ମୋ ଗାଁ

ଯାହାର କୋଳେ ଜନମ ମୋରଯେଉଁଠି ଲେଖା ମୋ ଷଠି ଘରଯାହା ମାଟିରେ ପାଦ ରଖିଦେଖିଲି ଏ ଦୁନିଆସେଇ ମୋର ଗାଁ…… ଯାହାର ପାଣି ଅମୃତ ସମମେଣ୍ଟାଏ ତୃଷ୍ଣା ଶତତ ମମଯାହା ପବନେ ଶୁଭଇ ଲୋରୀସତେ କୁହୁକ ଛୁଆଁସେଇ ମୋର ଗାଁ…… ଯେଉଁଠି ନିତି ସକାଳ ଆସେସୁନା ରଙ୍ଗର ମୁରୁଜ ବିଞ୍ଚେକାକଳି ସୁରେସଜଳ ହୁଏ ସେ ଛୋଟ ଦୁନିଆସେଇ ମୋର ଗାଁ…… ସଞ୍ଜ ହେଲେ ଘର ଆଗରେତୁଳସୀ ମୂଳେ ପ୍ରଦୀପ ଜଳେନୀରବି ଯାଏ ରାତି ଅନ୍ଧାରେମନ ଆପଣା ଛାଆଁସେଇ…

Read More

ଏମିତି ସମ୍ପର୍କ ଟିଏ

ଏମିତି ସମ୍ପର୍କ ଟିଏ ଅଛିଚାରିମେଘ ଏହି ବୁଢା ସଞ୍ଜ ବେଳେ .ଆକାଶ ଓ ପୃଥିବୀ ମଧ୍ୟରେ !! ସେହି ମିଛି ମିଛିକା ସାଥି ହୋଇପଡ଼େଆକାଶରୁ ଯେତେବେଳେଶୀତଳ ଜଳ ଟୋପା ଟୋପାଟିକେ ଲୁହ ହୋଇ ଝରି ପଡ଼େ ..! ମାଟିବି ସ୍ପର୍ଶରେ ନାଚିଉଠେଆକାଶ ତାରା ନକ୍ଷତ୍ର ମାନଙ୍କର ଝଡ଼ !ପୁଣି ଓଦା ଲୁହ ଆଖିର କହେ କିଛିରୁଣୁ ଝୁଣୁ ଶବ୍ଦ କରି ଚାଲୁଥିଲ …! ହେ ପ୍ରକୃତି ତୁମେ କାହିଁକି ସୃଷ୍ଟିକଲ ପ୍ରୀତି ବାନ୍ଧି ଦେଇ…ଏପରି ସମ୍ପର୍କ କାହିଁକି…

Read More

କିଛି ନିଷ୍ପାପ ଦଗ୍ଧିଭୂତ ନିର୍ଭୟା ମାନଙ୍କ ସ୍ଵୀକାରୋକ୍ତି ..!!

ହଁ.. ମୁଁ ବଞ୍ଚିଛି..ଦୁଃଖ ସମୁଦ୍ରରେ ଭାସିସୁଖର କୁଳ ଲଙ୍ଘିବାକୁ..!! କିମ୍ବା କୁହ..ନିଆଁରେ ପୋଡ଼ି ହୋଇ..ପୁନଃ ଜୀବନ୍ତ ହେବାକୁ..!! ଅଥବା କୁହ..ନିଜଠାରୁ ନିଜକୁ ଦୂରେଇ ନେଇ..ସମସ୍ତଙ୍କ ପାଖରେ ରହି..ପୁଣି ଥରେ ନିଜ ପାଖକୁ ଫେରି ଯିବାକୁ..!! ନା..ସତରେ..ମରିବା ଆଗରୁ..ବିକଳ ହୋଇ..କେବଳ ଥରେ..ଥରେ ମାତ୍ର..ନିଃଶ୍ୱାସ ନେବାକୁ..ବଞ୍ଚି ଯିବାକୁ..!!?? ହଁ..ବଞ୍ଚିଛି..କାରଣ..ବଞ୍ଚିବାକୁ ପଡୁଛି..ବାରମ୍ବାର ମରି..ବାରମ୍ବାର ହାରି..ବାରମ୍ବାର..ବଞ୍ଚିବାକୁ ହିଁ ହେଉଛି..!!?? କାରଣ ମୃତ୍ୟୁ..ଆହୁରି ମୋତେ ନିଜର କରିନି..କେଜାଣି..ଆହୁରି କେତେ ନିଃଶ୍ୱାସ ବାକି..ସେହି ଶେଷ ଶାନ୍ତିର ନିଃଶ୍ୱାସ ନେବାକୁ..!! ମଧୁମିତା ମିଶ୍ରଭୁବନେଶ୍ୱର୯୪୩୮୪୭୦୮୦୭

