श्रेणी: Blog
Your blog category
ଶେଷକୃତ୍ୟ
ଛଳନାର କୋକେଇରେ ସ୍ନେହର ଶବଟାବୋଧେ ଚାରିଦିନ ହେଲା ପଡ଼ିଛିପାଖ ମଡା ପୋଡ଼ା ପଡିଆରେଦୁର୍ଗନ୍ଧରେ ହୃଦୟ ବସ୍ତିଟା ଗନ୍ଧେଇଲାଣିଭାକ୍ ଭାକ୍ ହୋଇହେଲେ କାଇଁ ତ କେହି ଆସୁନିଏ ଶବର ଶେଷକୃତ୍ୟ ପାଇଁକାଇଁ ତ କେହି ଲୁହ ଗଡ଼ାଉନିକାନ୍ଥରେ ମୁଣ୍ଡ କୋଡି, ଛାତି ପିଟିପିଟି ସହରର ଫାଣ୍ଡିରେ ତ ମେଞ୍ଚେ ପୋଲିସ୍ବସି ପିଉଛନ୍ତି ଗରମ୍ ଗରମ୍ ନାଲି ଚାବେଆଇନ୍ ବକସିସ୍ ଆଦାୟ କରୁଛନ୍ତିକେତେ ଦରପେଟିଆ ନିସ୍ତେଜ ମଣିଷଙ୍କଠୁମିଛ ଅପରାଧର ଦସ୍ତାବିଜ୍ ଦେଖେଇକାଇଁ ଥରେ ତ ଏଯାବତ୍ ଆସିଲେନିଶବର ବ୍ୟବଚ୍ଛେଦ ପାଇଁ…
ଶାନ୍ତି – ବିଶ୍ଵର ସ୍ପନ୍ଦନ
ହେ ଶାନ୍ତି !ଲୁଚିଛ କି ତୁମେ ଅମରାବତୀରେ ?ନା ଅଳଙ୍କୃତ କରିଛ ଅଳକାପୁରୀକୁ ?ନିଃସ୍ଵ ଏ ବିଶ୍ୱ ଆଜି ତୁମ ବିରହେ ଜର୍ଜରିତ,ଆସ, ଆଲିଙ୍ଗନ କର ଏ ମୁମୂର୍ଷୁ ଜଗତକୁ । ବିଶ୍ଵ ବକ୍ଷେ ଆଜି କାଲି,ହିଂସା, ରକ୍ତପାତ, ରୁଧିରର ହୋଲିଶତ୍ରୁର ଚିତାଗ୍ନିରେ ପାଳିତ ହୁଏ ଦୀପାବଳୀ ।ଓହ୍ଲେଇ ଆସ ଥରେ ଏ ପ୍ରେମଶୂନ୍ୟ ଦେଶେଦେଖାଇ ଦିଅ ତୁମ ଶ୍ୱେତ ପ୍ରଶାନ୍ତ ରୂପ,ଶିଖାଇ ଦିଅ ମାନବକୁ ମୈତ୍ରୀର ମହାମନ୍ତ୍ର । ତୁମେ ଆସିଲେ ସଞ୍ଚରିବ ନବ ଉର୍ଜ୍ଜାଲହୁ…
‘ନାଟକ ଏଥର ତୁମେ’
କଳକାରଖାନାର ଧୂଆଁରେମାଟିର ରଙ୍ଗ ବଦଳି ଯାଇଛିକେବଳ ମାଟି ତ ନୁହେଁମଣିଷ ମଧ୍ୟ ବେରଙ୍ଗ ଦେଖାଯାଉଛନ୍ତିସଂଘର୍ଷର ଏହି କାହାଣୀରୟେ ହେଉଛି ଶେଷ ଦୃଶ୍ୟତା ପରେ…..ହୁଏତ କିଛି ସହାନୁଭୂତି ଓ କିଛିଆଖିରେ ଲୁହ ଛଳଛଳ ହୋଇପାରେଅବଶ୍ୟ କାହାପାଇଁ ବାଧ୍ୟ ବାଧକତା ନାହିଁ ! ମାଟିର ରଙ୍ଗ ବଦଳିଛି ତ, କ’ଣ ହେଲାମଣିଷ ରଙ୍ଗ ମଧ୍ୟ ବଦଳିଛି,ଏଥିରେ ନୂଆଁ କ’ଣ ଅଛି ଯେହଁ କିଏ ବିସ୍ଥାପିତ ହେଲାକିଏ ସ୍ଥାପିତ ହେଲାଅନେକ ହିସାବ ଅଛିଅସଂଖ୍ୟ ନାୟକ ଓ ଖଳନାୟକଏବେ ରହସ୍ୟମୟ ଭୂମିକାରେଅଭିନନ୍ଦନ କରୁଛନ୍ତିମୁହଁରେ…
