ଈଶ୍ୱରଙ୍କ ଠିକଣା

ହେ ଈଶ୍ୱର ତୁମ ଠିକଣା ଖୋଜନ୍ତିଏ ଧରା ଧାମରେ ଲୋକେ ,ପାଇ ବାକୁ ପ୍ରଭୁ ସାନିଧ୍ୟ ତୁମରବ୍ୟାକୁଳ ହୁଅନ୍ତି କେତେ ।କିଏ କହେ ତୁମେ ଥାଅ ତ ମନ୍ଦିରେଚର୍ଚ୍ଚ ରେ କହେ କେହି ,ପୁଣି କିଏ କହେ ମସଜିଦେ ଥାଅଶୂନ୍ୟରେ ବି ଥାଅ ହରି ।ତୁମେ ପରମ୍ ବ୍ରହ୍ମ ତୁମେ ମହାଶୂନ୍ୟତୁମେ ପୁଣି ନିରାକାର ,ତୁମେ ଅଛ ପରା ବିଶ୍ବ ବ୍ରହ୍ମାଣ୍ଡରେତୁମେ ଜଗତ ଠାକୁର ।କହିଥିଲ ଡାକି ନାରଦଙ୍କୁ ତୁମେବଇକୁଣ୍ଠେ ଯେ ନଥାଅ ,ଅବା ମୁନି ଋଷି…

Read More

ଡାମରା କାଉ

ସକାଳ ପହରୁ ରାବୁଛି କାଉ,ଉଠ ଉଠ ମଠ ନ କର ଆଉ।ଆସିବେ କୁଣିଆଁ ମନେ ହଉଛି,ଚାଲ ଉପରେ ତ କାଉ ବସିଛି।ଗାଧୁଆ ପାଧୁଆ ସାର ଜଲଦି,ଲଗାଇ ହେଇ ଜେ ତେଲ ହଳଦୀ।ମାମୁଁ ଆସିବେ କି ପିଉଷୀ ନାନୀ,କିଏ ସେ ଆସିବେ ଜାଣି ହଉନି।ସଅଳ ସଅଲ ପରିବା ଅlଣ,ଆଇଁଷ ଝୋଳ ରେ ପିଉଷୀ ମନ।ମାମୁଁ ଆସିଲେ ତ ବାଡି ପିଜୁଳି,କେତେ ଯେ ପରିବା ଆଣିବେ ତୋଳି।ପିଉଷୀ ଗାଁ ର ଖଇର ପାନ,ଦାନ୍ତୁଡ଼ି ଖଜା ରେ ଥାଏ ମୋ ମନ।ଆଉ…

Read More

ନିଏ ମାଗୁଛେ ସରଗ୍ ପରୀ

ଆଏଜ୍ ବି ତ କେତନି ସୋର୍ ଲାଗୁଛେ ସେ ଗାଁ କେ ମୋର୍ । ଯେନ ସରି ଯାଇଥିଲା ଜୀବନର୍ ଅଭୁଲା ଇତିହାସ ସବୁ । ଛୋଟ୍ ଦିନର୍ ଛିଲୋଲାଇ ନୁ ବହଚୁରି ଆରୁ ରେସ୍ ଲୁକାନି । ସତେ ଫେର୍ ଘାଏ ଯାଏତି ସେ ଵରଗଛର୍ ଦୁଲି ଥି ଖେଲୁଥିତି । ସେ ଛୁଆ ଦିନର୍ ସପନ୍ ସବୁ ସାଆଟି ଆନତି । ସେ ବରଷା ପାନି ଭିଜି ଭିଜି ଯାଏତି ଜାମ ଗଛ୍ ତଲକେ…

Read More

ତମର୍ ଆଏବାର୍ ବାଟ କେ ଟାକିଛେଁ

ନାଇଁ ଦେଖବାର ତମ କେ କେତେ ଦିନୁ…ଯେନ୍ତା ପୁନେଇଁ ଜନ..ଛାଡି କିନା କାହିଁ ଗଲ ନାଇଁ ବୁଝଲ ଆମର ମନ… ମେସେଜ ଗୁଟେ କର୍ତ୍ତହେଲେ…ନହେଲେ କର୍ତ୍ତ ଫୋନ…କାଇଁ ଭୁଲିଗଲ ଅମର ଦେଖଲା ସପନ…..କଥା ତମେ ଦେଇ ଥିଲ ସବୁଦିନ କର୍ମି ଫୋନ…. ଦେଶ ସେବାରେ ଲାଗିଛ ବଲିକିନା ଘରର ଧରମ…..ଯୁଗିଛନ ତମ କେ ମାଆ – ବାପାସାଙ୍ଗ-ସାଥୀ ଆର ତମର ପ୍ରୀୟଜନ…. ତମର ବିନା ନାଇଁ ଲାଗବାର ଇନେକାହାରିର ମନ…ବରଷ ବିତିଗଲା ତମର ବିନା… ଆର ବିତିଗଲା…

Read More

सत्य

थक कररुक करख़ामोश होकरतड़प तड़प कर कहांइतिहास लिखा जाता हैसोच करसमझ करनिरन्तर प्रयास कर के हीमंजिल पाया जाता हैचिल्लाकरबबाल मचाकरभ्रान्ति फैलाकरसिर्फ झूठ बोला जाता हैलाख कोशिश करझूठ का प्रलेप लगाकरसत्य का आधारगिराया नहीं जा सकता हैक्यों केसत्य सदैव सत्य होता है ।। तफिजुल