Read More

କାହାଣୀ ନଥିବା ଚରିତ୍ର

ଆଉ ମୁଁ ଲେଖିପାରୁନି ମୋ ଭାବନାକୁଆଉ ମୁଁ ଦେଖିପାରୁନି ମୋ ଲୁହକୁଆଉ ମୁଁ ଶୁଣି ପାରୁନି ମୋ ହୃଦୟର ସ୍ପନ୍ଦନକୁଆଉ ମୁଁ କହିପାରୁନି ମୋ କୋହକୁଆଉ ମୁଁ ଅନୁଭବ କରିପାରୁନି ନିଜେ ନିଜକୁତେବେ ଆଉ ମୁଁ କ’ଣ ପଥର ପାଲଟିଗଲିତେବେ ଆଉ ମୁଁ କ’ଣ ମଣିଷତ୍ଵ ହରାଇଲିତେବେ ଆଉ ମୁଁ କ’ଣ ……..ମୁଁ ବର୍ତମାନ ଏକ ବିରାଟ ପ୍ରଶ୍ନବାଚୀସୁଦୀର୍ଘ ପାଚେରୀ, ପାଚେରୀ ସେପାଖରେଅସଂଖ୍ୟ କୋଳାହଳ କରୁଥିବା ମଣିଷପାଚେରୀ ଏପାଖରେଏକ ନିଶବ୍ଦ ପଣର ଅଶାନ୍ତ ଇଲାକାଧାଉଁଛି ଧାଉଁଛି ଅନବତ…

Read More

ମୋ ଜୀବନର ଚଲା ପଥରେ…..

ମୋ ଜୀବନର ଚଲା ପଥରେ…..ମୁଁ ହସିବାକୁ ଭଲ ପାଏଁତାମାନେ ନୁହେଁ ଯେମୁଁ କାନ୍ଦି ଶିଖିନିମୋ ପାଇଁ କାନ୍ଦିବା ନୂଆଁ କଥା ନୁହେଁଆଖିର ଲୁହ ତ ପିଇବାମୋର ଅଭ୍ୟାସ ହେଲାଣି ।ଅନେକ ଥର ମୁଁଭୋକରେ, ସ୍ବପ୍ନ ରେ, ଆଶାରେ ଜଳିଛିକିନ୍ତୁ କେବେ ପାଉଁଶ ହୋଇନି ।ବାସ୍ତବିକ।ମୋ ପାଦରେ ହଜାରେ ସମସ୍ୟା ର ଜଞ୍ଜିର୍ତଥାପି ମୁଁ ଜିଇଁ ଛିମୁଁ ସଂଘର୍ଷ କରି ବଞ୍ଚିବାକୁ ଚାହେଁତା ମାନେ ନୁହେଁମୋ ଜୀବନରେ ଦୁଃଖ ନାହିଁ ।ଅନେକ ଅଭାବ ଅସୁବିଧା ଅସମୟରେ ଆସେତଥାପି ମୁଁ…

Read More

ଟୁକୁନା ର ସ୍ଵପ୍ନ

ଥରେ ଟୁକୁନା ଓ ତା ମା ଖରାଛୁଟି ରେ ତା ମାମୁଁ ଗାଁ କୁ ଯାଉଥିଲେ l ହାରାହାରି ଗୋଟିଏ କିଲୋମିଟର ଯାଏଁ ଗାଡି ର ସୁବିଧା ନଥିବାରୁ ମା ପୁଅ ଚାଲିଚାଲି ଯାଉଥିଲେ l ଟୁକୁନା କହିଲା ମା ଏତେ ଖରା ପୁଣି ଗରମ ଲାଗୁଛି ଚାଲି କି ଯାଇ ହେଉନି, ମା କହିଲେ ପୁଅ ରେ ଆଗ ରାସ୍ତାର ଦୁଇ କଡ଼ରେ ବହୁତ ଗୁଡ଼ାଏ ଗଛ ଥିଲା ସେତେବେଳେ ନା ଏତେ ଖରା କାଟୁ…

Read More

ଶୂନ ର ଜୀବନ

ଜୀବନ:ଓଳି ତଳ ର ବର୍ଷା ପାଣିରେକାଗଜ ଡଙ୍ଗାଏତେ ଲୋଚାକୋଚା !ଜୀବନ ରଚନାରଶେଷ କଥାରେଶୂନ !ଶୂନ ଶୂନ ଶୂନସବୁ ମୋଟରେଶୂନ !ଶୂନ୍ୟରେ ଜୀବନ ଆରମ୍ଭଶୂନ୍ୟରେ ଶେଷ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା, ରାୟଗଡ଼ାମୋ._୮୯୧୭୩୨୪୫୨୫

