ଖଜା

ବଢେ ଆଧିକର୍,    ଦରବ୍ ଗୁଟ୍’କ,         ନାଆଁ ଟାକ ତାର୍ ଖଜା, ରଜା ନୁ ପର୍’ଜା ,    ସବ୍’କର୍ ମନେ,         ତାହାର୍ ଦର୍’ଜା ଉଁଚା । ଶାଶ୍ ଘର୍ ଖଟି,  ଗଲେ ସୁନା ନାକି        ସଁଗେ ତ ଯାଏସି ଧରି , ଅଏର୍’ସା ,ମୁଗିଆ,  ଦାଁତ୍’ରି ଖଜା ,        ଚଂଘ୍’ରା ଭୁଗ୍’ଲି ଭରି  ।    …

Read More

ପୁଓ ଜିଉଁତିଆ

ସଖାଲୁ ସଂଜ୍‌ ତକ୍‌  ନିହତ୍‌ ନିଚୁକ୍‌ ଭାବେ ରହୁଥିଲା ନିର୍‌ଜଲା ଉପାସ୍‌  ମାଗୁଥିଲା ପୁଓ ଝି ଲାଗି ଅଖେ ଅମର୍‌ ଆଏଁସ ମା’ ତ କରୁଥିଲା କେତେ ଉଷା ବର୍‌ତ।  ଦଦା ଭାଏ ଲାଗି  ତାର୍‌ କେତେ ଚିଂତା ଭାଏ ଜିଉଁତିଆ ଉପାସ୍‌ କରି ଶୁଭେସାଏତେ ରଖିଥିବୁ ହମେଶା ବଲି ମାର୍‌ ଠାନେ କରୁଥିଲା ଅର୍‌ଦଲି ଦୁର୍‌ଗା ମା ଠାନେ ମଂତ୍‌ରିଲା ଜିଇଁତା  ପିନ୍ଧେଇ ଦେଉଥିଲା  ଦଦା ଭାଏକେ ଫି ବଛର୍‌।  ପହପହନୁ ବେଲ୍‌ବୁଡ଼ା ପତେ ରହୁଥିଲା…

Read More

ସତ୍‌ କଥା ଆଜ୍ଞା

ଶରାବନର୍‌ ପାଏନ୍‌ ଉହୁଲି ଯାଏସି ହେଇଥିଲେଁ ଶୁଖା ଭଠା  ଅଛ୍‌ରେ ପାଏନ୍‌ ଭି କାଫି ଆଏ ବୁଆ ଥିବା ଯଦି ବଂଧ୍‌ କଁଟା । କେତେ ଅଁଟାବୁ ଯେ ଅଁଟା ॥ ଶିଖ୍‌ବାକେ ମନ୍‌ ଛିନ୍‌ବାକେ ଖୁରି  ମେଲା ରଖିଥିଲେଁ ସିନେ ହରେକ୍‌ ନିମ୍‌ଷେଁ ଜ୍ଞାନ୍‌ ଥିପୁଥିସି ଈ ବିଶ୍ବର୍‌ କନେଁ କନେଁ । ଶିଖ୍‌ବାକେ ଥିଲେଁ ମନେ॥ ମୁଇଁ ନ ଜାନିଛେଁ ବଲୁଥିସି ଯେଏ ନାଇଁ ଶିଖିପାରେ କିଛି ମହା ବିଜ୍ଞାନୀ ହେଇକରି କିଏ ବଲ୍‌ସି…

Read More

କବିତା ପୁରାନ୍

ଶୁନ ଶୁନ ଗୁରୁଜନେ କହୁଛେଁ ବୁଝେଇ,  କବି ମନର୍ କଥା ଜେତେ କବିତା ନେ କହି…..।।  କବିତା ଯେ ବନ୍ଧୁ ସିନ୍ଧୁ କବି ସାଙ୍ଗ ର୍ ଜୁଲି,  କାଗଜ୍ କଲମ୍ ଧରି କବି ମନେ ହେସନ୍ ଭାଲି….।।  କହୁଛନ୍ ଗୋ କବି ସୁନ କବିତା ସୁନ୍ଦରୀ ବିହି ଦେଲା ଶରଗ୍ ସୁଖ ତୁମ୍ କେ ଦେଇ କରି….।।  ପାଇଛେଁ ଗୋ ସରଗ୍ ତରା ମୋର୍ ସୁଖର୍ ପସରା ତୁମେ ପାସେ ଥିଲେ କାଏଁ ଛାଏଁ କାଏଁ ଖରା।…।। …