Read More

ଇଏ ବି ଅନୁଭୂତି

କେବେ କେବେ ସ୍ଥିତି ଏମିତି ବି ହୁଏ..ଏକ ଅପ୍ରିୟ ଅନୁଭୂତିକୁ ନେଇ… ନିଜ କୁ ନିଜେଲାଜ ରେ ନଇଁ ଯାଉଥାଏ…,,ସଂସାର କୁ ସଜେଇ ରଖିବାକୁ ଯାଇ..ନିଜକୁ ସମାଜ ଆଗରେ.. ଦୋଷୀ ସଜେଇପରିହାସ ର ଓ ବିଦ୍ରୁପ ଦୃଷ୍ଟିର..ସାମ୍ନା କରିବାକୁ ବି ପଡ଼ୁଥାଏ.. ,,ସେତେବେଳେ..ସେଇ ମୁହୂର୍ତ୍ତରେ କଷ୍ଟ ନ ଲାଗିଲେ ବି..ନିଜ ପ୍ରଚ୍ଛଦ ପଟ ରେ କୁତ୍ସାରଟନା କୁଭିତରେ ଭିତରେ ସହିବାକୁ ପଡୁଥାଏ..,,ହୃଦୟ କୋରି ହୋଇ ଗଲେ ବି..କାହାକୁ କହି ବି ହୁଏନି..,, ଆଉ..ସହିବାକୁ ବାଧ୍ୟ ହେଲେ ବି…

Read More

ଶୀତୁଆ ସକାଳ

ଶୀତୁଆ ସକାଳେ ଶୀତରେ , ବୋଲି ହୁଁ ଟି……lଗାଧୋଇ ପଡ଼ିଲି ଘାଟରେ, ବୋଲି ହୁଁ ଟି…..lଏକ ବର୍ଣି ଗାଈ ଗୋବର ,ଲିପିଛି ମୁଁ ଘର ଦୁଆର ,ଆଜି ପରା ଗୁରୁବାର ଟି, ବୋଲି ହୁଁ ଟି….lପକେଇଛି ଝୋଟି ଚିତା ଟି , ବୋଲି ହୁଁ ଟି…..lଆସିବେ ଲକ୍ଷ୍ମୀ ସାଆନ୍ତାଣୀ ,ପୂର୍ଣ୍ଣ ହେବ ମୋର ମାଗୁଣି ,ଯାଚିଣ ଦେବେ ସେ ବର ଟି , ବୋଲି ହୁଁ ଟି….lପୂର୍ଣ୍ଣ ହେବ ମୋର ଆଶା ଟି , ବୋଲି ହୁଁ…

Read More

वजह

वजह न पूछो जीने कि…!हम वेवजह ही जीते रहेदरिया पास हि था…किनारे में पानी ढूंढ़ते रहे ,वजह न पूछो रोने कि…!हम वेवजह ही रोते रहेहसीं तो आई ही थी..रोने कि लत लगते गए,वजह न पूछो पीने कि…!हम वेवजह पीते रहेपानी और सराव दोनों थेसराब से मोह लगते गए…!वजह पूछो न सो ने कि…!हम वेवजह ही…

Read More

ସଂସାର ପଥେ ସାରଥି

“ହୃଦୟର କଥା ବୁଝି କିଏ ପାରେବୁଝୁଛ କି ତୁମେ କେହି,ହୃଦେଶ୍ୱର ସିଏ ଧରା ଅବତାରଜଗନ୍ନାଥ ପ୍ରଭୁ ସେହି। ଅନ୍ତର ଆତ୍ମାରେ ଭିଯିଥିବ ଯିଏଜଗନ୍ନାଥ ନାମ ଗାଇ,ଧନ୍ୟ ହେଇଯିବ ଜୀବନ ତାହାରପ୍ରଭୁଙ୍କ କରୁଣା ପାଇ। ଭାବ ବିନୋଦିଆ ଜଗତ ଠାକୁରତା’ ପରି ହବରେ କିଏ,ଏ’ ଆଖିରୁ ଟୋପେ ଲୁହ ଝରି ଗଲେପ୍ରଭୁ ମୋର ପୋଛିଦିଏ। ଜଗତ ଠାକୁର ଭକତ ନିମନ୍ତେକରିଥାଏ କେତେ ଚିନ୍ତା,ତା’ର ଦୟାବଳେ ପଙ୍ଗୁ ଲଙ୍ଘେ ଗିରିମୁକ କହି ପାରେ କଥା। ମୋ’ ଜୀବନ ପଥେ ଅଟ…

Read More

ପରାହତ

ଝର୍କା ବନ୍ଦ୍ କରି ରଖଯେତେ ସବୁ ଅନାବନା କୋଳାହଳ ଥମିଯାଉଗୁଳି ଗୁଳା ବନ୍ଧୁକ ର ଗନ୍ଧ କମିଯାଉ କାନଆଖିପାଟିସବୁ ବନ୍ଦ୍ କରି ରଖମୁଁ କହୁନି ତମେ ‘ଗାନ୍ଧୀ’ ପାଲଟି ଯାଅଏଠି ‘ନାଥୁରାମ୍’ ବି ତ୍ରାହି ପାଏ ନାହିଁତମକୁ ବା ପଚାରେ କିଏ କେତେବେଳେ ଟଳି ପଡ଼ିବକିଏ ବା କହିବ କେବଳ ବୁଝିବାକୁ ଚେଷ୍ଟା କରସନ୍ତ୍ରାସ ର ଶାଖା ପ୍ରଶାଖା ରେବର ଓହୋଳ ପରି ଝୁଲୁଛିତମ ଜୀବନ ନାଟିକା ଝର୍କା ବନ୍ଦ୍ କରି ରଖବହି ଆସି ପାରେ ଅଣଚାଶକାହାକୁ…

Read More