ଅଭ୍ୟାଗତ

ସବୁଥର ପରି ଏଥର ମଧ୍ୟତୁମେ ଆସୁଛ, ନାନା ରୂପ ରଙ୍ଗ ନେଇତମାମ ଆକାଶ ଫର୍ଚ୍ଚା ଫର୍ଚ୍ଚା ଲାଗେତୁମ ସ୍ବାଗତରେ ଭୂମି ରୁ ଭୂମା ପର୍ଯ୍ୟନ୍ତରଙ୍ଗ ବେରଙ୍ଗେ ହୋଇଛି ସଜେଇ । ହେ ଅଭ୍ୟାଗତ ତୁମ ଆଗମନେପ୍ରଫୁଲ୍ଲିତ ହୋଇ ଏ ଜଗତଆଶା ଆଶଙ୍କାରେ ତୁମକୁ ରହିଛି ଅନାଇହର୍ଷ ବଦନେ ତଥାପି ସମସ୍ତ ଆଶଙ୍କାକୁଛାତି ତଳେ ରଖିଛି ଯତନେ ଲୁଚାଇ । ଗୋଟି ଗୋଟି କରିଜୀବନର ଫର୍ଦ୍ଦ ଓଲଟି ଚାଲିଛିକିଏ ଏଠି ହସ କିଏ ପୁଣି ଲୁହ ସଞ୍ଚିଛିକିଏ ପୁଣି…

Read More

ନ୍ୟୁରୋଗ୍ରାଫିକ୍ ଆର୍ଟ: ଚିତ୍ରକଳା ମାଧ୍ୟମରେ ମେଡିଟେସନ୍

ଯେତେବେଳେ ମୁଁ ଜେଣ୍ଟାଙ୍ଗଲ୍ ଆର୍ଟ ମାଧ୍ୟମରେ ମେଡିଟେସନ୍ ବିଷୟରେ ଆଲାଚନା କରିଥିଲି, ଲେଖାଟି ସମ୍ପୂର୍ଣ୍ଣ ପଢିବା ପୂର୍ବରୁ ହିଁ ଜଣେ ଭଦ୍ରବ୍ୟକ୍ତି ମେସେଜ୍ କରିଥିଲେ, ‘ହଁ ଯେ ମାଡାମ୍, ଏଥିରେ ମେଡିଟେସନ୍ କେମିତି ହେବ?‘ସାଧାରଣତଃ ସମସ୍ତେ ଭାବନ୍ତି ଯେ ‘ମେଡିଟେସନ୍’ର ଅର୍ଥ ପଦ୍ମାସନ ନହେଲେ ଚକାମାଡି ଏକାନ୍ତରେ ଆଖି ବନ୍ଦ କରି ବସିବା। ନା’ ମେଡିଟେସନ୍ ବା ଧ୍ୟାନ ପ୍ରକୃତ ଅର୍ଥ ହେଉଛି ମନକୁ ଶାନ୍ତ ଓ ସ୍ଥିର କରିବା, ଏକାଗ୍ରତା ବଢାଇବା, ଆତ୍ମସନ୍ତୋଷ ଓ ଆତ୍ମତୃତ୍ପି…

Read More

ପତ୍ନୀ ପ୍ରତି

ତୁମେ ଯଦି ବୁନ୍ଦାଏ ଲୁହ ମାଗମୁଁ ତୁମକୁ ସମୁଦ୍ରେ ଲୁହ ଦେବିତୁମେ ଯଦି ଟୋପାଏ ରକ୍ତ ଚାହଁମୁଁ ରକ୍ତର ନଦୀ ବୁହାଇ ଦେବି,ତୁମେ ଯଦି ଜୀବନ ଟା ଚାହଁମୁଁ ତୁମ ପାଇଁ ହଜାର ଥର ଜନ୍ମ ନେବିତା ବଦଳରେ ମୁଁ ଚାହେଁତୁମ ଠାରୁ ମୋ ଅଧିକାର ଟିକକଯଦି ସେତିକି ଦେଇପାରସହିପାରେ ତୁମ ପାଇଁଦୁନିଆର ସମସ୍ତ ଯନ୍ତ୍ରଣା ଓ ଦୁଃଖ ସତ କହ,ସତ କହତୁମେ କଣ ସେହିଦିନମୋ ହାତ ପାପୁଲି ପରେସମର୍ପିଥିଲ ତୁମ ହାତନିମିଷକ ପାଇଁହୃଦୟରେ ଅନ୍ତର ସହିତ…