ପଲସାଫୁଲ
ନାଲ୍ ଟହ ଟହ ଡଉଲ ଡାଉଲସତେ ସରଗ ନୁ ଅପସରୀକେନ୍ ଦେବତା ଅଭିଶାପ ବଲେହେଇଛେ ପଲସା ସୁନ୍ଦରୀବାଟେ ଘାଟେ ଯେନେ ଦେଖପଡ଼ିଚେ ଲାଲ୍ ଗାଲିଚାବାସ୍ ଗନ୍ଧ୍ ନାଇ ସିନା ତାରହୃଦୟ ଟା ଫରଛା ବଉଲିଆ ଧୁକା ହଲେଇ ଦେଉଛେ ତାର ସୁନ୍ଦର ନାକ୍ଗୀତ ଗାଇ କି ନାଚୁଛେ ସେ ହସ ଟା ବି ତାର୍ ଖାସ୍ଧରତି ମା ଲାଲ୍ ପାଟ ସତେପିନ୍ଧିଚେ ତାର୍ ଲାଗିମା ମଙ୍ଗଳା ଟାକି ଥିସନ୍ପୂଜା ପାଇବାର୍ ଲାଗି କାହିଁ କେତେ କବି ମନ୍…
ନିଜ୍’କେ ନାଇଁ ମାର୍
ନିଜର୍ ଜିବନ୍ ନିଜେ ହlର୍’ଲେଁଲାଗ୍’ସି ବଢ଼େ ପାପ୍ମାହାପୁରୁ ନେ ରଖ୍ ଭର୍’ସାସବୁ କର୍’ବା ଥାବ୍ । ଦୁଖ୍ ନାଇଁ ରହେ ହରେ ହର୍’ମିସାକିନ୍ଦ୍’ରି ଆଏବା ସୁଖ୍ତୁଇଁ କିଏ ଆଉ କହତ ବେଡାରାମ୍ ସିତା ଭି ପାଇଛନ୍ ଦୁଖ୍ । ଝାରେଁ ଜଙ୍ଗ୍’ଲେଁ ବୁଲ୍’ଲେ ରାମ୍ରଜାର୍ ପୁଓ ହେଇଁସହରେ ଜିବନ୍ ବଏଲେ ତିନ୍’ହେକଁଚା ଫଲ୍ ମୁଲ୍ ଖାଇଁ। ସମ୍’ସାନ୍ ଜୁଗ୍’ଲା ହରିଚନ୍ଦର୍ଲଟା ଘିଚିଥିଲା ନଲ୍’ରଜାଆମର୍ ଲୋକ୍ ଆଘ ମାକର୍ ଥିଲେମୁନୁସ୍ ହେଇଛନ୍ କିନି ବୋ ବଝା । ସମିଆ…
ଫଗୁନ୍
ଫଗୁନ୍ ଆନିଚେ ରଙ୍ଗ୍ ପସରାତାର୍ ସଙ୍ଗେ ହୁଲି ଖେଲ୍ଦୁଖ୍ ସୁଖ୍ ସବୁ ବାଆଁଟି ନେମାହେଇ ସଭେ ଆମେ ମେଲ୍ । ଫଲସା ଫୁଲ୍ ହଁସେ ମୁଲ୍ମୁଲ୍,ଲାଲ୍ ଗଲଗଲ୍ ହେଇ,ନୁଆଁ ଭୁଆସେନ୍ ଉଢନା ତଲେ,ହଁସୁଥିସି ଖଲ୍ ଖଲେଇ । ବାଦଲ୍ ଭିତରେ ସୁରୁଜ୍ ରଜାଖେଲୁଛେ ଲୁକ୍ ଲୁକାନି ,ଗରମ୍ ଥି ତତେଇ ଦେସି ଫେର୍ଶୀତଲ୍ ଖରା ଦେସି ବୁନି । ହୁର୍ ହୁରିଆ ବଉଲିଆ ଧୁକାତାର୍ ସଙ୍ଗେ ଖରାର୍ ଦାନ୍ଦି,ଘାଏ ହେସି ମନ୍ ଉସତ୍ ଫେର୍ମନ୍ ପକାସି କାନ୍ଦି…
