ଧର୍ମ କର୍ମ

ରକ୍ତ ଅସ୍ଥି ମାଂସ ଦେହେ ଚର୍ମ ର ଢାଙ୍କୁଣି,ଧର୍ମ ସତ୍ୟ ଚିରନ୍ତନେ ମୋହ ର ଛାଉଣୀ।ଚଳନ୍ତା କଣ୍ଢେଇ ପରି ଶରୀର ସୁନ୍ଦର ,ଭିତରେ ଅସ୍ଥି ରକ୍ତ ମାଂସ ସମାହାର।ଶରୀର ସୁଖ ରେ ଅନ୍ଧ ହୁଏ ସିନା ଜୀବ,ପ୍ରଭୁ ପଦେ ଅନ୍ତ ହୁଏ ସବୁ ଦୁଃଖ।ପ୍ରଭୁ ପଦେ ରଖି ଲୟ କର ଭାବ ପ୍ରୀତି,ନ ରହିବ ଏ ସଂସାର ଦୁଃଖ ଭୟ ଭିତି।ସତ୍ୟ ଶିବ ସୁନ୍ଦର ର କର ଉପାସନା,ପ୍ରଭୁ ଭକ୍ତି କରି କର ଚିତ୍ତ ର ମାର୍ଜନା।ମିଛ…

Read More

ସର୍ବହରା

ମୋର ତ ସ୍ୱର୍ବସ୍ଵ ତୁମରକଣ ବା’ ଦେଇ ତୋଷିବିତୁମର ମନ ହୃଦୟ କୁ । ପ୍ରତ୍ୟେକ ରାତି କୁରଙ୍ଗୀନ କରିବାକୁ ଚାହେଁଇନ୍ଦ୍ରଧନୁ ଟେ ସାଜି । ମୋର ପ୍ରତ୍ୟେକ ଆଶା ଆକାଂକ୍ଷାଦଳି ଦେଇଛିତୁମ ରାସ୍ତା ରେ ଫୁଲ ଟେ ହେଇ । ତୁମ ଅତୃପ୍ତ ତୃଷ୍ଣକାନ୍ତ ହୃଦୟ କୁଶାନ୍ତ କରିବାକୁକୂଅ ଟେ ସାଜି ।। ତୁମ ପ୍ରତ୍ୟେକ ଦୁଃଖ ସୁଖେଗୁନ୍ଥି ହେଇଛିମାଲା ଟେ ପରି ।।ତଥାପି,ମନ କୁ ସଜେଇ ଦେବାକୁ ଚାହେଁପୁଣି,କଣ ବା’ ଦେଇ ଶୃଙ୍ଗାର କରିବି…

Read More

समय

सुनो सुज्ञानी जन कहूं मैं कर जोर,कौन बड़ा बलवान , इसमें होता है सोर।बड़ा कीमती समय है इसका न कोई मोल,समय रहते कर्म कर बंद तकदीरें खोल।समय से बड़ा ना कोई यहां समय बड़ा अनमोल,कद्र कर समय का इसको कभी न तोल।जो समय का मान रखे सदुपयोग इसका कर,कामयाबी उसकी कदम चूमे सफल होगा वह…

Read More

ମାଆ

ମମତା ମୟୀ ମୋ ମାଆଗରଭୂ ଯାର ଜନମ ମୋରଯା’ ପଣତ ତଳ ସାହାସିଏ ତ ମୋର ମାଆ ।। ବକ୍ଷୁ ତାର ଅମୃତ ଦେଇବଞ୍ଚାଏ ପ୍ରାଣ ଆମବିପଦେ ସେ ହୁଅଇ ସାହାକେ ହେବ ତାର ସମ ।। ତା ହାତ ଧରି ଶିଖିଲୁ ଚାଲିଶିଖିଲୁ ମାଆ ଠୁ କଥାଈଶ୍ବର ଙ୍କ ଠୁ ଅଟଇ ବଡତା ପଦେ ନୁଏଁ ମଥା ।। ଅତି ନିଜର ଜନମ ଭୂମିମାଆ ଠୁ ବଳି ଅଟେତା’ରି କୋଳ ମୋ ଆଶ୍ରୟଏଇ ଜୀବନ ପଥେ…