Read More

ଥର୍ ଥରି ଶୀତ୍

ମଗସିର୍ ମାସର୍ ଥର୍ ଥରି ଶୀତ୍ ହଲି ଯାଉଛେ ଦିହି,ଶୀତର୍ ଦାଉ ସହି ନି ପାର୍ ବାର୍ ଧର୍ତି ଆକାଶ ପୁରଥିବୀ।ସକାଲ୍ ପହନୁଁ ଶୀତେ ଭୂଆସେନ୍ ମାନେ ଉଠି,କବାର୍ କମ୍, ହଲଦି ମିରଚା ଥି ପଡଲେ ନ ଜୁଟି।କଲ୍ କଲି କାକୀର ଵହ କେ ଦେଖ ଆଏଲା ବନ୍ଧ୍ ଘାଟୁଁ ଫିରିସୂରୁଜ ଦେବ୍ ତା ନୁହେ ଅଆସନ୍ ଆକାଶ ବାଦଲ୍ କେ ଚିରି।ସୁନାରି ଘରର୍ ନୂଆଁ ଭୂଆସେନ୍ ଅଏଲତା ସର୍ ସର୍ ଗୋଡେ, ପାହେ ପାହେ ଚାଲି…

Read More

ଆସୁଛେ ନୂଆଁ ବରଷ୍

ନୂଆଁ ବରଷ… ନୂଆଁ ଦିନନୂଆଁ ନୂଆଁ ସବୁ ଲାଗସୀ ଅଏନ୍ନୂଆଁ କିତାବ, ନୁଆଁ ବନ୍ଧୁନୁଆଁ ଭୁଆଁସେନ କଥାଲଗସୀ ଅଏନ୍ ବଡା ମଧୁରକ୍ଷୀର୍ଷା ବାଗିର ସେନ୍ତାମାନିଥିଲୁଁ ନୁଆଁ ବରଷ ୨୩ କେବଡା ଧୂମଧାମଥିଫେର ପୁରନା ହେଲା ବଲିନାଏକ ଡ଼ିଆନୁ ତାକେବଡା ଦୁଃଖ ଦେଲ ବଲିକହି ବୁଲଲୁ ସମକେଫେରଉତ୍ସବ ମନେଇ ଧୂମଧାମଥିସ୍ୱାଗତ କରମୁଁ ନୂଆଁ ବରଷ ୨୪ କେହେନ୍ତାରେ ବୁଆନୂଆଁ ନୂଆଁ ସବୁ ସୁନ୍ଦରପୁରନା ହେଲେ ଗଲାଲେକିନ ଦୁଇ ଗୁଡ଼ିଆ ମୁନୁଷର୍କୁହ ପରକୁତୀକେଭେ ନାଇଁ ବଦଲିଲା । ଗୋପୀନାଥ ଷଡ଼ଙ୍ଗୀପଟ୍ଟନାୟକପଡା…

Read More

ସହର ର ଚଢ଼େଇ

କେବେ ଦେଖିଛ କି ସହର ର ଚଢ଼େଇମାନଙ୍କୁ?ସେମାନେ ଗାଁର ଚଢ଼େଇଙ୍କ ଭଳି ଗାଆନ୍ତିନିଗୁମୁରି ଗୁମୁରି କୋରସ ଗୀତ,ସେମାନେ ନାଚି ନାଚି ଧାନ ଖୁମ୍ପିବାକୁ ଯାଆନ୍ତିନି ଖେତସେମାନେ ଥଣ୍ଟ ଘସନ୍ତିନି ବୁଢା ଗଛର ଖୁରୁଦୁରା ଡାଳରେସେମାନେ ଚିହ୍ନନ୍ତିନି ଶରତ, ହେମନ୍ତ, ଶୀତ!!ଖରା, ବର୍ଷା ବସନ୍ତ……!!!” ସେମାନେ ଦେଖି ନଥାନ୍ତି ଝରଣା ମୂଳସେମାନେ ଉଦରସ୍ଥ କରନ୍ତିନିତୁଳସୀ ମୂଳେ ବିଞ୍ଛା ହୋଇଥିବା ଅରୁଆ ଚାଉଳସେମାନେ ଝୁଲନ୍ତିନି ଫୁଲ ଫୁଟା ଡାଳରେନା କିଚିରି ମିଚିରି ହୁଅନ୍ତି ଖପର ଚାଳରେ ସେମାନେ ବସନ୍ତି କଉ…

