ଦୁଃଖର୍ ରାଏଜ୍
ଦୁଃଖର୍ ରାଇଜେ ମୋର୍ ସୁଖର୍ ନଗରୀ ସୁଖ୍ ଛଡା ସବୁ ଜାଉଛେ ଉଛୁରୀ ହଁସି ଟା ମୋର୍ ଆଶା – କରୁଛେ ନିରାଶା ଅନ୍ଧାକାରର୍ ତ ମୁଇଁ ନାଗରୀ । ଫୁଲ୍ ଲେଖେନ୍ କାହିଁ ପାର୍’ବୁ କହଁରି ଯେତେ ପ୍ରେମ୍ ହେଲେ ବି ସୁଖା ଚାଉଁରୀ ବେଦି ଟା ଖାଲି – ନାଇଁ ହଉଛେ ତ ଭୁଲି ଏକ୍’ଲା ବାଜି କାଣା କର୍’ବା ମୁହୁରି । ବେଦନାର୍ ଲହରୀ ମାରୁଛେ ଭଅଁରୀ କରମର୍ ଢେଉରେ ନାଇଁ ପାରୁଛେଁ…