ସଂକଳ୍ପ
ସନ୍ଧି ସେ ତ ଶୀତଳଯୁଦ୍ଧରସ୍ବାକ୍ଷରରେ ନାହିଁ କିନ୍ତୁ ସ୍ୟାହି ସ୍ପର୍ଶ ଟିକେ ବି କେଉଁଠିସମୟ ବହିଯାଇଛି ସୁରିଲା ସୁଅରେପାଣିଗାର ପାଲଟିଛି କଥାସବୁ । କାହାର ବା ତ୍ରୁଟି ? ଯେତେ ଯେତେ ଥର ପୁଣି ପତିଆରା ପଣତ ପାତିଛିସେତେ ସେତେ ଥର ତୁମେ ଅଜାଡ଼ିଦେଇଛହତାଶାର ହୁତାଶନ ଉପେକ୍ଷାର ଉଆଁସରେ କିଛି !ସେତେ ସେତେ ଥର ଏଠି ଭିତରେ ମୋ ଭୀଷଣ ଭୂକମ୍ପଭୁଶୁଡ଼ାଇ ଭରସାକୁ ଭାଙ୍ଗିଛି ହୃଦୟନିଃଶବ୍ଦରେ, ନିଃସର୍ତ୍ତରେ –କେବେ କ’ଣ ଅନୁମାନ କର ?ଆଶାଚ୍ଛନ୍ନ ଆୟୁଷ ବାଓସ୍ତପତ୍ର…