Read More

କବିପ୍ରିୟା

ତୁ ମୋର ସାନ୍ତ୍ବନା ର ଚଇତାଳି ହଳଦି ବସନ୍ତଉର୍ଦ୍ଧ୍ବ ସ୍ଥିତ ମନ ଡାଳେ ଉଡିବୁଲି ବସୁଗୀତର କୁହୁକ ତାନେ ଉଦାର ସତ୍ତାରେ ସିନାଜୀବନ୍ତ ଅଜ୍ଞାତ ବାସେ ଏ ମନକୁ ଧ୍ଵଂସୁ। ଦୁଃଖର ପାହାଡ଼ ଦେଶେ ସବୁଜ ଆକାଂକ୍ଷା ଧରିରାତି ଠାରୁ ମାଗି ହୁଏ ସ୍ଵପ୍ନଅନ୍ଧାରର ଡହକ ବୁକୁରେ ଇଚ୍ଛାର କଦମ୍ଵ ସବୁଖୋଜି ହୁଏ ଛନ୍ଦସୀ ସତ୍ତା ସ୍ଵାତୀଲଗ୍ନ । ମୋ ନୟନ ପଟଳ ମେଲେଇ ଦେଉ ସ୍ନେହ ସିକ୍ତ ମୁହଁରୁ ଅଞ୍ଜନଆଙ୍କି ଦେଉ ପୁଣି ଅଦୃଶ୍ୟ ର…

Read More

ସକାଳ

ସୁନା ଝରା ସକାଳ ରେ ମୁକ୍ତା ଝରା ପାଗ,ନାନା ପୁଷ୍ପେ ସୁସଜ୍ଜିତା ଧରଣୀ ର ବାଗ।ସବୁଜ ଶାଢ଼ୀ ପିନ୍ଧି ସୁନ୍ଦରୀ ତରୁଣୀ,ବଧୂ ଟିଏ ସାଜିଛି କି ସତେ ଏ ଧରଣୀ।ଧାନ କ୍ଷେତ ସତେ ତାର ସୁନା ଅଳଙ୍କାର,ଝର ଝର ଝରଣା ତା ଗଜରା ହାର।ସୁର୍ଜମୁଖି ଫୁଳ ତାର କାନ ର ଝୁମୁକା,ପଦ୍ମ ଫୁଲ ସତେ ଅବା ତା ମଥା ର ଟୀକା।ରୂପେଲି ନଦୀ ର ଧାର ତା ପାଦ ପାଉଁଜି,ସ୍ଵର୍ଗ ଅପସରି ଫିକା ପଡ଼ିଯିବେ ଆଜି।ସୂର୍ଯ୍ୟ ସୁନେଲି…

Read More

ମୋତେ ପାରି କର

ମୂଳ ହିନ୍ଦୀ- ଡକ୍ଟର ଗୀତାଞ୍ଜଳି ରେଣୁ ଦାଶଅନୁସୃଜନ- ଦିବାକର ନାୟକ ମୋତେ ପାରି କର, ମୋତେ ପାରି କରହେ ବନ୍ଧୁ, ମୋତେ ନେଇଯାଅ ସେହି ପାରି କିଯେଉଁ ସ୍ଥାନକୁ କୌଣସି ରଙ୍ଗୀନ ସୁଖଦ ସ୍ଵପ୍ନହୁଏ ନାହିଁ ଆତଯାତ ।ତୁମେ ହିଁ କେବଳ ନିରହଙ୍କାରୀ ସାଧ୍ବୀ ଭଳିସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।ତୁମେ ହିଁ ତ ଜଣେ ଭରସା ହୋଇ ଆସିଛଜୀବନର ଦୂତ ଭଳି !ମୋହ ମାୟା ପୂର୍ଣ୍ଣ ଏହି ସଂସାରରେଜଣେ ପ୍ରିୟ ବନ୍ଧୁ କାହିଁ ତୁମ ସରି !ତୁମେ ମୋର…

Read More