Read More

ନାରୀ

ନାରୀ ଅଟେ ସର୍ବଂସହl ନାରୀ ନାରାୟଣୀ,ସ୍ରଷ୍ଟା ଙ୍କ ଅନନ୍ୟ ସୃଷ୍ଟି ଶକ୍ତି ସ୍ୱରୁପିଣି ।ନାରୀ ସୃଷ୍ଟି ନାରୀ ସ୍ଥିତି ନାରୀ ଜନ୍ମଦlତ୍ରି,ସତୀତ୍ୱ ର ପରିଚୟ ସୀତା ଓ ସାବିତ୍ରୀ।ପୁରୁଷ ର ସମକକ୍ଷ ଆଧୁନିକ ଯୁଗେ,ପୁରୁଷ ଠୁ ଦୁଇପlଦ ନାରୀ ଚାଲେ ଆଗେ।ସ୍ରଷ୍ଟା ଙ୍କ ସୃଷ୍ଟି ରେ ଅନନ୍ୟ ସୃଷ୍ଟି ଅଟେ ନାରୀ,ପୁରୁଷ ପ୍ରଧାନ ସମାଜେ ଉପେକ୍ଷିତl ନାରୀ।ବଦଳିଲା ଯୁଗ ଏବେ ନାହିଁ ସେ ସମୟ,ଘର କୋଣ ନାହିଁ ଆଉ ନାରୀ ପରିଚୟ।ସାହିତ୍ୟ କଳା ବିଜ୍ଞାନ ସମସ୍ତ କ୍ଷେତ୍ର…

Read More

ତୁଠ ପଥର

କାମିନୀ ଙ୍କ ଗୋଟିଏ ଅଭ୍ୟାସ ଉପରେ ପଡି ଅନ୍ୟକୁ ଉପଦେଶ ଦେବା ଓ ସାହାଯ୍ୟ କରିବା l ଯେଉଁଥି ପାଇଁ ତାଙ୍କୁ କମ ହଟହଟା ହେବାକୁ ପଡେ ନାହିଁ l ତେଣୁ ସୁଧୀର ସବୁ ବେଳେ ନିଜକୁ ନିୟନ୍ତ୍ରଣ ରେ ରଖିବାକୁ କହନ୍ତି l ସମସ୍ତେ ସବୁ ବେଳେ ହସ୍ତକ୍ଷେପ ପସନ୍ଦ ପସନ୍ଦ କରନ୍ତି ନାହିଁ l ଫଳରେ ଅଯଥା ଅସନ୍ତୋଷ ଦେଖା ଦିଏ lବଡ ବୋହୁ ନିରା ବେଳେ ବେଳେ ଅଣ ନିଶ୍ୱାସୀ ହୋଇ ଯାଏ…

Read More

ଆ କଥା ହବା

ଆ କଥା ହବା ତୋ’ର ମୋ’ରଏମିତି ଏଇ ନିରୋଳାରେ ଟିକେ ଅନ୍ତରଙ୍ଗ ହବାତୁ ପରଖିବୁ ମୋତେ ଆଉ ମୁଁ ତୋତେତୁ ଜାଣିବୁ ମୋତେ ଆଉ ମୁଁ ବି ତୋତେତୁ ଚିହ୍ନିବୁ… ମୁଁ ଚିହ୍ନିବିଦୁହେଁ ହବା ଚିହ୍ନାଚିହ୍ନିଆଉ ନଭୁଲିବାକୁ ଉଭୟ ଉଭୟଙ୍କୁ,ସଂସାର ଭିତରେ, ସଂପର୍କର ଅଳନ୍ଦିରେ,ସହରୀ ଧୁଳି, ଧୁଆଁ ରେ ବେଶ୍ ଖାପଛଡ଼ାରେବିତିଗଲା ତିନି ପା’ …ନା ତୁ ଅନୁଭବ କଲୁ ନା ମୁଁ…ତୁ ବୁଝୁ କି ନବୁଝୁଏଠି ଏଇ ନିରୋଳା ବେଳାଭୂମିରେଏଇ ଅସ୍ତ ସୂର୍ଯ୍ୟର ହାଲକା କିରଣରେମୁଁ…

Read More

ଜୀବନକୁ ଡରିବୁନି ଧନ

ସଂଘର୍ଷରେ ହାରିଗଲେ ବି ଦୁଃଖ କରିବୁନି ଧନପତ୍ରଝଡ଼ା ପରେ ହିଁକଅଁଳି ଥାଏ ନୂଆ ପତ୍ରପଢା ବହିରେ ଖୋଜିବୁନିସଂଘର୍ଷରୁ ମୁକୁଳିବାର ମନ୍ତ୍ରକିଛି କଥା ଜୀବନ ଆପେ ଶିଖେଇ ଦିଏକିଛି ଶିଖେଇ ଦିଏ ସମ୍ପର୍କସମ୍ପର୍କକୁ ସାଇତିବୁ ତସ୍ୱାର୍ଥପର ଦୁନିଆରେ ଧର୍ଯ୍ୟ ସାଇତି ଶିଖ୍ନିଜକୁ କଷ୍ଟ ଦେଇ ସ୍ନେହ ବାଣ୍ଟିବା ଶିଖ୍ଏ ସମ୍ପର୍କ ବି ଏମିତି ରେ ଧନଯାହା ପାଇଁ ତୁ ବ୍ୟାକୁଳ ହୋଇ ଜୀବନ ସାରିଦେବୁତା ପାଇଁ ତୁ ହୋଇପାରୁ ଅପରିଚିତଯାହାକୁ ତୁ ସମ୍ମାନ ଦେଇ ପୂଜା କରୁଥିବୁସେ ହିଁ…

Read More