Read More

ପ୍ରିୟାଗୋ…

ସ୍ବପ୍ନ ଦେଖିବାକୁ ଇଚ୍ଛା ହୁଏ ହେଲେରାତି ଅନୁମତି ଦିଏନିତମ ବାହୁ ର ତଳ୍ପେଶୋଇବା ଚାହେଁ ଗୋସେତକ ଟିକିଏପାଏନି….(୧)ତମ କେଶ ଗଭା ତଳବାସ୍ନାରୁ ଟିକେ ଆଘ୍ରାଣ ରୁ ଟିକେ ଭାବେସେତକ ମିଳେନିନିରାଶ ରହେପାଇବି ଆଉ କେବେ?….(୨)ଆଖିରେ ଦେଖେ ମୁଁଆକାଶକୁ ସିନାମୁଦିଦେଲେଆସେ ଅନ୍ଧାର ରାତିରଛାୟାମୋ ଶରୀର କଥାଭାବେନି ମୁଁ ଜମାତମେ ମୋର ଛାୟା…(୩)ପାଦରେ ତମର କବିତା ଛନ୍ଦଚାଲିଗଲାବେଳେଧୂଳି ଲେଖିଛି ଅନେକପଢି ମୁଁ ଅପଢା ରହିଲିତମେ ପରା ମୋରସକାଳେ ଫୁଟିବଅପେକ୍ଷାର ଫୁଲ କଢି…(.୪) Pratap RathBoudh

Read More

ନିତ୍ୟକର୍ମ

ନିତି ବେଗି ମୁହିଁ ଉଠିବିହେଳା କରିବି ନାହିଁ ,ଉଠି ମୁଖ ସଦା ଧୋଇବିକେବେ ଭୁଲିବି ନାହିଁ ।। ପେଟ ପରି ଷ୍କାର କରିବିଡ଼େରି କରିବି ନାହିଁ ,ହାତ ରେ ସାବୁନୁ ମାରିବିମଳି ରହିବ ନାହିଁ ।। ଦାନ୍ତ ଭଲ କରି ଘଷିବିଗନ୍ଧତ ହେବ ନାହିଁ ,ସକାଳ ଖାଦ୍ୟ ମୁଁ ଖାଇବିବେଳ କରିବି ନାହିଁ ।। ମୁଁ ବୁଝିକି ପାଠ ପଢିବିଜମା ଘୋଷିବି ନାହିିଁ ,ଘୋଷିଲେ ମନୁ ଭୁଲି ଯିବିମନେ ରହିବ ନାହିଁ ।। ତୈଳ ମାରି ସ୍ନାନ…

Read More

ସ୍ମୃତିରେ ପିତୃପ୍ରତିମ

ସୁମନ ସୌରଭ ଆଣିଲା ଗୌରବତୁମ କରସ୍ୱର୍ଶେ ଶିଳ୍ପୀଆଙ୍କିଗଲ କେତେ ନାନା ଜାତି ଚିତ୍ରହୁଏନାହିଁ ତାହା କଳ୍ପି ମରିଭୂମେ ମଧ୍ଯେ ଗୋଲାପ ଫୁଲରମେଳଣ ମଞ୍ଜୁଳ ଶୋଭାଘନ ତମିସ୍ରାରେ ଆଲୋକର ବହ୍ନିବିକାଶିଲା ତାର ଆଭା ଶିକ୍ଷାର ମନ୍ଦିରେ ଉନ୍ନତ ଶିରରେଉଡିଲା ବିଜୟ ଧ୍ୱଜାଭାଷା ସାହିତ୍ୟର ସୁଦୃଢ ସାରଥିରାଗ ଅଳଙ୍କାର ସଜା ଅବେଳେ ପଡିଲ କାଳଯମ ହାତେଝୁରେ ଏଠି ମନ୍ଦାକିନୀଝୁରେ ଗଂଗାଧର ମହା ବିଦ୍ୟାଳୟବୁଢାରଜା ସୁହାସିନୀ ଗୋଲକ ବାସିନୀ କୋଳେ ଧରିଥାନ୍ତୁଆତ୍ମା ପାଉ ସଦଗତିନିଳାଚଳ ନାଥ ଅନାଦି ପୁରୁଷଯାଚିଦେଉ ଗୋ ମୁକତି…

Read More