୍ପୀଆଙ୍କିଗଲ କେତେ ନାନା ଜାତି ଚିତ୍ରହୁଏନାହିଁ ତାହା କଳ୍ପି ମରିଭୂମେ ମଧ୍ଯେ ଗୋଲାପ ଫୁଲରମେଳଣ ମଞ୍ଜୁଳ ଶୋଭାଘନ ତମିସ୍ରାରେ ଆଲୋକର ବହ୍ନିବିକାଶିଲା ତାର ଆଭା ଶିକ୍ଷାର ମନ୍ଦିରେ ଉନ୍ନତ ଶିରରେଉଡିଲା ବିଜୟ ଧ୍ୱଜାଭାଷା ସାହିତ୍ୟର ସୁଦୃଢ ସାରଥିରାଗ ଅଳଙ୍କାର ସଜା ଅବେଳେ ପଡିଲ କାଳଯମ ହାତେଝୁରେ ଏଠି ମନ୍ଦାକିନୀଝୁରେ ଗଂଗାଧର ମହା ବିଦ୍ୟାଳୟବୁଢାରଜା ସୁହାସିନୀ ଗୋଲକ ବାସିନୀ କୋଳେ ଧରିଥାନ୍ତୁଆତ୍ମା ପାଉ ସଦଗତିନିଳାଚଳ ନାଥ ଅନାଦି ପୁରୁଷଯାଚିଦେଉ ଗୋ ମୁକତି…

Read More

ବିରୋଧାଭାସ

ପାହାଡ ଭର୍ତ୍ତି ଅହଙ୍କାରଆକାଶ ଭର୍ତ୍ତି ଈର୍ଷା କୁ ଧରିଶାଶ୍ଵତ ପ୍ରେମର ଇଲାକା ଖୋଜିବାକଣ ବିରୋଧ ଭାସ ନୁହେଁ କି ?ସଂକୀର୍ଣ୍ଣ ତାର ଅନ୍ଧ ଗଳିରେବୃଥା ଅଭିମାନ ର ଦର୍ପଣ ବିକିବାକାମନାର ଵାରୁଦ ଗଦାରେ ଠିଆ ହୋଇଅଗ୍ନିକୁ ଆବାହନ କରିବାଅହଁ ର ଲଘୁ ଚାପକୁ ବାତଅଣ ଚାସ କରିବାକଣ ବିପରୀତ ଚେତନା ନୁହେଁ କି ? ସ୍ବାର୍ଥ ମିଶ୍ରିତ ଚେତନାର ହାଟ ରେକୁଶଳୀ ବେପାରୀ ସାଜି ବାନିଜ ଚୈତ୍ୟ ଚେତନାର ବାଣୀକୁଉପେକ୍ଷା କରିବାକଣ ନିଜ ଜୀବନକୁ ପ୍ରତି ପଦେହତ୍ୟା…

Read More

ଚାହା ବିକୁଥିବା ପିଲାର୍ ସପନ୍

ଚାହା ଚାହା ରଡି ଥିରେଲ୍ ପ୍ଲାଟଫରମ୍ ଗର୍ ଜେଇ ଦେଉଛେ,ଦୁଇ ପଏସାର୍ ଲାଗିଜୀବନ୍ ଟା ବାଜି ଲଗେଇଛେ ,କାଲ୍ ଛୁଇଲେ ଲୁହା ରାକ୍ଷସଟାଯେଚାପି ଦେବାଇ କଥା ଟା ସଭେ ଦେଖୁଛନ୍ ,ବୁଢା ବାପ୍ କେ ବିଡିଗୁଟେଆଉବୁଢୀ ମା’କେ କପଟା ଟେଘିନି ଦେବାର୍ ଆଘ୍ ରୁସଭେ ମରିଗଲେ ନ ।ଇ ପ୍ଲାଟଫରମ୍ ଟାଏକା ତାର୍ ମା ବୁଆ ,ଅଟ୍ କୁ ଅଟ୍ କୁ ନରଦି ଯାଉଛେବାବୁ, ଭାୟା, ଆଁଗିଆ ,ହଜୁରନୁକପ୍ ଟେ ବଢେଇ ଦେଉଛେ ।ବରସ୍ ଯାକର୍ ଯାତ୍ରା…

Read More

ଶେଷକୃତ୍ୟ

ଛଳନାର କୋକେଇରେ ସ୍ନେହର ଶବଟାବୋଧେ ଚାରିଦିନ ହେଲା ପଡ଼ିଛିପାଖ ମଡା ପୋଡ଼ା ପଡିଆରେଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣିଭାକ୍ ଭାକ୍ ହୋଇହେଲେ କାଇଁ ତ କେହି ଆସୁନିଏ ଶବର ଶେଷକୃତ୍ୟ ପାଇଁକାଇଁ ତ କେହି ଲୁହ ଗଡ଼ାଉନିକାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚାବେଆଇନ୍ ବକସିସ୍ ଆଦାୟ କରୁଛନ୍ତିକେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁମିଛ ଅପରାଧର ଦସ୍ତାବିଜ୍ ଦେଖେଇକାଇଁ ଥରେ ତ ଏଯାବତ୍ ଆସିଲେନିଶବର ବ୍ୟବଚ୍ଛେଦ ପାଇଁ…

Read More

ଶାନ୍ତି – ବିଶ୍ଵର ସ୍ପନ୍ଦନ

ହେ ଶାନ୍ତି !ଲୁଚିଛ କି ତୁମେ ଅମରାବତୀରେ ?ନା ଅଳଙ୍କୃତ କରିଛ ଅଳକାପୁରୀକୁ ?ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି,ହିଂସା, ରକ୍ତପାତ, ରୁଧିରର ହୋଲିଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର । ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜାଲହୁ…

Read More