क्या तुमको भी अच्छा लगता है
क्या तुमको भी अच्छा लगता है ये मन की मनमानियां,क्या तुमको भी सुनाई देती है ये लहरों की खामोसियां।क्या तुमको भी आभास होती है ये दूरीओ में नजदीखियां,क्या तुमको भी सताती है ये वक्त की नlफरमानिया।क्या तुमको भी सताती है ये वक्त की नlफरमानिया……..।।क्या तुमको भी दिखाई देती है ये नज़रों की गुस्ताखियां,क्या तुमको भी…
ହେ ସପନ ମାନେ
ହେ ସପନ ମାନେକେନ କେନ ବୁଲୁଥିସନସଥେ ଦେଖଲାବେଲକେକେଡେ ସୁନଁରଲାଗୁଥିସନଚମକୁଥିସନ,ଝଟକୁଥିସନମହକୁଥିସନ୍ମଲିଫୁଲ ବାଗିର୍।ହେ ସପନ ମାନେକେତେବେଳେଁ ତଖୁବ୍ କନ୍ଦାସନ୍ଖୁବ୍ ଦୁଖ୍ ଦେସନ୍ଆଁଖଲ ଧାର୍ବାହାର କରାସନ୍ଝରି ସରାବନର୍ଝକେର୍ ବାଗିର୍ ।। ବୃନ୍ଦାବନ ପ୍ରଧାନବାଉଲସିଁହା, ଭଟଲି, ବରଗଡ଼
ମୁଇଁ
କବି ଖଗେନ୍ଦ୍ର ଦାସ୍, ଭୁବନେଶର୍ ଅନୁରୋଧ୍ ରକ୍ଷା କରି ସମଲପୁରି ଅନୁବାଦ୍,ତାଙ୍କର୍ କବିତା “ମୁଁ” ମୁଇଁ ଯେନ୍ତା ଆଏଁ କି ଅଛେଁଭାବି ନେସିଁ ସଭେ ଯାକିର୍ ହେନ୍ତା ବଲିହେଥୁର୍ ଲାଗି ତ ଖାଇଗଲି ଧୋଖାଥରେ ନୁହେ କି ଦୁଇ ଥର୍ ନୁହେକେତିନି କେତେ ଥର୍,ଥର୍ କେ ଥର୍ କରିବାଧି ଯାଏସି ଜିବନ୍ଛାତି ଭିତର୍ ଚିଆସି ପରେନିଜେ ନିଜ୍ କେ ଧିକାର୍ କର୍ସିଁକହେସିଁ”ନାଇଁ ନାଇଁ ଆରୁ ନାଇଁ”ମପା ଜୁଖା କରି ଦିନାଦୁ ବାଁଚି ଯିସିଁ ସିନେମିସିନ୍ ମୁନୁଷ୍ ବାଗିର୍…