Read More

ନୂଆ ଭୂଆସେନ୍

ଦେଖୁନ୍ ଦେଖୁନ୍ ଉତ୍ ରି ଗଲାନ  ଦେହେନୁ କୁଆଁରୀ ପାଏନ୍ ଯେଭୁଁ ସୁନାଗୁରି ହଲ୍ ଦୀ ମାଖିଛେ  ମୁହୁଁଟା ଦିଶୁଛେ ଅଏନ୍ ଛାଡି ଗାଆଁ ମାଏଟ୍ ସାଗଂର୍ ଜୁଲି  ମାଆଁ ବୁଆ ଭାଏ ବୁହେନ୍ କେଲ୍ ଥିଲା ସୁରୁ ନନୀ ବଲିଁଯିଏ ଆଏଜ୍ ସିଏ ଭୁଆସେନ୍  ଗୁତର୍ ବରଗ୍  ବଦ୍ ଲି ଏଥର ଠିକାନା ହେବା ତାର୍ ନୂଆଁ ଜୁନ୍ ହା ଟା ସବୁ ମୁନାଥିଁ ରହେବା  ନୂଆଁ ପାଠର୍ ଖଡି ଛୁଆଁ ଶାଶ୍ କେ ଡାକ୍…

Read More

କୁନୁଆଁ କାଏଁ ଯେ ଯିମି

କୁନୁଆଁ ହେଇ କାଏଁ ଯେ ଯିମି ତୁମ୍ ତାମ୍ ଖାଲି ବସିଥିମି, କୁଶଲ୍ ମଙ୍ଗଲ୍ ଭାବର୍ କଥା ହେବାର୍ ଲାଗି କାଏଁ ଜୁଗିଯିମି? ଘରର୍ ଲୋକ୍  ତ ଥିବେ ସଭେ ମୁବେଲ୍ ସାଙ୍ଗେ ହଜିଥିବେ ତଲ୍ ମୁହାଁ ମୁହୁ ଉପର୍ ହେଲେ ତ କାଏଁ କଥା ଗୁଟେ ହେବେ! ଆଗର ସମିଆ ନାଇନ ଆଉ, କୁନୁଆଁର୍ ଯେନ୍ତା ଥିଲା ଭାଉ, ସଉକି ଗହକି କେତନି କେତେ ଏବେ ସେ ବେଭାର୍ ପାଏବ କାହୁଁ; ପଡୁଥିଲା ସତେ କେତନି…

Read More

ମନ୍

ତାଲ୍ ତାଲ୍ ତାଲ୍ ଅତାଲ୍ ତାଲ୍ ଯେନ୍ ତା  ସମୁଦରର୍ ପାନି। ମନର୍ ଗହୀରା ତାର୍ ନୁଁ ଅଏତ୍ କା କାହିଁ ପାରବୁ ଜାନି? ଦୁଖେଁ ହଁସସି, ସୁଖେଁ ବି ହଁସସି ଥିସି ଏନତା ବତରେଁ ମନ୍ କେ ପଢି ପାରବୁ କାଏଁ କହ ପଡିଯିବୁ ଅର୍ କଲେଁ। ହୁତ୍ ହୁତ୍ ହେଇ ଜଲୁଥିଲେଁ ମନ୍ ଉପରେଁ ହେଉଥିସି ଗହଗହ। ଦୁଖର୍ ଦଲ୍ ଦଲିଥିଁ ସମୁଥିଲେଁ ବି ସବୁ ସହୁଥିସି ଦହଦହ। ମନ୍ କରସୀ ଧନି ଗରିବ୍…

Read More

ମୋର୍ ଗାଁ ମତେ ବଢିଆ

ଫୁଲର୍ ଭିତ୍ ରେ ପଦମ ଫୁଲ୍ ଟା  ଫଲର୍ ଭିତ୍ ରେ ନଡିଆ  ସଁସାର ଭିତ୍ ରେ ନେଇନ ଏନ୍ ତା  ମୋର୍ ଗାଁ ଯେନ୍ ତା ବଢିଆ  ସୁର୍ ତା ପଡୁଛେ ମାଏଟ୍  ପାଏନ୍  ବନ୍ କଁଟା ଢୁଡା ନଲିଆ  ଛିଲୋଲାଇ କେଲି ଗୁଡୁ ଖେଲ୍ କେତେ  ସାଂଗ୍ ସାଥି ବେଲ୍ ବୁଡିଆ ଉସତ୍ ଆନନ୍ ପୂଜା ପାର୍ ବନ୍ ବିହା ବର୍ ପନ୍ ଯାତରା ନୂଆଁଖାଇ ଦିନେ ଭାବ୍ ଦିଆନିଆ  ପୁଷ୍ ପୁନି ଦିନେ…

Read More