ସାଥି
“ତୁମରି ପ୍ରେମର ଇନ୍ଦ୍ରଧନୁ ରଙ୍ଗେଯେବେଠୁଁ ଯାଇଛି ମଜିଦୁନିଆଟା ମୋର ହେଲା ରଙ୍ଗମୟତୁମରି ପ୍ରେମରେ ଭିଜି ll ସବୁଆଡେ ଦିଶେ ନାଲି ନେଳୀ ଫୁଲବସନ୍ତ ବଉଳ ବାସନାଚିଯାଏ ମନ କୋଇଲିର ସୁରେଶୁଣେ ଯେବେ ତୁମ ଭାଷ ll ଚଗଲି ମନଟା ମାନୁନାହିଁ ମୋରସମାଜ ବନ୍ଧନ ଧାରାପ୍ରେମ ଇନ୍ଦ୍ରଧନୁ ସପତ ରଙ୍ଗକୁଲେପିଛି ମୋ’ ଦେହ ସାରା ll ନାଲି ରଙ୍ଗ ସାଥି ସୁନ୍ଦର ଲାଗଇରଙ୍ଗେଇଛି ସିନ୍ଥି ମୋରଗୋଲାପୀରୁ ଟିକେ ଓଠେ ଲଗେଇଛିକଳା ମୋ’ କଜଳଗାର ll ପ୍ରୀତି ପାରାବାରେ ତୁମଙ୍କୁ…